ଏସିଏଫ ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲା; ଡିଏଫଓଙ୍କ କଲ ଡିଟେଲ୍ସ ଚେ-କ କରୁଛି ପୋ-ଲି-ସ, ଖୁବଶିଘ୍ର ଡିଏଫଓଙ୍କୁ ହେବ ଜେ-ରା

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃ-ତ୍ୟୁ ମା-ମ-ଲା ୮ ଦିନରୁ ଅଧିକ ସମୟ ବିତିଗଲାଣି ପଛେ ଏ ପର୍ଯ୍ୟନ୍ତ ମୃ-ତ୍ୟୁ ପକୃତ କାରଣ ସାମନାକୁ ଆସିପାରିନାହିଁ। ତେବେ ଡିଏଫଓଙ୍କ ବି-ରୁ-ଦ୍ଧରେ ଅଭି-ଯୋଗ ହେବାପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ ଜେ-ରା କରାଯାଇନାହିଁ। ଆଜି ତାଙ୍କର କଲ ଡିଟେଲ୍ସ ଯା-ଞ୍ଚ କରୁଛି ପୋ-ଲି-ସ। ସୌମ୍ୟ ଙ୍କ ମୃ-ତ୍ୟୁ ପୂର୍ବରୁ ଡିଏଫଓ କାହା କାହା ସହିତ କଥା ବାର୍ତ୍ତା ହୋଇଥିଲେ ତାହା ଜଣାପଡ଼ିବ। ଆଉ ଅବଶ୍ୟକ ପଡ଼ିଲେ ଡିଏଫଓଙ୍କୁ ଜେ-ରା ମଧ୍ୟ କରାଯିବ। ଏହି ଘ-ଟ-ଣାରେ ସହାୟତା କରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ ଆସିଛି।

କପ୍ତିପଦାକୁ ପୋ-ଲି-ସ ଟିମ ଯାଇଥିବାରୁ ତ-ଦ-ନ୍ତ ଅଟକାଯାଇଛି। ସେମାନେ ସେଠାରୁ ଫେରିଲା ପରେ ତ-ଦ-ନ୍ତ ଆଗକୁ ବଢିବ। ଗତକାଲି ବିଦ୍ୟାଭାରତୀଙ୍କ ଉପରେ ଅଭି-ଯୋଗ ଆଣିଥିଲେ ସୌମ୍ୟ ଙ୍କ ପରିବାର। ଆଉ ପରେ ବିଦ୍ୟାଭାରତୀ ଗଣମାଧ୍ୟମକୁ କହିଥିଲେ ଯେ, ସୌମ୍ୟ ଅନ୍ୟ ଝିଅ ସହିତ ସମ୍ପର୍କ ଥିଲା। ଫୋନରେ ସେ ଝିଅ ସହିତ ବାରମ୍ବାର କଥା ହେଉଥିଲେ। ବିଦ୍ୟାଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ, ଉଭୟଙ୍କ ମଧ୍ୟରେ ସ-ନ୍ଦେ-ହ ଉପୁଜିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *