ସାମ୍ନାକୁ ଆସିଲା ସବୁ ସତ : ଅଭିନେତା ସଲମାନ ଖାଁଙ୍କର ଅଛନ୍ତି ସ୍ତ୍ରୀ ଓ ଝିଅ

ଟ୍ରୋଲ କରୁଥିବା ଲୋକେ କୌଣସି ସ୍ଥାନକୁ ଯାଇପାରନ୍ତି ଓ ଆରୋପ, ପ୍ରତ୍ୟାରୋପ ମଧ୍ୟ ଲଗାଇ ପାରନ୍ତି। ଏହାର ପରିଣାମକୁ ଖାତିର ନକରି ସେ କୌଣସି ବ୍ୟକ୍ତି ବିଷୟରେ କିଛିବି କହି ଦେଇଥାନ୍ତି। ଏହା ସେତେବେଳେ ଆହୁରି ଖରାପ ହୋଇଯାଇଥାଏ ଯେତେବେଳେ କୌଣସି ସେଲିବ୍ରେଟି ଉପରେ ଆରୋପ ଲାଗିଥାଏ। ଏବେଏବେ ଅଭିନେତା ସଲମାନ ଖାଁ ନିଜର ଭାଇ ଅରବାଜଙ୍କ ଟକ ସୋ- ପିଞ୍ଚ 2ରେ ନଜର ଆସିଥିଲେ ଓ ନିଜ ବିଷୟରେ ଚାଲିଥିବା ଗୁଜବ ଉପରେ କିଛି ଖୋଲି କହିଥିଲେ।

ପତ୍ନୀ ଓ 17 ବର୍ଷର ଝିଅ ସହିତ ଦୁବାଇରେ ରହୁଛନ୍ତି ସଲମାନ:-

ଏହି ସୋ ର କଂସେପ୍ଟ ଏହାକି ଯେ, ଏଠାକୁ ଆସୁଥିବା ଗେଷ୍ଟ, ଟ୍ରୋଲର୍ସ ତାଙ୍କ କମେଣ୍ଟରେ ରିଆକ୍ଟ କରୁଛନ୍ତି। ଯେଉଁଠାରେ ଭାଇଜାନ ସଲମାନଙ୍କ ପାଇଁ ସକାରାତ୍ମକ କମେଣ୍ଟ ଆସିଥାଏ, କିଛି ଟ୍ରୋଲର୍ସ ମାନେ ତାଙ୍କୁ ଅନଲାଇନ ବିବାଦରେ ଭିଡ଼ିବାକୁ ଚେଷ୍ଟା କରିଛନ୍ତି। ଅରବାଜ ଏକ ଏମିତି ଟ୍ରୋଲ କମେଣ୍ଟ ଶେୟର କରିଛନ୍ତି ଯେଉଁଥିରେ ଲେଖାଥିଲା କି, ‘କେଉଁଠି ଲୁଚି ବସିଛୁ ଡ଼ରୁଆ’। ଭାରତରେ ସମସ୍ତେ ଜାଣିଛନ୍ତି କି, ତୁ ଦୁବାଇରେ ନିଜର ସ୍ତ୍ରୀ ନୂର ଓ 17 ବର୍ଷୀୟ ଝିଅ ସହିତ ରହୁଛୁ। କେବେ ପର୍ଯ୍ୟନ୍ତ ଆଉ ଭାରତୀୟ ଜନତାଙ୍କୁ ମୂର୍ଖ ବନାଇବୁ।

ଏହାଉପରେ ସଲମାନ କଣ କହିଲେ? :-

ସଲମାନ ଖାଁ ଏହି ଗୁଜବକୁ ଅଣଦେଖା କରି କହିଲେ, ଏହାସବୁ ବେକାର କଥା ଅଟେ। ମୁଁ ଜାଣିନାହିଁ ସେ କାହା ବିଷୟରେ କଥା ହେଉଛନ୍ତି ଓ କିଏ ପୋଷ୍ଟ କରିଛି। ମୁଁ ଯାଉଛି ପ୍ରତିକ୍ରିୟା ସହିତ ତାଙ୍କୁ ସମ୍ମାନ ଦେବାପାଇଁ? ସଲମାନ କହିଲେ, ମୁଁ 9 ବର୍ଷ ବୟସରୁ ଗଲାକ୍ସି ଆପାର୍ଟମେଣ୍ଟରେ ରହିଛି ଓ ମୋର ପତ୍ନୀ ନାହାଁନ୍ତି।

କ୍ୟାତ୍ରିନା ହେବେ ଉପଦେଶକାରୀ?-:

ସୋ ରେ ତାଙ୍କୁ ପଚରାଗଲା ସୋସିଆଲ ମିଡ଼ିଆ ଉପଦେଶକାରୀ ମାନଙ୍କ ଭିତରୁ ସେ କାହାକୁ ବାଛିବେ? ଅପ୍ସନରେ କ୍ୟାତ୍ରିନା କୈଫ ଓ ଦିଶା ପଟାନୀ ଥିଲେ। ସଲମାନ କ୍ୟାତ୍ରିନାଙ୍କୁ ହିଁ ବାଛିଥିଲେ।

ଏହି ସେଲିବ୍ରେଟି ମଧ୍ୟ ପିଞ୍ଚ2 ରେ ଆସିବାକୁ ଯାଉଛନ୍ତି:-

ସଲମାନଙ୍କ ବ୍ୟତୀତ ଏହି ସିଜିନ ପିଞ୍ଚ2ରେ ଅତିଥି ଭାବରେ ଟାଇଗର ଶ୍ରଫ, ଫରହାନ ଆଖତର, କିଆରା ଆଡ଼ଭାନୀ, ରାଜକୁମାର ରାଓ, ଅନନ୍ୟା ପାଣ୍ଡେ ମଧ୍ୟ ଆସିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *