ଦେଖନ୍ତୁ ଭିଡ଼ିଓ : ରାସ୍ତା ମଝିରେ କ୍ରିକେଟ ଖେଳୁଥିଲେ ପିଲାମାନେ, ଠିକ ସେତିକିବେଳେ ବାଇକରେ ଆସୁଥିଲେ ଦୁଇଜଣ ଲୋକ, ତାପରେ ଯାହା ହେଲା ଆପଣ ଦେଖିଲେ ବିସ୍ମିତ ହୋଇଯିବେ

ସୋସିଆଲ ମିଡ଼ିଆ ଦୁନିଆରେ ଯଦି ଆପଣ ଆକ୍ଟିଭ ରହୁଛନ୍ତି, ତେବେ ନିଶ୍ଚିତ ଭାବେ ବହୁତ ମଜାଳିଆ ଜିନିଷ ଦେଖିବାକୁ ମିଳି ଯାଉଥିବ | କିଛି ଭିଡିଓକୁ ଦେଖୁ ଦେଖୁ ହିଁ ହସ ଲାଗିଥାଏ ଏବଂ ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥାଏ | ସେହିପରି କିଛି ଲୋକ ତ ମଜା ନେବାପାଇଁ ଏପରି ଭିଡିଓ ତିଆରି କରିଥାନ୍ତି, ଯାହାକୁ ଦେଖି ୟୁଜର୍ସ ବହୁତ ଆଶ୍ଚର୍ଯ୍ୟ ହୋଇଯାନ୍ତି | ସୋସିଆଲ ମିଡିଆରେ ମଧ୍ୟ ଏହିପରି ଭିଡିଓ ଭାଇରଲ ହୋଇଥାଏ | ଏହି ପରିପ୍ରେକ୍ଷୀରେ ଏପରି ଏକ ଭିଡିଓ ସେୟାର କରାଯାଇଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିବ ଏବଂ ହସ ମଧ୍ୟ ଲାଗିବ |

ଆଜିକାଲି ଲୋକମାନେ ମଜାରେ ମଜାରେ ଏପରି କିଛି କରୁଛନ୍ତି, ଯାହା ଅନ୍ୟ ପାଇଁ ସମସ୍ୟା ପାଲଟି ଯାଏ | ଏହି ସମୟରେ ଅନେକଥର ବଡ଼ ବଡ଼ ଘଟଣା ମଧ୍ୟ ଘଟି ଯାଇଥାଏ | ବର୍ତ୍ତମାନ ଏହି ଭିଡିଓକୁ ହିଁ ଦେଖି ନିଅନ୍ତୁ, କିପରି ଭାବେ କିଛି ପିଲା ମଜା ନେବାପାଇଁ ରାସ୍ତା ମଝିରେ ହିଁ କ୍ରିକେଟ ଖେଳିବାରେ ଲାଗିଛନ୍ତି | ସେମାନେ ଏ କଥା ପାଇଁ ଟିକେ ହେଲେ ଚିନ୍ତା କରୁନାହାନ୍ତି ଯେ ଏହାଦ୍ୱାରା ଅନ୍ୟମାନଙ୍କୁ ଅସୁବିଧା ହେବ | ପିଲାଟି ରନ ନେବାପାଇଁ ଦୌଡୁଥିବା ବେଳେ ପଛରୁ ଗାଡି ଆସିଯାଏ ଏବଂ ପିଲାଟି ତା ସହିତ ଧକ୍କା ହୋଇଯାଏ | ଏହାର ପରିଣାମ କଣ ହୁଏ ଆପଣ ନିଜେ ଏହି ଭିଡିଓରେ ଦେଖିନିଅନ୍ତୁ |

ମଜାରେ ମଜାରେ ହେଲା ଖେଳ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by __jatt.life__▄︻̷̿┻̿═━一 (@__jatt.life___)

ଭିଡିଓ ଦେଖିବାପରେ ତ ଆପଣ ନିଶ୍ଚୟ ହସିଥିବେ | କିନ୍ତୁ ଟିକେ ଭାବନ୍ତୁ, ମାମଲାଟି କେତେ ଗମ୍ଭୀର ହୋଇଥାନ୍ତା | କିଛି ଲୋକ ଏହି ଭିଡିଓ ଦେଖି ମଜା ନେଉଛନ୍ତି ତ ଆଉ କିଛି ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘jatt.life’ ନାମକ ଆକାଉଣ୍ଟରୁ ସେୟାର କରାଯାଇଥିଲା | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ସେହିପରି, ଭିଡିଓରେ ୟୁଜରମାନେ ମଧ୍ୟ ଖୁବ ମଜା ନେଉଛନ୍ତି | ବିଭିନ୍ନ ପ୍ରକାରର ରିଆକ୍ସନ ଦେଇ କମେଣ୍ଟ ମଧ୍ୟ କରୁଛନ୍ତି | ତେବେ ଏହା ଉପରେ ଆପଣଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *