ଦେଖନ୍ତୁ ଭିଡ଼ିଓ : ନଦୀ ପାର ହେବାପାଇଁ ବ୍ୟକ୍ତିଜଣକ ବାହାର କଲେ ଏମିତି ଚମତ୍କାର ଯୁଗାଡ଼, ଭିଡିଓ ଦେଖିଲେ କହିବେ – ୟାକୁ କେହି ମେଡାଲ ଦିଅରେ ଭାଇ

ଆମେ ପିଲାଦିନରୁ ଶୁଣି ଆସିଛନ୍ତି, ” ଆବଶ୍ୟକତା ଅବିଷ୍କାରର ଜନନୀ ଅଟେ |” ଆବଶ୍ୟକତା ପଡିଲେ ଲୋକମାନେ ଏମିତି ଅନେକ ପ୍ରକାରର ଜିନିଷ ତିଆରି କରି ଦିଅନ୍ତି, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ | ବିଶେଷକରି, ଏଥିରେ “ଯୁଗାଡ଼ ଟେକ୍ନୋଲୋଜି”ର ମଧ୍ୟ ଲୋକମାନେ ବହୁତ ବ୍ୟବହାର କରିଥାନ୍ତି | ଏପରି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି | ଯେଉଁଥିରେ ନଦୀ କ୍ରସ କରିବାପାଇଁ ବ୍ୟକ୍ତିଜଣକ ଏପରି ଯୁଗାଡ଼ କରିଛନ୍ତି, ଯାହାକୁ ଦେଖିବାପରେ ଆପଣ ନିଶ୍ଚିତ ଭାବେ କହିବେ, ‘ଏଇ ଭାଇଙ୍କୁ କେହି ମେଡାଲ ଦେଇଦିଅ’ |

ଆଜି ପର୍ଯ୍ୟନ୍ତ ଆପଣ ଯୁଗାଡ଼ର ଅନେକ ମାମଲା ଦେଖିଥିବେ | ସୋସିଆଲ ମିଡିଆରେ ମଧ୍ୟ ଏହାର ଭିଡିଓ ଭାଇରଲ ହୋଇଥାଏ | କିନ୍ତୁ କିଛି ମାମଲା ଏପରି ହୋଇଥାଏ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି | ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ନଦୀ ପାର କରିବାପାଇଁ ଅଜବ ପ୍ରକାରର ଯୁଗାଡ଼ କରିଛନ୍ତି | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଯେ କିପରି ଭାବେ ଜଣେ ବ୍ୟକ୍ତି କାଠରେ ବସିବା ଭଳି ତିଆରି କରିଛନ୍ତି ଏବଂ ତାକୁ ଦୁଇଟି ରସିରେ ବାନ୍ଧି ହାତରେ ଚଲାଇ ବହୁତ ମଜାରେ ନଦୀକୁ କ୍ରସ କରୁଛନ୍ତି |

ଦେଖନ୍ତୁ ଭିଡିଓ :-

ଭିଡିଓ ଦେଖି ଆପଣ ମଧ୍ୟ ଏହି ଯୁଗାଡ଼କୁ ସଲାମ କରିବାକୁ ଭାବୁଥିବେ | ଲୋକମାନଙ୍କୁ ଏହି ଇନୋଭେସନ ବହୁତ ଭଲ ଲାଗୁଛି | ଟ୍ୱିଟରରେ ଏହି ଭିଡିଓକୁ ଇଣ୍ଡିଆନ ପୋଲିସ ସର୍ଭିସର ଅଧିକାରୀ ରୁପିନ ଶର୍ମା ସେୟାର କରିଛନ୍ତି | ସେ କହିଛନ୍ତି ଯେ ଏହି ଭିଡିଓ ମିଜୋରାମର ଅଟେ | ଏହି ଭିଡିଓକୁ ଅନେକ ଲୋକ ଲାଇକ ଦେଇଛନ୍ତି ଏବଂ ଏହାସହିତ ଅନେକ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରୁଛନ୍ତି | ସେହିପରି କିଛି ଲୋକ ଏହାକୁ ସେୟାର ମଧ୍ୟ କରିଛନ୍ତି | ତେବେ ଆପଣଙ୍କୁ ଏହି ଯୁଗାଡ଼ ଟେକ୍ନୋଲୋଜି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *