ଏହି କ୍ରିକେଟ ଟିମର ଅଧିନାୟକ ହେଲେ ଗିରଫ, ସାମ୍ନାକୁ ଆସିଲା ଗମ୍ଭୀର ଆରୋପ,ଜାଣନ୍ତୁ ପୁରା ଖବର

ହଂକଂ କ୍ରିକେଟ ଟିମ ହୁଏତ ଫେମସ ନୁହେଁ କିନ୍ତୁ ବର୍ତ୍ତମାନ ସେ ଚର୍ଚ୍ଚାକୁ ଆସୁଛି। ନିଜର ଖେଳ କାରଣରୁ ନୁହେଁ ବରଂ ନିଜର ଅଧିନାୟକଙ୍କ କାରଣରୁ, ହଂକଂ ଦଳର ଅଧିନାୟକ Aizaz khan ଙ୍କ ଉପରେ ଗମ୍ଭୀର ଆ-ରୋ-ପ ଲାଗିଛି।

କ୍ରିକେଟ ଟିମର ଅଧିନାୟକ ହେଲେ ଗି-ର-ଫ:-

ହଂକଂ କ୍ରିକେଟ ଟିମର ଅଧିନାୟକ Aizaz ଖାନ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଛନ୍ତି। ତାଙ୍କ ଉପରେ ଏକ ବୀମା କମ୍ପାନୀ ଧୋକା ଧାଡ଼ିର ଆ-ରୋ-ପ ଲଗାଇଛନ୍ତି। ଏହାପରେ ତାଙ୍କୁ ହଂକଂ ପୋ-ଲି-ସ ଗି-ର-ଫ କରିଛନ୍ତି। Aizaz ଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି।

ସାଉଥ ଚାଇନା ମର୍ଣିଂ ପୋଷ୍ଟ ରିପୋର୍ଟ ମୁତାବିକ, Aizazଙ୍କ ଉପରେ ତିନି ମିଲିୟନ ହଂକଂ ଡ଼ଲାର(2 କୋଟି 80 ଲକ୍ଷ ଟଙ୍କା)ର ଧୋକା ଧାଡିର ଆ-ରୋ-ପ ଲାଗିଛି। ସେ କହିଥିଲେ, ତାଙ୍କର ଆକ୍ସିଡ଼େଣ୍ଟ ହୋଇଛି ଓ ବୀମା କମ୍ପାନୀ ତାଙ୍କୁ ଟଙ୍କା ଦେଇଥିଲା। କିନ୍ତୁ ତାଙ୍କୁ କ୍ରିକେଟର ଏକ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବାର ଦେଖାଯାଇଥିଲା।

ପୋ-ଲି-ସ ଦେଲା ବଡ଼ ବୟାନ:-

ଏସସି ଏମପି ହଂକଂ ପୋ-ଲି-ସ-ଙ୍କ ତରଫରୁ କହିଥିଲେ କି,ଏଯାଜ ଖାନ କହିଥିଲେ ତାଙ୍କର ଆକ୍ସିଡେଣ୍ଟ ହୋଇଛି ଓ ତାଙ୍କର କାମ କରିବାର କ୍ଷମତା ଚାଲି ଯାଇଛି। କିନ୍ତୁ ଆମ ଯାଞ୍ଚରେ ଜଣାପଡିଲା ସେ ତାଙ୍କର ଇନକମ ଚାଲୁ ରଖିବାପାଇଁ 10 ଟି ଟୁର୍ଣ୍ଣାମେଣ୍ଟ ଖେଳି ସାରିଛନ୍ତି। ଆପଣଙ୍କୁ ଜଣାଇଦେଉଛୁ କି, ହଂକଂ ଦଳର ଅଧିନାୟକ ଏଯାଜ ଏପର୍ଯ୍ୟନ୍ତ 19ଟି ଦିନିକିଆ ମ୍ୟାଚ ଖେଳିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *