ଯଦି ଆପଣ ମଧ୍ୟ ଜଳଖିଆରେ ଖାଉଛନ୍ତି ଏହି ଏହି ଜିନିଷ ତେବେ ହୋଇଯାଆନ୍ତୁ ସାବଧାନ,ହୋଇପାରେ ବଡ଼ ବିପଦ,ଜାଣନ୍ତୁ କ’ଣ ଖାଇବେ କ’ଣ ନାହିଁ

ଏନବିଟି ରିପୋର୍ଟ ଅନୁସାରେ ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ଶରଦ କୁଳକର୍ଣୀ କହିଛନ୍ତି ଯେ ସକାଳେ ଖଟା ଜିନିଷ ଖାଇବା ଅନୁପଯୁକ୍ତ|ସକାଳୁ ଖଟା ଜିନିଷ ଖାଇବା ଫଳରେ ଏସିଡ଼ ହୋଇଥାଏ ଫଳରେ ହାର୍ଟ ଜଳାପୋଡ଼ା ହୋଇଥାଏ|ବ୍ରେଡ ଠାରୁ ଦୂରେଇ ରୁହନ୍ତୁ,ଏହା ପେଟର ପରତକୁ ବୃଦ୍ଧି କରି ଆଗରେ ଗ୍ୟାସ ସମସ୍ୟା କରିପାରେ|

ଟମାଟୋରେ ବହୁ ପ୍ରକାରର ପୋଷକ ତତ୍ତ୍ଵ ରହିଥାଏ, କିନ୍ତୁ ନାସ୍ତାରେ ଖାଲି ପେଟରେ ଖାଇଲେ ଖରାପ କରିଥାଏ|ଟମାଟରରେ ମଜବୁତ ଟୈନିକ ଏସିଡ୍ ପେଟରେ ଅମ୍ଳତା ବଢାଇଥାଏ ଓ ଗ୍ୟାଷ୍ଟ୍ରିକ୍ ଅଲସରର କାରଣ ହୋଇପାରେ|ଏହାକୁ ଲ୍ଞ ବା ଡିନରରେ ସାଲାଡ ଭାବେ ବ୍ୟବହୃତ ହୋଇପାରେ|

କଦଳୀକୁ ବିଶେଷଜ୍ଞ ମାନେ ସୁପର ଫୁଡ ମାନନ୍ତି,ଏହାକୁ ଖାଇଲେ ବହୁସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ|ଏହା କବ୍ଜରୁ ମୁକ୍ତିଲାଭ କରାଇଥାଏ କିନ୍ତୁ ସକାଳୁ ସକାଳୁ ଏହାକୁ ଖାଇବା କ୍ଷତିକାରକ|ଏଥିରେ ଅଧିକ ମାତ୍ରାରେ ମାଗ୍ନସିୟମ ଓ ପୋଟାସିୟମ ଥାଏ କିନ୍ତୁ ଖାଲି ପେଟରେ ଖାଇଲେ ଏହାର ପରିମାଣ ଅସନ୍ତୁଳିତ ହୁଏ|

ଦୈନିକ ଦହି ଖାଇବା ଲାଭକାରୀ କିନ୍ତୁ ଖାଲି ପେଟରେ ଖାଇଲେ କ୍ଷତି କରେ|ଲାକ୍ଟିକ୍ ଆମ୍ଲ ଅଧିକ ହେଲେ ସେତେ ଲାଭ ହୁଏ ନାହିଁ|

ବେମାରରୁ ମୁକ୍ତିଲାଭ ପାଇଁ ସକାଳ ଜଳଖିଆରେ ହଳଦୀ ରହିବା ଆବଶ୍ୟକ|

ସକାଳ ଜଳଖିଆରେ ଅମୃତଭଣ୍ଡା ଲାଭଦାୟକ,କାରଣ ଏହା ନା କେବଳ ବିଷାକ୍ତ ପଦାର୍ଥକୁ ବାହାରକରେ ଏହା ବ୍ଲଡ କୋଲେଷ୍ଟ୍ରଲକୁ କମାଇ ହୃଦରୋଗରୁ ମୁକ୍ତ କରେ|ଏହା ପେଟ ସଫା କରିଥାଏ|

ଅଣ୍ଡା ସକାଳ ଜଳଖିଆ ପାଇଁ ଲାଭଦାୟକ,କାରଣ ଏହା ଖାଇବା ପରେ ଭୋକ ଲାଗେନାହିଁ|ଅଧ୍ୟୟନରୁ ମିଳିଛି ଯେ ଅଣ୍ଡା ଖାଇବା ଫଳରେ ଦିନରେ ଖାଉଥିବା ଫୁଡ କ୍ୟାଲୋରୀର ମାତ୍ରା କମିଯାଏ|ଏହା ଫ୍ୟାଟ କମାଇବାରେ ସାହାଯ୍ୟ କରେ|

ବାଦାମରେ ମାଙ୍ଗାନିଜ, ଭିଟାମିନ ଇ,ଫାଇବର ଓ ଓମେଗା ୬ ଫ୍ୟାଟି ଏସିଡ୍ ଭରପୁର ଥାଏ|ତେଣୁ ଏହାକୁ ସକାଳେ ଖାଇବା ଆବଶ୍ୟକ|

ସକାଳେ ନଟ୍ସ ଖାଇବା ଫଳରେ ପାଚନ ଶକ୍ତି ଵଢିଥାଏ|ତେଣୁ ଏହାକୁ ଜଳଖିଆରେ ସାମିଲ କରନ୍ତୁ|

ଦଲିଆରେ କ୍ୟାଲୋରିର ମାତ୍ରା ବହୁତ କମ ରହିଥାଏ ଓ ହାଏ ନ୍ୟୁଟ୍ରିଏଣ୍ଟ ଥାଏ|ତେଣୁ ଏହାକୁ ଜଳଖିଆ ଭାବରେ ନିଅନ୍ତୁ|

ଆୟୁର୍ବେଦ ଅନୁସାରେ ସକାଳେ ତରଭୁଜ ଖାଇବା ଲାଭଦାୟକ କାରଣ ଏଥିରେ ୯୦% ପାଣି ରହିଥାଏ ଯାହା ହାଇଡ୍ରେସନ ପାଇଁ ସାହାଯ୍ୟ କରିଥାଏ|ଏହା ଫଳରେ ଓଜନ କମେ|ଏଥିରେ ହାଏ ଲେଭଲ ଲାଇକୋପିନ ଥାଏ ଯାହା ହୃଦୟ ଓ ଆଖିକୁ ସୁସ୍ଥ ରଖେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *