ଏସଏଫଓ ସୌମ୍ଯରଞ୍ଜନଙ୍କ ମୃ-ତ୍ୟୁର ରହସ୍ୟ ଏହି ଚିଠି ଖୋଲିବ କି? ବିଦ୍ୟାଭାରତୀଙ୍କର ହାତଲେଖା ଚିଠିରୁ ଏହାର ସୂଚନା ମିଳିବ କି?

ଏସିଏଫଓ ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁ ମା-ମ-ଲାରେ ଏକ ନୂଆ ରହସ୍ୟ ସାମ୍ନାକୁ ଆସିଛି। ବିଦ୍ୟାଭାରତୀଙ୍କର ଏକ ହାତ ଲେଖା ଚିଠି ମିଳିଛି। ଯାହା ବ-ୟାନ କରୁଛିକି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବିଷୟରେ। ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କର ବୈବାହିକ ଜୀବନ ଏତେ ବି ଭଲ ନଥିଲା। ଉଭୟଙ୍କର ସମ୍ପର୍କ ମଧ୍ୟ ଭଲ ନଥିଲା ଏବଂ ଏହି ଚିଠିରେ ସେ ସୌମ୍ୟରଞ୍ଜନଙ୍କ ସହ ଜୀବନ ବିତାଇବା ପାଇଁ ନିଜର ଅନିଚ୍ଛାକୁ ପ୍ରକାଶ କରିଛନ୍ତି।

ଗଜପତି ପୋ-ଲି-ସ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନିକଟରେ ପହଞ୍ଚିଛି। ତାଙ୍କୁ ବାରମ୍ବାର ବାରମ୍ବାର ଜେ-ରା କରିଛି। ବିଦ୍ୟାଭାରତୀଙ୍କର ମୋବାଇଲକୁ ମଧ୍ୟ ଜ-ବତ କରାଯାଇଛି। ମୋବାଇଲ ଭେରିଫିକେସନ ପାଇଁ ପଠାଯାଇଛି। ସୋମବାର ଦିନ ଗଜପତିରୁ ୬ ଜଣିଆ ପୋ-ଲି-ସ ଦଳ ଖଇରା ଏବଂ କପ୍ତିପଦା ଗୌଡ଼ଗାଁରେ ପହଞ୍ଚି ତ-ଦ-ନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଦିନ ମଧ୍ୟ ସେହି ତ-ଦ-ନ୍ତ ଜା-ରି ରଖିଥିଲା।

Google

ସୌମ୍ୟରଞ୍ଜନଙ୍କ ପରିବାର ବୋହୂଙ୍କ ଉପରେ ହ-ତ୍ୟା ଅଭି-ଯୋଗ ଆଣୁଥିବା ବେଳେ ମଙ୍ଗଳବାର ଦିନ ବୋହୂ ବିଦ୍ୟାଭାରତୀ ଏହାକୁ ଖ-ଣ୍ଡନ କରି ପାଲଟା ଅଭି-ଯୋଗ ଆଣିଥିଲେ। ସ୍ବାମୀଙ୍କ ସହିତ ତାଙ୍କର ସଂ-ପର୍କ ଭଲ ଥିଲେ ମଧ୍ୟ ସୌମ୍ୟରଞ୍ଜନଙ୍କର ଅନ୍ୟତ୍ର ସଂପର୍କ ଥିବାର ସ-ନ୍ଦେହ ଥିବାର ତାଙ୍କ ପାଖରେ ଏକ ଅଡିଓ ଥିଲା। ଯେଉଁଥିରେ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କର କଥାବାର୍ତ୍ତା ଅଛି ବୋଲି ଦା-ବି କରାଯାଇଛି।

ବୈବାହିକ ଜୀବନଠାରୁ ଆରମ୍ଭ କରି ବ୍ୟାଚଲର ପାର୍ଟି ପର୍ଯ୍ୟନ୍ତ ସମସ୍ତ ଅଭି-ଯୋଗକୁ ବିଦ୍ୟାଭାରତୀଙ୍କୁ ଖଣ୍ଡନ କରିଥିଲେ। ସେପଟେ ଆଇଆଇସି ମମତା ପଣ୍ଡାଙ୍କ ସହିତ ସଂପର୍କକୁ ବିଦ୍ୟାଭାରତୀଙ୍କର ବାପା ସ୍ବୀ-କାର କରିଥିଲେ। ସୌମ୍ୟରଞ୍ଜନଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କ ଥିବା କଥା ବିଦ୍ୟାଭାରତୀ କହୁଥିବା ବେଳେ କିନ୍ତୁ ସୌମ୍ୟରଞ୍ଜନଙ୍କ ମା’ ଏହାକୁ ଖ-ଣ୍ଡନ କରିଥିଲେ। ବିଦ୍ୟାଭାରତୀ ଏମିତି ହ-ତ୍ୟା ଅଭି-ଯୋଗକୁ ଏଡାଇବା ପାଇଁ କହିଛନ୍ତି। ମା-ମ-ଲାଟି ଧୀରେ ଧୀରେ ଜ-ଟିଳ ହେଉଅଛି। ତେବେ କ୍ରାଇମବ୍ରାଞ୍ଚ ଏହି ତ-ଦ-ନ୍ତରେ ପ୍ରବେଶ କରିବା ମାତ୍ରେ ବହୁତ ଶୀଘ୍ର ସତ ବାହାରକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *