କିଏ ମମତା ପଣ୍ଡା; ବିଦ୍ୟାଙ୍କ ସହ ତାଙ୍କର ସମ୍ପର୍କ କଣ?

ମମତା ପଣ୍ଡା କିଏ ? ACF ସୌମ୍ୟରଂଜନ ମହାପାତ୍ରଙ୍କ ଧର୍ମପତ୍ନୀ ବିଦ୍ୟାଭାରତୀ ଙ୍କ ସହିତ ସମ୍ପର୍କ କଣ। ଆଉ ସେ କାହିଁକି ସୌମ୍ୟ ଙ୍କୁ ଆମ୍ବୁଲାନ୍ସ ଧରିକି ଯାଉଥିବା ସମୟରେ ଫରେଷ୍ଟ ଗେଟ ଛକରେ କଣ ପାଇଁ ଏକ ଘଣ୍ଟା ଧରି ଅଟକାଇ ରଖିଥିଲେ? ବର୍ତମାନ ସୁଦ୍ଧା ପୋ-ଲି-ସ ମମତା ପଣ୍ଡା ଙ୍କୁ କାହିଁକି ତ-ଦ-ନ୍ତ ପରିସରରେ ଅନ୍ତର୍ଭୁକ୍ତ କରିନାହିଁ।

ମମତା ପଣ୍ଡା ହେଉଛନ୍ତି, ଗୁରାଣ୍ଡି ଥା-ନାର ଥା-ନା ଅଧିକାରୀ। ସୌମ୍ୟଙ୍କ ସରକାରୀ ବାସଭବନ ହେଉଛି ପାରଳାଖେମୁଣ୍ଡି ଥା-ନା ଅଧୀନରେ। ଯେତେବେଳେ ପାରଳାଖେମୁଣ୍ଡି ଥା-ନାର ପୋ-ଲିସ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଞ୍ଚ କରୁଥିଲେ, ସେହି ସମୟରେ ମମତା ପଣ୍ଡା ଓ ବିଦ୍ୟାଭାରତୀ ସେଠାରେ ଉପସ୍ଥିତ ଥିଲେ। ଆଉ ତା’ ପରେ ଉଭୟ ମମତା ଓ ବିଦ୍ୟାଭାରତୀ ଗୋଟିଏ ଗାଡ଼ିରେ ଫରେଷ୍ଟ ଗେଟ ଛକକୁ ଯାଇ ସେଠାରେ ସୌମ୍ୟଙ୍କ ଦ-ରପୋ-ଡ଼ା ଶରୀରକୁ ଆଣୁଥିବା ଆମ୍ବୁଲାନ୍ସ ଅପେକ୍ଷାରେ ଥିଲେ। ଆଉ ସେଠାରେ ସେ ଆମ୍ବୁଲାନ୍ସ କୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ସେଠାରେ ଅଟକ ରଖିଥିଲେ। ଅଭି-ଯୋଗ ହେଉଛି ଯେ, ଆମ୍ବୁଲାନ୍ସକୁ କଣ ପାଇଁ ମମତା ପଣ୍ଡା ଅଟକ ରଖିଥିଲେ। ଯେତେବେଳେ ସେ ୟୁନିଫର୍ମରେ ଥାଇ ନିଜ ଥା-ନା ବଦଳରେ ଅନ୍ୟ ଥା-ନା ଅଞ୍ଚଳରେ ମମତା ପଣ୍ଡା କଣ କରୁଥିଲେ? ସେ କାହିଁକି ବିଦ୍ୟାଭାରତୀଙ୍କର ପାଖରେ ଥିଲେ? ମେଡ଼ିକାଲ ପାଖରୁ ଆରମ୍ଭ କରି ସୌମ୍ୟ ଙ୍କ ବାସଭବନ ଓ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ସବୁଠି ମମତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ବାସ୍ତବରେ ଗୋଟିଏ ପ୍ରଶ୍ନ ଉପୁଜିଛି, ମମତା ପଣ୍ଡା କିଏ?

Google

ସୌମ୍ୟଙ୍କ ପରିବାର ଲୋକଙ୍କର ଅଭି-ଯୋଗ ଅନୁଯାୟୀ, ମମତା ପଣ୍ଡା ହେଉଛନ୍ତି ବିଦ୍ୟାଭାରତୀଙ୍କ ସମ୍ପର୍କୀୟା। ସେଥିପାଇଁ, ସେ ବିଦ୍ୟାଭାରତୀଙ୍କ ପାଖେପାଖେ ସବୁବେଳେ ରହୁଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ପାରଳାଖେମୁଣ୍ଡି ଥା-ନା ପୋ-ଲିସ ସୌମ୍ୟଙ୍କ ବାସଭବନରେ ତ-ଦ-ନ୍ତ କରୁଥିବା ସମୟରେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ମମତା ପଣ୍ଡା ସେଠାରେ କଣ କରୁଥିଲେ?

ତେବେ ଏହିଭଳି ଅଭି-ଯୋଗକୁ ଖଣ୍ଡନ କରିଛନ୍ତି ଗୁରାଣ୍ଡି ଥା-ନାଥି-କାରୀ ମମତା ପଣ୍ଡା। ସେ କହିଛନ୍ତି ଯେ, ଘ-ଟ-ଣାସ୍ଥଳରେ ସେ ଉପସ୍ଥିତ ନଥିଲେ। ଆଉ ତ-ଦ-ନ୍ତ ପରେ ସବୁ ସତ୍ୟ ସାମନାକୁ ଆସିବ।

ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ସୌମ୍ୟଙ୍କ ବାସଭବନରେ ଥିଲେ। ପ୍ରାୟ ରାତି ୯ଟା ସମୟରେ ସୌମ୍ୟଙ୍କ ଦେହରେ ନି-ଆଁ ଲାଗି ଯାଇଥିଲା ବୋଲି ପଡୋଶୀଙ୍କ ଏ ସମ୍ପର୍କରେ ସୂଚନା ଦେଇଥିଲେ ବିଦ୍ୟାଭାରତୀ। ଆଉ ପରେ ସୌମ୍ୟଙ୍କୁ ଗୁରୁ-ତର ଅ-ବ-ସ୍ଥାରେ ଉ-ଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା। ଆଉ ପରେ ତାଙ୍କୁ କଟକର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ୧୩ ତାରିଖ ଦିନ ସକାଳେ ସୌମ୍ୟଙ୍କ ମୃ-ତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *