ଶାଶୂଘର ଛାଡି ପଡୋଶୀ ସହିତ ପଳାଇଲା ସ୍ତ୍ରୀ, ସ୍ୱାମୀର ଘର ସାମ୍ନାରେ ହିଁ ପ୍ରେମିକ ସହିତ ରହିବାକୁ ଲାଗିଲା, ତାପରେ ହେଲା ଏମିତି କିଛି

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସର କାନ୍ଥ ଉପରେ ତିଷ୍ଠି ରହିଥାଏ | କିନ୍ତୁ ଅନେକଥର ଦୁଇ ପାର୍ଟନରଙ୍କ ମଧ୍ୟରୁ ଯଦି କୌଣସି ଜଣେ ପାର୍ଟନର ଧୋକା ଦିଏ, ତେବେ ଏହି ସମ୍ପର୍କ ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିଯାଏ | ଆପଣ ଏପରି ଅନେକ ଖବର ପଢ଼ିଥିବେ ଏବଂ ଶୁଣିଥିବେ, ଯେଉଁଥିରେ ସ୍ତ୍ରୀ ନିଜ ସ୍ୱାମୀକୁ ଛାଡି ପ୍ରେମିକ ସହିତ ଫେରାର ହୋଇଗଲା | ପ୍ରାୟତଃ ଏପରି ମାମଲାରେ ସ୍ତ୍ରୀ ନିଜ ପ୍ରେମିକକୁ ନେଇ ସ୍ୱମୀଠାରୁ ଯେତେ ଦୂର ସମ୍ଭବ ଯାଇ ରହିବାକୁ ଲାଗେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ ମାମଲା ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଜଣେ ସ୍ତ୍ରୀ ପ୍ରଥମେ ତ ନିଜ ସ୍ୱାମୀକୁ ଛାଡି ପଡୋଶୀ ସହିତ ପଳାଇଲା ଏବଂ ତାପରେ ସ୍ୱାମୀର ଘର ସାମ୍ନାରେ ହିଁ ନିଜ ପ୍ରେମିକ ସହ ଲିଭ ଇନ ରିଲେସନସିପରେ ରହିବାକୁ ଲାଗିଲା | ତାପରେ ଯାହା ହେଲା ତାହା କୌଣସି ବଲିଉଡ ଫିଲ୍ମର ସିନ ଠାରୁ କମ ନୁହେଁ | ଚାଲନ୍ତୁ ଏହି ଅଜବ ମାମଲାକୁ ଭଲଭାବେ ଜାଣିବା |

ବାସ୍ତବରେ ଏହି ପୁରା ମାମଲା ହରିୟାଣାର ହିସାର ଜିଲ୍ଲାର ଅଗ୍ରହାର ଗୋଟିଏ ଗାଁର ଅଟେ | ଏଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବିବାହ ଫତେହଵାଦର ଜଣେ ମହିଳାଙ୍କ ସହିତ ହୋଇଥିଲା | ଏହି ବିବାହରୁ ତାଙ୍କର ଏକ ତିନିବର୍ଷର ଝିଅ ମଧ୍ୟ ଅଛି | କିନ୍ତୁ ପ୍ରାୟ ତିନିମାସ ପୂର୍ବରୁ ତାଙ୍କ ସ୍ତ୍ରୀ ପଡୋଶୀରେ ରହୁଥିବା ଜଣେ ବ୍ୟକ୍ତି ସହ ପଳାଇଗଲା | ତାପରେ ଚାରିଦିନ ପରେ ସେ ଫେରିଆସିଲା ଏବଂ ନିଜ ପ୍ରେମିକ ସହିତ ତାଙ୍କ ଘର ସାମ୍ନାରେ ଲିଭ ଇନ ରିଲେସନସିପରେ ରହିବାକୁ ଲାଗିଲା |

ତାପରେ ଦିନେ ସ୍ତ୍ରୀର ପ୍ରେମୀକର ମା ତାର ତିନି ବର୍ଷର ଝିଅକୁ ରାଗରେ ନେଇ ତାଙ୍କ ଘରକୁ ଆସିଗଲେ | ଏଠାରେ ଦୁଇ ପକ୍ଷ ମଧ୍ୟରେ ବହୁତ କଳି ଝ-ଗ-ଡା ହେଲା | ଏହାପରେ ମାମଲା ଆହୁରି ବିଗିଡି ଗଲା | ତାପରେ ସ୍ତ୍ରୀର ପ୍ରେମିକ ଏବଂ ତାଙ୍କ ପରିବାରର ଆଉ କିଛି ଲୋକ ହତିଆର ନେଇ ପୀଡିତ ସ୍ୱାମୀଙ୍କ ଘରକୁ ପଶିଆସିଲେ ଏବଂ ସେମାନଙ୍କ ଉପରେ ଆ-କ୍ର-ମ-ଣ କଲେ | ଏହି ଲ-ଢେ-ଇ-ରେ ୮ଜଣ ଲୋକ ଆ-ହ-ତ ହୋଇଗଲେ | ଏଥିରେ ପୀଡିତ ସ୍ୱାମୀ, ତାର ଭାଇ, ବାପା, ମା ଏବଂ ତିନି ବର୍ଷୀୟ ଝିଅ ସାମିଲ ରହିଛି | ସେହିପରି ସ୍ତ୍ରୀ, ତାର ପ୍ରେମିକ ଏବଂ ତାର ମା ମଧ୍ୟ ଏହି ଲ-ଢେ-ଇ-ରେ ଆହତ ହୋଇଗଲେ | ଏହାପରେ ସମସ୍ତ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା |

ତେବେ ଅନ୍ୟ ପକ୍ଷର ଅଭିଯୋଗ ଏହା ଯେ ରାତିରେ ତାଙ୍କ ପଡୋଶୀ ତା ସହିତ ଗାଳି ଗୁଲଜ କରୁଥିଲା, ଯେତେବେଳେ ସେ ଏହାର ବି-ରୋ-ଧ କଲେ, ସେତେବେଳେ ସେ ୩୦-୩୫ଜଣ ଲୋକଙ୍କୁ ଧରି ତାଙ୍କ ଘରକୁ ପଶିଆସିଲା | ଏହାପରେ ସେହି ଲୋକମାନେ ସେମାନଙ୍କ ଉପରେ ଆ-କ୍ର-ମ-ଣ କରିଦେଲେ | ଦୁଇ ପକ୍ଷର ଅ-ଭି-ଯୋ-ଗ ଆଧାରରେ ପୋଲିସ ମହିଳାଙ୍କ ସ୍ୱାମୀ ଏବଂ ପ୍ରେମିକ ଦୁଇପକ୍ଷକୁ ମିଶାଇ ପ୍ରାୟ ୪୦ ଜଣ ଲୋକଙ୍କ ବି-ରୋ-ଧ-ରେ କେସ କରିଛି |

ବର୍ତ୍ତମାନ ଏହି ପୁରା ମାମଲା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ଲୋକମାନେ ବିଭିନ୍ନ ପ୍ରକାରର କଥା ହେଉଛନ୍ତି | କାହାକୁ ବିଶ୍ୱାସ ହେଉନାହିଁ ଯେ ଜଣେ ସ୍ତ୍ରୀ ଘରୁ ପଳାଇ ଯିବାପରେ ନିଜ ସ୍ୱାମୀ ଘର ସାମ୍ନାରେ ପ୍ରେମିକ ସହିତ ରହିପାରେ | ଏହି ମାମଲା ସମସ୍ତଙ୍କୁ ବହୁତ ଅଜବ ଲାଗୁଛି | କେହି ଆଶା କରିନଥିଲେ ଯେ ମହିଳା ଏମିତି କିଛି କରିପାରିବେ | ତେବେ ଏହି ପୁରା ମାମଲା ଉପରେ ଆପଣଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ | ଏହି ମାମଲାରେ କାହାର ଭୁଲ ବୋଲି ଆପଣ ଭାବୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *