ଦେଖନ୍ତୁ ଭିଡ଼ିଓ : ଲାଇଭ କ୍ରିକେଟ ମ୍ୟାଚ ସମୟରେ ବ୍ୟକ୍ତି ଜଣକ ମହିଳା ଦର୍ଶକଙ୍କ ସହିତ କଲେ ଏମିତି ହରକତ,ଭିଡ଼ିଓ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ

ଇଂଲଣ୍ଡରେ ବର୍ତ୍ତମାନ ସମୟରେ ଘରୋଇ ଟୁର୍ଣ୍ଣାମେଣ୍ଟ ଭାଇଟାଲିଟି ବ୍ଳାଷ୍ଟ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ସାରା ଦୁନିଆର ଅନେକ ବଡ ବଡ ଖେଳାଳି ଖେଳୁଥିବାର ନଜର ଆସୁଛନ୍ତି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟର ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି ଯାହା ବିଷୟରେ ଚର୍ଚ୍ଚା କରାଯାଉଛି।

ମହିଳା ଦର୍ଶକଙ୍କ ସହିତ ହେଲା ‘ହରକତ’:-

ଭାଇଟାଲିଟି ବ୍ଳାଷ୍ଟର ଏକ ମ୍ଯାଚର ଏକ ଭିଡିଓ ଭାଇରାଲ ହେଉଅଛି। ଏହି ଭିଡିଓରେ ଏକ ମ୍ୟାଚ ସମୟରେ ମହିଳା ଦର୍ଶକଙ୍କ ସହିତ ଜଣେ ବ୍ୟକ୍ତି ଖରାପ ହରକତ କରୁଥିବାର ନଜର ଆସୁଅଛି। ଏହି ଭିଡିଓ ତୀବ୍ର ଭାବରେ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ସରେ ଓ ମିଡଲସେକ୍ସ ମଧ୍ୟରେ ଖେଳାଯାଉଥିବା ଏକ ମ୍ଯାଚ ସମୟରେ ଜଣେ ପୁରୁଷ ମହିଳାଙ୍କ ସହ ଖରାପ ହରକତ କରିଛନ୍ତି।

ଜଣାଇଦେଉଛୁକି ଏହି ମ୍ଯାଚ ସମୟରେ କ୍ୟାମେରାମ୍ୟାନ ଦର୍ଶକଙ୍କ ଆଡକୁ କ୍ୟାମେରା କରିଥିଲେ। ସେତିକିବେଳେ ଜଣେ ପୁରୁଷ ଏକ ମହିଳା ଦର୍ଶକଙ୍କ ସହିତ ଖରାପ ବ୍ୟବହାର କରୁଥିବାର ଦେଖାଯାଇଥିଲା। ନୀଳ ରଙ୍ଗର ଡ୍ରେସ ପିନ୍ଧିଥିବା ଏହି ମହିଳା ପୁରୁଷଙ୍କର କାନ୍ଧରେ ଡେରି ହୋଇଥିଲେ। ଇତି ମଧ୍ୟରେ ପୁରୁଷ ଦର୍ଶକ ‘ହରକତ’ କରିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ପ୍ରବଳ ଭାଇରାଲ ହେଉଅଛି।

ସୋସିଆଲ ମିଡିଆରେ ହୋଇଗଲା ବବାଲ:-

ଏହି ଭିଡିଓ ଯେମିତି ସୋସିଆଲ ମିଡିଆରେ ଆସିଲା ସେତେବେଳେ ଏହା ଭଉତ ଭାଇରାଲ ହେବାକୁ ଲାଗିଲା। ଲୋକ ଏହି ଭିଡିଓକୁ ବହୁତ ସେୟାର କରୁଛନ୍ତି। ଏହା ବ୍ଯତୀତ ଲୋକ ଟୁଇଟ କରି ଭିଡିଓରେ ଅନେକ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଇତି ମଧ୍ୟରେ ଏହି ବ୍ୟକ୍ତିଙ୍କର ଅଶ୍ଳୀଳ ହରକତରେ ଅନେକ ଲୋକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *