ଭାରତ ବନାମ ଶ୍ରୀଲଙ୍କା : ଭାରତ ନିକଟରୁ ହାରିବା ପରେ ରାଗିଗଲେ ଶ୍ରୀଲଙ୍କାର କୋଚ, କ୍ୟାମେରା ସାମ୍ନାରେ କଲେ ଏମିତି ହରକତ

ଭାରତ ଶ୍ରୀଲଙ୍କାକୁ କଲମ୍ବୋରେ ଖେଳା ଯାଇଥିବା ଦ୍ଵିତୀୟ ଦିନକିଆ ମ୍ଯାଚରେ ରୋମାଞ୍ଚକ ସହିତ ହରାଇ ଦେଇଛି। ଶ୍ରୀଲଙ୍କା ଜିତୁଥିବା ମ୍ଯାଚରେ ହାରିଗଲା, ଯେଉଁଥିରେ ଶ୍ରୀଲଙ୍କାର ମୁଖ୍ୟ କୋଚ ମିକି ଅର୍ଥର ରାଗିଗଲେ ଓ କ୍ୟାମେରା ସାମ୍ନାରେ ତାଙ୍କର ଅଜୀବ ହରକତ ସାମ୍ନାକୁ ଆସିଲା।

ପରାଜୟ ପରେ ରାଗିଗଲେ ଶୀଲଙ୍କାର କୋଚ:-

ଦୀପକ ଚହର ଓ ଭୁବନେଶ୍ବର କୁମାର ମିଶି ଶ୍ରୀଲଙ୍କା ନିକଟରୁ ପରାଜୟ ଛଡାଇ ଆଣିଲେ। ସବୁଠୁ ଅଧିକ କଷ୍ଟ ଶ୍ରୀଲଙ୍କାର କୋଚ ମିକି ଅର୍ଥରଙ୍କ ଚେହେରାରେ ଦେଖାଗଲା। ମିକି ଅର୍ଥରକୁ ଏତେ ରାଗରେ ଦେଖି ସେ ଶ୍ରୀଲଙ୍କା ଡ୍ରେସିଂ ରୁମ ଭିତରେ ଯାଇ ଚିଲାଇବାକୁ ଲାଗିଲେ। ମିକି ଅର୍ଥରଙ୍କ ଏହି ହରକତ କ୍ୟାମେରାରେ ରେକର୍ଡ ହୋଇଗଲା। ଏହାପରେ ମିକି ଅର୍ଥରଙ୍କ ଉପରେ ବର୍ତ୍ତମାନ MEMES ଭାଇରାଲ ହେଉଅଛି।

ଚହର ଓ ଭୁବନେଶ୍ବରଙ୍କ ବାହାଦୁରୀ:-

ଭାରତୀୟ ଦଳ ଦ୍ଵିତୀୟ ଦିନକିଆରେ ଶ୍ରୀଲଙ୍କାକୁ ୩ଟି ୱିକେଟରେ ହରାଇଥିଲେ। ଦୀପକ ଚହର ଓ ଭୁବନେଶ୍ବର କୁମାର ୮ମ ୱିକେଟରେ ନଟଆଉଟ ୮୪ ରନର ପାର୍ଟନରସିପ କରି ହାରିଯାଉଥିବା ମ୍ଯାଚରେ ଭାରତକୁ ଜିତାଇଥିଲେ। ଚହର ଓ ଭୁବନେଶ୍ବରର ବାହାଦୁରୀର ଫଳ ହେଉଛିକି ତିନୋଟି ମ୍ଯାଚର ସିରିଜରେ ୨-୦ ବିଜୟ ହାସଲ କରିଛି।

ଦୀପକ ଚହର ବଦଳିଦେଲେ ମ୍ଯାଚର ଫଳାଫଳ:-

ଏହି ମ୍ଯାଚରେ ଗୋଟିଏ ସମୟରେ ଭାରତକୁ ୧୯୩ ରନ ଉପରେ ୭ଟି ୱିକେଟ ପଡିଯାଇଥିଲା ଓ ବିଜୟ ପାଇଁ ୧୪.୫ ଓଭରରେ ୮୩ ରନର ଆବଶ୍ୟକ ଥିଲା, କିନ୍ତୁ ନମ୍ବର ୮ରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ଚହର ୮୨ ଟି ବଲରେ ୬୯ ରନ କରି ମ୍ଯାଚର ଫଳାଫଳକୁ ପରିବର୍ତ୍ତନ କରିଦେଇଥିଲେ।

ଭାରତ ଜିତିଲା ଦିନକିଆ ସିରିଜ:-

ଭାରତୀୟ ଦଳ ରୋମାଞ୍ଚରେ ଭରପୁର ଦ୍ଵିତୀୟ ଦିନକିଆରେ ଶ୍ରୀଲଙ୍କାକୁ ୩ଟି ୱିକେଟରେ ପରାସ୍ତ କରିଥିଲା। ଚହର ଓ ଭୁବନେଶ୍ବରଙ୍କ ବାହାଦୁରୀର ଫଳାଫଳ ହେଉଛିକି ତିନି ମ୍ଯାଚର ଏହି ସିରିଜରେ ଭାରତ ୨-୦ ବିଜୟ ହାସିଲ କରିଛି। ପ୍ରଥମ ଦିନକିଆରେ ଭାରତ ହୋଷ୍ଟ ଦଳକୁ ସାତ ୱିକେଟରେ ହାରାଇଥିଲା। ପ୍ରଥମ ମ୍ଯାଚର ବିପରୀତ ଶ୍ରୀଲଙ୍କା ଏକ ସମୟରେ ବିଜୟ ଅଭିମୁଖେ ଅଗ୍ରସର ଥିଲା, କିନ୍ତୁ ଚହର ଓ ଭୁବନେଶ୍ବରଙ୍କ ବ୍ୟାଟିଂ ସାଥିରେ କମାଲ କରିଦେଲା ଓ ଶ୍ରୀଲଙ୍କା ନିକଟରୁ ବିଜୟ ଛଡାଇଆଣିଲେ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତକୁ ୨୭୬ ରନର ଏକ ଚ୍ୟାଲେଞ୍ଜପୂର୍ଣ ଲକ୍ଷ୍ୟ ଦେଲେ, କିନ୍ତୁ ଚହର ଓ ଭୁବନେଶ୍ବର ସାଥିରେ ୮ ୱିକେଟ ପାଇଁ ୮୪ ରନର ନଟଆଉଟ ପାର୍ଟନରସିପ ମ୍ଯାଚର ଫଳାଫଳକୁ ପରିବର୍ତ୍ତନ କରିଦେଇଥିଲା। ଭାରତ ୪୯.୧ ଓଭରରେ ୭ ୱିକେଟ ବିନିମୟରେ ଲକ୍ଷ୍ୟ ହାସିଲ କରିନେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *