ଜଣେ ହସିନାଙ୍କୁ ବେଗମ କରିବା ପାଇଁ ଆସି ପହଞ୍ଚିଥିଲେ ତିନି ପାଗଳ ପ୍ରେମୀ,ଲୋକମାନେ ଦେଖି ଚକିତ,ଜାଣନ୍ତୁ ପୁରା ଘଟଣା

ଆପଣ ମାନେ ଲଭ ଟ୍ରାଏଆଙ୍ଗେଲ ବିଷୟରେ ବହୁତ ଶୁଣିଥିବା କିନ୍ତୁ ଆମେ ଆପଣଙ୍କୁ କିଛି ଏହିଭଳି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଲଭର ଦୁଇଟି ନୁହେଁ ବରଂ ଚାରୋଟି ଆଂଗେଲ ଜାଣିବାକୁ ପାଇବେ। ଆଜ୍ଞା ହଁ ଉତ୍ତର ପ୍ରଦେଶର ସମ୍ଭଳ ଜିଲ୍ଲାର ଏହି ମାମଲା ଅଟେ ଯାହା ଏବେ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ତିନୋଟି ଯୁବକ ଆସି ପହଂଚି ଗଲେ। ଏହାପରେ ତାଙ୍କ ଘରେ କୋଳାହଳ ଦେଖିବାକୁ ମିଳିଥିଲା।

ଜଣକ ପରେ ତିନି ଜଣ ଆସିକି ପହଞ୍ଚି ଗଲେ:-

ଜଣେ ଯୁବକ ଏକ ବର୍ଷ ପୂର୍ବରୁ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦ୍ୱିତୀୟ ଯୁବକ ବିବାହ କରିବା ପାଇଁ ବର ବେଶ ଧରି ଆସିକି ପହଞ୍ଚି ଗଲେ। ତୃତୀୟ ଯୁବକ ଜଣକ ଯୁବତୀଙ୍କ ପ୍ରେମିକା ବୋଲି ଦାବି କରିଥିଲେ ଓ କେବଳ ତାଙ୍କୁ ହିଁ ବିବାହ କରିବେ ବୋଲି ସେଠାରେ ଉତେଜନା ସୃଷ୍ଟି କରିଥିଲେ। ବିବାହ କରିବାକୁ ଆସିଥିବା ଯୁବକ ମାନଙ୍କ ମଧ୍ୟରେ କୋଳାହଳ ଦେଖିବାକୁ ମିଳିଥିଲା। ତେଣୁ ଯୁବତୀ ଜଣକ ସେହି ତିନି ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବାଛି ଥିଲେ ଓ ଅନ୍ୟ ଦୁଇଜଣ ଯୁବକଙ୍କ ଉପରେ ବିନା କାରଣରେ ଗ-ଣ୍ଡ-ଗୋ-ଳ କରୁଥିବାର ଆ-ରୋ-ପ ଲଗାଇଥିଲେ।

ମାମଲା ସଂଭଲର ହୟାତ୍ ନାଗର ପୋ-ଲି-ସ ଷ୍ଟେସନ ଅଞ୍ଚଳର ସରାୟ ତାରିନ ଅଞ୍ଚଳର ଅଟେ। ଏହି ଘଟଣା ମଙ୍ଗଳବାର ର ବୋଲି କୁହାଯାଉଛି। ସୂଚନା ଅନୁସାରେ ଯୁବତୀ ଜଣକ ନିକାହ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ଜଣେ ଯୁବକ ଯୁବତୀଙ୍କ ଘରେ ପହଞ୍ଚି ଯାଇଥିଲେ ଓ ବିବାହ କରିବା ପାଇଁ ଦାବି କରିଥିଲେ ଏବଂ ଗଣ୍ଡଗୋଳ କରିବା ଆରମ୍ଭ କରିଦେଇଥିଲେ। ଯୁବକଙ୍କ କହିବା କଥା ଅନୁସାରେ ଯୁବତୀ ଜଣକ ଏକ ବର୍ଷ ପୂର୍ବରୁ ତାଙ୍କ ସହ ବିବାହ କରିଥିଲେ। ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଅନ୍ୟାନ୍ୟ ପ୍ରଲୋଭନ ଦେଖାଇ ଅନ୍ୟ ଏକ ଯୁବକଙ୍କ ସହ ନିକାହ କରାଉଛନ୍ତି। ଯୁବକ ଜଣକ ଯୁବତୀଙ୍କୁ ବିବାହ କରିଛନ୍ତି ବୋଲି ଲୋକମାନଙ୍କୁ ପ୍ରମାଣ ଦେଖାଇଛନ୍ତି।

ଏହି ସମୟରେ ଦ୍ୱିତୀୟ ଯୁବକ ଜଣକ ବର ଯାତ୍ରୀ ସାଙ୍ଗରେ ଧରି ବର ବେଶରେ ଆସିକି ପହଞ୍ଚି ଯାଇଥିଲେ। ସେହି ଯୁବକ ଜଣକ ଯୁବତୀଙ୍କ ସହ ନିକାହ କରିବେ ବୋଲି ଧାର୍ଯ୍ୟ କରାଯାଇଥିଲା ଏବଂ ଏହି ବିଷୟରେ ସୂଚନା ଲୋକଙ୍କୁ ଦେଇଥିଲେ। ଦୁଇ ଜଣ ଯୁବକ ମଧ୍ୟରେ ଜଣେ ଯୁବତୀଙ୍କ ପାଇଁ ଉତ୍ତେଜନା ଚାଲୁଥିବା ସମୟରେ ଅନ୍ୟ ଜଣେ ଯୁବକ ଆସି ପହଁଚି ଯାଇଥିଲେ। ସେ ଯୁବତୀଙ୍କ ପ୍ରେମି ବୋଲି ଦାବି କରିଥିଲେ।

କୌଣସି ପଦକ୍ଷେପ ନ ନେଇ ଫେରି ଆସିଲେ ପୋ-ଲି-ସ:-

ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଆସିଥିବା ତିନି ଜଣ ଯୁବକ ଓ ଯୁବତୀଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଥିଲା। ଗ-ଣ୍ଡ-ଗୋ-ଳ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ପାଇ ପୋ-ଲି-ସ ଘଟଣା ସ୍ଥଳରେ ପହଞ୍ଚି ଥିଲା କିନ୍ତୁ କୌଣସି ପଦକ୍ଷେପ ନ ନେଇ ଫେରି ଆସିଥିଲେ।

ପଞ୍ଚାୟତ ରେ ହୋଇଥିଲା ସମାଧାନ:-

ପୋଲିସ ଫେରିଯିବା ପରେ ସେହି ଅଞ୍ଚଳର ଲୋକମାନଙ୍କୁ ନେଇ ପଞ୍ଚାୟତ ଗଠନ କରାଯାଇଥିଲା। ଏହି ପଞ୍ଚାୟତରେ ଯୁବତୀ ଜଣଙ୍କୁ ପଚରା ଯାଇଥିଲା ଯେ ସେ କାହାକୁ ପସନ୍ଦ କରନ୍ତି। ସେ ଜଣେ ଯୁବକଙ୍କୁ ବାଛିବା ପରେ ଅନ୍ୟ ଦୁଇ ଜଣ ଯୁବକଙ୍କ ଉପରେ ବିନା କାରଣରେ ଗଣ୍ଡଗୋଳ କରୁଥିବାର ଆ-ରୋ-ପ ଲାଗେଇଥିଲେ। ପଞ୍ଚାୟତ ସେହି ଯୁବକ ଯିଏ ଏକ ବର୍ଷ ପୂର୍ବରୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କୁ ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କା ଜୋରିମାନା ରୂପେ ଦେଇ ପଠେଇ ଦେଇଥିଲେ। ଦ୍ୱିତୀୟ ଯୁବକ ଜଣକ ଯୁବତୀଙ୍କ ସମ୍ପ୍ରଦାୟର ହୋଇନଥିବାରୁ ବିବାହ କରିବା ପାଇଁ ମନା କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ଯୁବତୀ ଜଣକ ତୃତୀୟ ଯୁବକଙ୍କ ସହ ନିକାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *