ଭିଡିଓ ଦେଖନ୍ତୁ: ସୋ-ସି-ଆ-ଲ ମିଡିଆରେ ଭାଇରାଲ ହେଉଛି ୪ଫୁଟ ଲମ୍ବର ଆ-ନା-କୋ-ଣ୍ଡା ସାପର ଭିଡିଓ…ଆପଣ ଦେଖି ଆ-ଶ୍ଚ-ର୍ଯ୍ୟ ହୋଇଯିବେ

ପ୍ରତ୍ଯେକ ଦିନ ଆପଣମାନେ ଆମ ସମାଜରେ ଅନେକ ପ୍ରକାର ଘ-ଟ-ଣା ସବୁ ଦେଖିବାକୁ କିମ୍ବା ଶୁଣିବାକୁ ପାଇଥାନ୍ତି। ଆଜିକାଲିର ସୋ-ସି-ଆ-ଲ ମିଡିଆରେ ଆମେମାନେ ଏହି ପ୍ରକାରର ସବୁ ଘ-ଟ-ଣା ବିଷୟରେ ଅବଗତ ହୋଇପାରଛୁ, ସେଥିପାଇଁ ସମାଜରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଭାବରେ ଗ୍ରହଣ କରିଛି। ନିଜ ମୋବାଇଲରେ ଘରେ ବସି ସକାଳ ପାଖରୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ସମସ୍ତ ଘ-ଟ-ଣା ବିଷୟରେ ଟିକିନିକ ଖବର ପାଇଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏହିଭଳି କିଛି ଭିଡ଼ିଓ କିମ୍ବା ଘ-ଟ-ଣା ସବୁ ଦେଖିବାକୁ ମିଳିଥାଏ, ଯାହାସବୁ ଆମକୁ କେବେବି ବିଶ୍ବାସ ହୁଏନାହିଁ, ବିଶ୍ବାସ ନ ହେଉଥିଲେ ମଧ୍ୟ ଏହି କଥାଟି ସମ୍ପୂର୍ଣ ସତ୍ୟ ଅଟେ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଅଛି ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ଆ-ଶ୍ଚ-ର୍ଯ୍ୟ ହୋଇଯିବେ। ତେବେ ବନ୍ଧୁଗଣ ଘ-ଟ-ଣାଟି ହେଉଛିକି, ଗୋଟିଏ ୧୨ ଫୁଟ ଲମ୍ବର ଏକ ସାପ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ।

ଏହିଭଳି ଘ-ଟ-ଣା ବ୍ରାଜିଲର ଏଲ ରାଜ ରାସ୍ତାରେ ଘଟି-ଥିବା ଦୃ-ଶ୍ୟ ଅଟେ। ତେବେ ଏଭଳି ବିଶାଳକାୟ ଆ-ନାକୋ-ଣ୍ଡା ସା-ପକୁ ଦେଖିବା ପାଇଁ ସେଠାରେ ଲୋକମାନେ ଯାତାୟାତ ବନ୍ଦ ହୋଇଯାଇଥିଲା। ତେବେ ଏହି ସା-ପଟିକୁ ପୋଟୋ ଭେଲହା ସହର ନିକଟରେ ଦେଖା ଯାଉଥିଲେ। ଗ୍ଲୋବାଲ ନ୍ୟୁଜର ସୂଚନା ଅନୁସାରେ, ଏହି ଭିଡିଓଟି ସେୟାର କରାଯାଇଥିଲା, ସୂଚନା ଅନୁଯାୟୀ ସା-ପଟି ରାସ୍ତା ଅତିକ୍ରମ କରୁଥିବାର ଚେଷ୍ଟା କରୁଛି। ଅନେକ ଲୋକ ନିଜ କାରରୁ ଓହ୍ଲାଇ, ଆସୁଥିବା ଯାନଗୁଡ଼ିକୁ ମଧ୍ୟ ଅଟକା ଯାଉଥିଲା। ଏହି ସାପର ଲମ୍ବା ପାଖାପାଖି ଚାରି ମିଟର ଏବଂ ଓଜନ ପ୍ରାୟ ୩୦ କିଲୋଗ୍ରାମ ଅଟେ।

ଏହାକୁ ଦେଖିବା ପରେ କିଛି ଲୋକ ଭ-ୟଭୀ-ତ ହୋଇଯାଇଥିଲେ। ଏହା ପରେ ବନବିଭାଗ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ଏହା ପରେ ବନ ଅଧିକାରୀ ସା-ପଟିକୁ ସେଠାରେ ଉ-ଦ୍ଧା-ର କରିଥିଲେ। ତେବେ ସେଠାରେ ଲୋକଙ୍କର କହିବା ଅନୁସାରେ ଏତେ ବଡ଼ ସା-ପକୁ କେବେ ଆଗରୁ ଦେଖିନଥିଲେ। ତେବେ ସା-ପଟି ବହୁତ ଛୋଟ ବୋଲି ଜଣାପଡିଛି। କାରଣ ସା-ପଟିର ଲମ୍ବ ପ୍ରାୟ ୪ ମିଟର ଅଟେ। ଲୋକମାନେ ଏହାକୁ ଦେଖି ଭ-ୟଭୀ-ତ ହୋଇଯାଇଥିଲା। କିନ୍ତୁ କିଛି ଲୋକ ମୋବାଇଲରେ ଫୋଟୋ ଏବଂ ଭିଡିଓ ଉଠାଇବାକୁ ଲାଗିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭିଡ଼ିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି।

ଯଦି ଆମର ଲେଖାଟି ଆପଣମାନଙ୍କୁ ଭଲ ଲାଗିଥିବ ତେବେ ତଳେ ଦିଆଯାଇଥିବା ମତାମତରେ ଆମମାନଙ୍କୁ ନିଶ୍ଚୟ ମତାମତ ଦିଅନ୍ତୁ ଏବଂ ଏହି ପୋଷ୍ଟକୁ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *