ଟୋକିଓ ଅଲମ୍ପିକ୍ସ : ଶା-ରୀ-ରି-କ ସମ୍ପର୍କକୁ ରୋକିବା ପାଇଁ ଖେଳାଳୀମାନଙ୍କୁ ଦିଆଗଲାଏମିତି ବେଡ଼,ଦେଖନ୍ତୁ ଫୋଟୋ

ଜୁଲାଇ 23 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲମ୍ପିକ୍ସ 2020 ରେ କରୋନାରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଅପଣାଇ ଯାଇଛି। ଏମାନଙ୍କ ମଧ୍ୟରୁ ଗୋଟିଏ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଟୋକିଓର ଖେଳ ଗ୍ରାମରେ ଆଣ୍ଟି ସେ-କ୍ସ ବେଡ଼ ବନାଯାଇଛି, ଯାହାଦ୍ୱାରା ଖେଳାଳି ଇଣ୍ଟିମେଟ ହୋଇ ପାରିବେନାହିଁ ଓ ସୋସିଆଲ ଡ଼ିଷ୍ଟାନସିଂ ମଧ୍ୟ ବନାଇ ରଖିପାରିବେ।

ଏହି ଆଣ୍ଟି ସେ-କ୍ସ ବେଡ଼ର ଅର୍ଥ ହେଉଛି ଏହା କାର୍ଡ଼ବୋର୍ଡ଼ ଦ୍ୱାରା ବନାଯାଇଛି। ଏହାକୁ ଏହିପରି ବନଯାଇଛି ଯେ, ଏହା କେବଳ ଗୋଟିଏ ବ୍ୟକ୍ତିର ଓଜନକୁ ସମ୍ଭାଳି ରଖିପାରିବ। ଅଧିକ ଲୋକଙ୍କ ବେଡ଼ରେ ବସିବା ଦ୍ୱାରା ଏହା ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଥାଏ। ଏହାର ଅର୍ଥ ଖେଳାଳି ମାନଙ୍କ ମଧ୍ୟରେ ସାମାଜିକ ଦୂରତା ବନାଇ ରଖିବା ଅଟେ।

ଆମେରିକାର ସ୍ପ୍ରିଂଣ୍ଟର ଓ ରିଓ ଅଲମ୍ପିକରେ ସିଲଭର ହାସଲ କରିଥିବା ପଲ ଚେଲିମୋ ଏହି ମୁଦ୍ଦାକୁ ନେଇ ସୋସିଆଲ ମିଡ଼ିଆରେ ଟ୍ୱିଟ କରିଥିଲେ। ସେ ସୋସିଆଲ ମିଡ଼ିଆରେ ଏହି ଫୋଟୋ ପୋଷ୍ଟ କରିଥିଲେ ଓ କହିଥିଲେ ଏଠାରେ ଏହି ବେଡ଼ ଲଗାଯିବ ଯାହାକି କାର୍ଡ଼ବୋର୍ଡ଼ରେ ପ୍ରସ୍ତୁତ ହୋଇଥିବ।

ସେ ଏହାପରେ ଆଉଏକ ଟ୍ୱିଟରରେ କହିଥିଲେ, ମୋତେ ଏବେଠାରୁ ଭୂମି ଉପରେ ଶୋଇବାର ଅଭ୍ୟାସ କରିବାକୁ ହେବ। କାରଣ ଯଦି ମୋ ବେଡ଼ ଭାଙ୍ଗି ଯାଉଛି ତାହେଲେ ତଳେ ଶୋଇବାର ଫାଇଦା କାମରେ ଆସିବ। ଟୋକିଓ ଯିବାପୂର୍ବରୁ ଏହି ଜିନିଷ ବହୁତ ଚିନ୍ତା ବଢ଼ାଉଛି।

ଏହି ମାମଲାରେ ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଥିଲେ, ଏହା ବହୁତ ବିଚଳିତ କରି ଦେବାପରି ଅଟେ। ସେ କହିଥିଲେ, ସେମାନେ ଆଡ଼ଲଟ ଅଟନ୍ତି ଓ ନିଜର ଫଇସଲା ନିଜେ କରିପାରିବେ ଯଦି ସାମାଜିକ ଦୂରତା ଏତେ ଚିନ୍ତାଜନକ ଥିଲା ତାହେଲେ ଅଲମ୍ପିକ୍ସ କରାଇବାର ହିଁ ନଥିଲା। ଜଣେ ୟୁଜର୍ସ ଲେଖିଥିଲେ, ଆଣ୍ଟି ସେକ୍ସ ବେଡ଼ ଟ ବନାଇଲ କିନ୍ତୁ ଫ୍ଲୋର ଓ ବାଥରୁମର କଣ?

କିଛିଲୋକ ଏମିତି ଥିଲେ ଯିଏକି ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଲେଖିଥିଲେ, ଆମେ ଜାଣିଛୁ ଯେଉଁ ଦେଶରେ ଅଲମ୍ପିକ୍ସ ଶେଷ ହେବା ବେଳକୁ ସେଠାର ଅବସ୍ଥା କେମିତି ରହିଥାଏ। ଯାହାକୁ ସଫା କରିବାପାଇଁ ସରକାରଙ୍କୁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଦେଖିବାକୁ ଗଲେ ଏହା ଏକ ଭଲ ପଦକ୍ଷେପ ଓ ଏହାକୁ ରିସାଇକେଲ କରାଯାଇ ପାରିବ।

ଟୋକିଓ ଅଲମ୍ପିକ୍ସ 2020 ର ଆୟୋଜକ ଚାରୋଟି କଣ୍ଡୋମ କମ୍ପାନୀ ସହିତ ଡ଼ିଲ ମଧ୍ୟ କରିଛନ୍ତି। ଏହି ଡ଼ିଲ ମଧ୍ୟରେ କମ୍ପାନୀ ଖେଳାଳିଙ୍କୁ 1 ଲକ୍ଷ 60 ହଜାର କଣ୍ଡୋମ ବାଣ୍ଟିବ। ରିଟାୟାର୍ସ ସହିତ କଥାବାର୍ତ୍ତା ସମୟରେ ଆୟୋଜକ କହିଥିଲେ କି, ଏହା ଖେଳ ଗ୍ରାମରେ ବ୍ୟବହାର ପାଇଁ ନୁହେଁ ଖେଳାଳି ଏହାକୁ ନିଜ ଘରକୁ ନେଇ ଯାଇ ଲୋକମାନଙ୍କୁ ଜାଗୃକତା ବିଷୟରେ ସୂଚନା ଦେଇପାରିବେ।

ଆପଣଙ୍କୁ କହିଦେଉଛୁ, କରୋନାକୁ ନେଇ ପ୍ରଚୁର ପ୍ରସ୍ତୁତ ପରେ ମଧ୍ୟ ତିନିଜଣ ଖେଳାଳି covid-19 ପଜିଟିଭ ପାଇ ଯାଇଛନ୍ତି। ଟୋକିଓ ଅଲମ୍ପିକର ଆୟୋଜକ ଏହିକଥାର ପୁଷ୍ଟି କରିଛନ୍ତି। ଏହାପୂର୍ବରୁ ଶନିବାର ଦିନ ମଧ୍ୟ ଆୟୋଜନରେ ଭାଗ ନେବାକୁ ଆସିଥିବା ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇ ସାମ୍ନାକୁ ଆସିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.