Raj Kundra Porn Racket ର ସମ୍ପୂର୍ଣ୍ଣ କାହାଣୀ: ଜାଣନ୍ତୁ କେଉଁଭଳି ଯୁବତୀ ମାନଙ୍କୁ ନେଇ କରୁଥିଲେ ଏହି ଖରାପ କାମ,ଏହିଭଳି ଭାବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରା କରୁଥିଲେ ଝିଅ ଧନ୍ଦା

ସୋମବାର ରାତିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ବା ବିଜିନେଶ ମ୍ୟାନ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋ-ଲି-ସ ର କ୍ରାଇମବ୍ରାଞ୍ଚ ଟିମ ଗି-ର-ଫ କରିଛି। ରାଜଙ୍କ ଉପରେ ପ୍ରୋନଗ୍ରାଫିକ ଚଳାଉଥିବାର ଆ-ରୋ-ପ ଲଗାଯାଇଛି। ପୋ-ଲି-ସ ତାଙ୍କୁ ପ୍ରୋନଗ୍ରାଫିକର ମୁଖ୍ୟ ଭାବେ ଜାଣିବାକୁ ପଇଛି। ରାଜ କୁନ୍ଦ୍ରା ପ୍ରୋନ ଭିଡ଼ିଓ ତିଆରି କରି ତାହା ବିଦେଶ ଆପ୍ଲିକେସନ ଅପଲୋଡ଼ କରୁଥିଲେ। ଆସନ୍ତୁ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଘଟଣା କହୁଛୁ।

ବାସ୍ତବରେ ଚଳିତ ବର୍ଷ ଫେବୃଆରୀ ମାସରେ ମୁମ୍ବାଇ ପୋ-ଲି-ସ-କୁ ପ୍ରୋନ ଫିଲ୍ମ ତିଆରି କରି ଭିନ୍ନ ଭିନ୍ନ ଆପ ରେ ଏହାକୁ ରିଲିଜ କରାଯାଉଥିବାର ଅଭିଯୋଗ କାରା ଯାଇଥିଲା। ପୋ-ଲ-ସ-କୁ ଅଭିଯୋଗ ମିଳିଥିଲା ଯେ କିଛି ଲୋକ ମୁମ୍ବାଇ କୁ କ୍ୟାରିୟର କରିବା ପାଇଁ ଆସୁଥିବା ଯୁବକଙ୍କୁ ନେଇ ଜୋର ଜବରଦସ୍ତ ପ୍ରୋନ ଫିଲ୍ମ କରିବା ପାଇଁ ବାଧ୍ୟ କରାଉଥିଲେ। ଏହା ପରେ ପୋ-ଲି-ସ ମାମଲାର ଗଭୀରତା ଭାବେ ଯାଞ୍ଚ କଲେ। ଗୋଟେ ପରେ ଗୋଟେ ଏହିଭଳି ଅଭିଯୋଗ ପୋ-ଲି-ସ କୁ ମିଳିଥିଲା। ସେ ଏହାର ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ। ଏହାର ଯାଞ୍ଚ କରୁଥିବା ସମୟରେ ପୋ-ଲି-ସ କୁ କିଛି ଏଭଳି ଠୋସ ପ୍ରମାଣ ମିଳିଥିଲା ଯାହାଦ୍ୱାରା ରାଜ କୁନ୍ଦ୍ରା ମୁଖ୍ୟ ଆ-ରୋ-ପୀ ବୋଲି କୁହାଯାଉଛି। ରାଜ କୁନ୍ଦ୍ରାଙ୍କ ସହ ପୋ-ଲି-ସ ଆହୁରି ୯ ଜଣ ଲୋକଙ୍କୁ ଗି-ର-ଫ କରିଛି।

ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଥିଲେ ଏହି କଥା

ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଥିଲେ କି ରାଜ କୁନ୍ଦ୍ରା ଏହି ମାମଲାର ମାଷ୍ଟର ମାଇଣ୍ଡ ଅଟନ୍ତି।

ରାଜ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ଏକ ଭାଇ ମିଶିକରି କେନରିନ ନାମକ ଏକ କମ୍ପାନୀ ଖୋଲିଛନ୍ତି। ଯେଉଁଥିରେ ପ୍ରୋନ ଫିଲ୍ମ ଦେଖାଯାଇଥାଏ।

ଭିଡ଼ିଓକୁ ଭାରତରେ ଶୁଟିଙ୍ଗ କରାଯାଉଥିଲା ଓ ଟ୍ରାନ୍ସଫର ମାଧ୍ୟମରେ ସେହିସବୁ କୁ ବିଦେଶକୁ ପଠାଯାଉଥିଲା।

ଏହି କମ୍ପାନୀକୁ ରାଜ କୁନ୍ଦ୍ରା ବିଦେଶରେ ଏଥିପାଇଁ ରେଜିଷ୍ଟର କରିଥିଲେ ତାହା ସାଇବର କାନୁନ ଠାରୁ ବଞ୍ଚି ପାରିବେ। ଏହି ଫିଲ୍ମକୁ ପଇସା ଦେବାକୁ ପଡୁଥିବା ଆପ୍ଲିକେସନ ରେ ଅପଲୋଡ଼ କରୁଥିଲେ।

ହୋଟେଲ କିମ୍ବା ଘର ଗୁଡିକରେ ଏହି ଅଶ୍ଳୀଳ ଫିଲ୍ମ ଶୁଟିଙ୍ଗ କରାଯାଉଥିଲା। ମଡେଲିଙ୍ଗ ମାନଙ୍କୁ କାମ ଦେବା କହି ଏହି ଅଶ୍ଳୀଳ ଭିଡ଼ିଓ କରାଉଥିଲେ।

ଏହାପରେ ଲୋକଙ୍କଠାରୁ ଫିଲ୍ମ ଦେଖେଇବା ଅନୁସାରେ ପଇସା ନେଉଥିଲେ। ଯାଞ୍ଚ ରୁ ଜଣା ପଡିଛି ଯେ ଯୁବତୀ ମାନଙ୍କୁ ବଡ଼ ବଡ଼ ଫିଲ୍ମରେ କାମ ଦେବାର ଲୋଭ ଦେଖାଇ ଏହି ଅ-ଶ୍ଳୀ-ଳ ଭିଡ଼ିଓ କରାଉଥିଲେ।

ପୋ-ଲି-ସ-କୁ ମିଳିଲା କିଛି ଠୋସ ପ୍ରମାଣ। ଅନେକ ବର୍ଷ ଜେଲରେ ରହିପାରନ୍ତି ରାଜ କୁନ୍ଦ୍ରା।

ପୋ-ଲି-ସ-ର କହିବା ଅନୁସାରେ ତାଙ୍କ ପାଖରେ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ନାଁ କେବଳ ଆ-ରୋ-ପୀ-ଙ୍କ-ର ବୟାନ ଅଛି ବରଂ ଟେକନିକାଲ ପ୍ରମାଣ ମଧ୍ୟ ରହିଛି। ରାଜ କୁନ୍ଦ୍ରା ଇଣ୍ଡଷ୍ଟ୍ରିରେ ୮ ରୁ ୧୦ କୋଟି ନିବେଶ କରିଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ପୋ-ଲି-ସ ଦ ଏଫଆଇଆର ଫାଇଲ ଅଛି ଓ ଏହି ମାମଲାରେ ୯ ଜଣକୁ ଗି-ର-ଫ ହୋଇଛନ୍ତି।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଅ-ଶ୍ଳୀ-ଳ-ତା ମାମଲାରେ ସର୍ବଦା ଆରୋପୀ ବିରୁଦ୍ଧରେ ଆଇଟି ଆକ୍ଟ ଓ ଆଇପିସି ଧାରା ଅନୁସାରେ ମାମଲା ରେକର୍ଡ କରାଯାଇଥାଏ। ଏହି ମାମଲାରେ ଯଦି କେହି ଦୋଷୀ ବୋଲି ପ୍ରମାଣିତ ହୋଇଥାନ୍ତି ତେବେ ସେ ଅନେକ ବର୍ଷ ଜେ-ଲ ଦଣ୍ଡ ମଧ୍ୟ ଭୋଗି ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *