ରୂଷରେ ମିଳିଲା ଏଲିଅନର କବର !୨୦୦୦ ବର୍ଷ ପୂର୍ବେ କ୍ରାଇମିଆ ପାଖରେ ପୋତା ଯାଇଥିଲା ଶ-ବ

ଏଲିଅନ ଓ ୟୁଏଫ୍ଓକୁ ନେଇ ଚାଲୁଥିବା ଗ୍ଲୋବାଲ ଚର୍ଚ୍ଚା ମଧ୍ୟରେ ଋଷିଆର ବୈଜ୍ଞାନିକଙ୍କୁ ଏମିତି କବର ମିଳିଛି ଯେଉଁଥିରେ ଏଲିଏନ୍ସ କଙ୍କାଳ ରହିଛି|ତାର ଖପୁଡି ଯେମିତି ସେମିତି ରହିଛି ଓ ଏହି କବ୍ରୋ ଋଷର କ୍ରାଇମିଆ କ୍ଷେତ୍ରରୁ ମିଳିଛି|

କବରରୁ ମିଳିଥିବା ୫ ଖପୁଡିର ଆକାର ବହୁତ ବଡ ଅଟେ|ଏଥିରେ ଗୋଟିଏ ମା ଓ ଛୁଆ ମଧ୍ୟ ସାମିଲ ରହିଛି|ଆର୍ଚିଓଲୋଜିଷ୍ଟ ଓଲେଘ୍ ମାର୍କୋଭ ଏହି ଖପୁଡିକୁ ଖୋଜିଛନ୍ତି|ଏହା କ୍ରିମିଆର କାଇଜ୍ ଉଲ୍ ଅଞ୍ଚଳରେ ମିଳିଛି|ପାଞ୍ଚୋଟି କଙ୍କାଳ ଗୋଟିଏ ଉପରେ ଗୋଟିଏ ରଖାଯାଇଥିଲା|ମାନା ଯାଉଛି ଯେ ଏହା ୨୦୦୦ ବର୍ଷର ପୁରୁଣା ଅଟେ ଏମିତିରେ ଏହା ବହୁତ ଫାଟି ଯାଇଛି|

କିଛି ବର୍ଷ ପୂର୍ବେ ଏହି ଜାଗାରୁ ଗୋଟିଏ ଛୁଆର କଙ୍କାଳ ମିଳିଥିଲା,ତାର ଖୋପଡିର ଆକୃତି ଦେଖି ମିଡିଆ ଏହାକୁ ଏଲିଅନର କବର ନାଁ ଦେଇଛି|ଯଦିଓ ପୁରାତନ ତତ୍ତ୍ୱବିତ୍ କହିଛନ୍ତି ଯେ ଏହି କଙ୍କାଳ ସାରମୋସିୟମ କଲ୍ଚର ସହ ଜଡ଼ିତ|ଏହି ସଭ୍ୟତାରେ ଖୋପଡି ବଡ଼ ହେବା ସୁନ୍ଦରତା ଓ ସାହସର ପ୍ରତୀକ ମାନାଯାଏ|ଏମିତିରେ ଛୋଟ ବେଳେ ଛୁଆର ଖପୁଡିକୁ ଲକଡେ କ୍ରମରେ ବାନ୍ଧି ତାକୁ ଅଲଗା ଆକାର ଦିଆଯାଏ|ଏହି କାମରେ କୈାଣସି ସର୍ଜରୀର ଆବଶ୍ୟକ ପଡୁନଥିଲା,ଖପୁଡି ସେହି ରୂପେ ଆପେଆପେ ବଢୁଥିଲା|କବରରୁ ମିଳିଥିବା କଙ୍କାଳରୁ ଗୋଟିଏ ଛୁଆ ମାର ଛାତିରେ ଲୋଟିଥିବା ମିଳିଥିବା ଦେଖାଯାଇଥିଲା|୫ ଲୋକଙ୍କୁ ଏକାବେଳେ କ’ଣ ପାଇଁ କବର ଦିଆଯାଇଥିଲା କାହାକୁ ଏହାର ଜବାବ ଜଣାନାହିଁ|

ସର୍ମାଟିଆନ୍ କଲ୍ଚରରେ ଖପୁଡିକୁ ଏହିଭଳି ବଢାଇବା ପରମ୍ପରା ଥିଲା|ଏହି ଲୋକ ବହୁ ବାହାଦୁର ହୋଇଥାନ୍ତି|ଏଠାରେ ମହିଳା ମଧ୍ୟ ଯୋଦ୍ଧା ହୋଇଥିଲେ|ଏମିତିରେ ଏହା କୁହାଯାଇପାରିବ ନାହିଁ ଯେ ତାକୁ କୈାଣସି ଯୁଦ୍ଧ ସମୟରେ ଏଠାରେ କବର ଦିଆଯାଇଛି ବା କୈାଣସି ମହାମାରୀ ଫଳରେ ତାଙ୍କ ମୃ-ତ୍ୟୁ ଘଟିଥିଲା|ପୁରାତନତ୍ୱବିତ୍ କହିଥାନ୍ତି ଯେ ତାଙ୍କ ସଭ୍ୟତାରେ ଏଭଳି ଖପୁଡିର ଆକାର ବଦଳିବା ପରେ ମାନା ଯାଉଥିଲା ଯେ ଯୋଦ୍ଧା ଆହୁରି ଆଗ୍ରେସିଭ୍ ହୋଇଯାଇଥାନ୍ତି|ନିକୋଲାସ୍ ସୁଦରେବ ନାମକ ପୁରାତନ ତତ୍ୱବିତ କହନ୍ତି ଯେ ତାଙ୍କୁ ଏହା ଅଧିକ ସୁନ୍ଦର ଭାବୁଥିଲେ|ଏହି ସଭ୍ୟତାର ମହିଳାଙ୍କ ବାହାଦୁର ଓ ଲଢୁଆ ପ୍ରବୃତ୍ତି ପୁରୁଣା ଜମାନାରେ ପ୍ରସିଦ୍ଧ ଥିଲା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *