ବାପଘରୁ ଶାଶୁ ଘରକୁ ଆସୁ ନଥିଲା ସ୍ତ୍ରୀ, ସ୍ୱାମୀ ବ-ନ୍ଧୁ-କ ଲଗାଇ କହିଲା – ସାଥିରେ ଯିବୁ କି ଗୁ-ଳି ଖାଇବୁ,ଆଉ ତା ପରେ …ଜାଣନ୍ତୁ ପୁରା ଘ-ଟ-ଣା

ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କ ପ୍ରେମ ଓ ସମ୍ମାନକୁ ନେଇ ତିଷ୍ଠି ରହିଥାଏ | ଯଦି ସେହି ଦୁଇଜଣଙ୍କ ମଧ୍ୟରୁ କେହି ଜଣେ ଏହି ଜିନିଷକୁ ଧ୍ୟାନ ଦେଇନଥାଏ, ସେତେବେଳେ ସମ୍ପର୍କରେ ଝଗଡା ଏବଂ ଅଶାନ୍ତି ଭରିଯାଏ ଏବଂ ଆପଣଙ୍କ ସ୍ୱପ୍ନର ଘର ଭାଙ୍ଗି ଚୁରମାର ହୋଇଯାଏ | ଯେତେବେଳେ କଥାଟି ମାନ ସମ୍ମାନ ଉପରକୁ ଆସିଯାଏ, ସେତେବେଳେ ଦେଖାଯାଇଥାଏ ଯେ ଅଧିକାଂଶ ପ୍ରାଚୀନ ବର୍ଗର ଚିନ୍ତା କରୁଥିବା ସ୍ୱାମୀ ନିଜ ସ୍ତ୍ରୀକୁ ସେହି ଇଜ୍ଜତ ଏବଂ ଭଲପାଇବା ଦେଇନଥାନ୍ତି, ଯାହା ଜଣେ ସ୍ତ୍ରୀ ପାଇବାକୁ ଯୋଗ୍ୟ ଅଟେ | ସ୍ତ୍ରୀମାନଙ୍କ ସହିତ ହେଉଥିବା ଘରୋଇ ହିଂସା କିମ୍ବା ଅତ୍ୟାଚାରର ଖବର ପ୍ରାୟ ସବୁଦିନ ଶୁଣିବାକୁ ମିଳିଥାଏ |

ଯେତେବେଳେ ସ୍ୱାମୀର ଅ-ତ୍ୟା-ଚା-ର ବଢିଯାଏ, ସେତେବେଳେ ସ୍ତ୍ରୀ ପାଖରେ ଶାଶୂଘର ଛାଡି ବାପଘର ଯିବା ଛଡା ଅନ୍ୟ କୌଣସି ଉପାୟ ନଥାଏ | ସ୍ତ୍ରୀ ଯେତେବେଳେ ବାପଘର ଆସେ ଏବଂ ଶାଶୂଘରକୁ ଅନେକ ଦିନ ପର୍ଯ୍ୟନ୍ତ ଯାଏନାହିଁ, ସେତେବେଳେ ସ୍ୱାମୀକୁ ବହୁତ ଖରାପ ଲାଗେ | ସେ ଚାହେଁ ଯେ ତାର ସ୍ତ୍ରୀ ତା ପାଖକୁ ଏବଂ ତା ଘରକୁ ଫେରିଆସୁ | ତେବେ ଏହା ନିଶ୍ଚିତ ନୁହେଁ ଯେ ସେ ତାକୁ ମିସ କରୁଛି କିମ୍ବା ତାକୁ ଭଲ ପାଉଛି ବୋଲି ଫେରାଇ ଆଣିବାକୁ ଚାହୁଁଛି ବରଂ ଏହା ମଧ୍ୟ ହୋଇପାରେ ଯେ ସ୍ତ୍ରୀ ଅନେକଦିନ ପର୍ଯ୍ୟନ୍ତ ବାପଘରେ ରହିବାଦ୍ୱାରା ସମାଜର ଲୋକମାନେ ଅନେକ କଥା କହିଥାନ୍ତି | ସ୍ୱାମୀର ବଦନାମୀ ହୋଇଥାଏ | ସେହିପରି କିଛି ସ୍ୱାମୀ ତ ନିଜ ସ୍ତ୍ରୀକୁ କାମବାଲୀ ରୂପରେ ମଧ୍ୟ ଦେଖିଥାନ୍ତି |

ଶେଷରେ ସ୍ତ୍ରୀ ବାପଘରୁ ଫେରି ନ ଆସିବାର କାରଣ ଯାହା ବି ହେଉ ନା କାହିଁକି, କିନ୍ତୁ ଏହି କଥା ସ୍ଥିର ଯେ ତାର ଆସିବା ଏବଂ ନ ଆସିବା ସ୍ତ୍ରୀର ଇଚ୍ଛାରେ ହେବା ଉଚିତ | କୌଣସି ବ୍ୟକ୍ତି ନିଜ ସ୍ତ୍ରୀ ସହିତ ଜବରଦସ୍ତି କରିପାରିବେ ନାହିଁ | କିନ୍ତୁ ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାର ଏଲାଉ ଥାନା ଅଞ୍ଚଳରେ ଯେତେବେଳେ ଜଣେ ସ୍ତ୍ରୀ ଶାଶୂଘର ଯିବାକୁ ମନା କରିଦେଲା, ସେତେବେଳେ ତାର ସ୍ୱାମୀ ସ୍ତ୍ରୀର ବାପଘରକୁ ଯାଇ ତା ମୁଣ୍ଡରେ ବ-ନ୍ଧୁ-କ ଲଗାଇ ଦେଲା | ସ୍ୱାମୀ ଖୋଲାଖୋଲି ଭାବେ ସମସ୍ତଙ୍କ ଆଗରେ ସ୍ତ୍ରୀକୁ ଧ-ମ-କ ଦେଇଥିଲା ଏବଂ କହିଲା ଯେ ‘କହ ! ସାଥିରେ ଯିବୁ କି ଗୁ-ଳି ଖାଇବୁ |’ କିନ୍ତୁ ତାପରେ ଯାହା ହେଲା, ତାହା ସ୍ୱାମୀ ନିଜ ସ୍ୱପ୍ନରେ ମଧ୍ୟ ଭାବି ନଥିଲା |

ଅ-ଭି-ଯୁ-କ୍ତ ସ୍ୱାମୀଙ୍କ ନାମ ସୁଶୀଲ ଅଟେ | ସେ ଉଦୟିତାପୁର କୋଟୱାଲି କନୌଜର ବାସିନ୍ଦା ଅଟନ୍ତି | କୁହାଯାଉଛି ଯେ ବିବାହ ପରଠାରୁ ହିଁ ଏହି ବ୍ୟକ୍ତି ନିଜ ସ୍ତ୍ରୀକୁ ନେଇ ବିବାଦ କରିଚାଲିଛି | ଏଭଳି ପରିସ୍ଥିତିରେ ଦିନେ ତାଙ୍କ ସ୍ତ୍ରୀ ଥକି ଯାଇ ରାଗରେ ଅଜିତଗଞ୍ଜରେ ଥିବା ତାଙ୍କ ବାପଘରକୁ ଚାଲି ଯାଇଥିଲେ | ସ୍ୱାମୀ ଅନେକଥର ସ୍ତ୍ରୀକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସ୍ତ୍ରୀ ତାଙ୍କ ସହିତ ଯିବାକୁ ମନା କରିଦେଇଥିଲେ | ଏଭଳି ପରିସ୍ଥିତିରେ ସ୍ୱାମୀ ରାଗିଯାଇ ନିଜ ସ୍ତ୍ରୀର ବାପଘରେ ପହଞ୍ଚି ତାଙ୍କୁ ବ-ନ୍ଧୁ-କ ଲଗାଇ ତାଙ୍କ ସହ ଯିବାକୁ ଧମକ ଦେଲା |

ସୀମା ତ ସେତେବେଳେ ପାର କରିଦେଲା, ଯେତେବେଳେ ସ୍ୱାମୀ ନିଜ ସ୍ତ୍ରୀର ସ୍ଥାନୀୟ ଲୋକଙ୍କୁ ମଧ୍ୟ ବ-ନ୍ଧୁ-କ ଦେଖାଇ ଧ-ମ-କ ଦେବାକୁ ଲାଗିଲା | ଏହା ପରେ ଗ୍ରାମବାସୀମାନେ ପୋ-ଲି-ସ-କୁ ସୂଚନା ଦେଇଥିଲେ | ପୋ-ଲି-ସ ମଧ୍ୟ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳକୁ ଆସିଲା ଏବଂ ଅ-ଭି-ଯୁ-କ୍ତ ସ୍ୱାମୀଙ୍କୁ ଗି-ର-ଫ କରି ନେଇଗଲା | ପୋଲିସ ଅ-ଭି-ଯୁ-କ୍ତ ନିକଟରୁ ପିସ୍ତଲ ଜବତ କରିଛି | ବର୍ତ୍ତମାନ ପୋ-ଲି-ସ ଏହି ସମ୍ପୂର୍ଣ୍ଣ ମାମଲାକୁ ଯାଞ୍ଚ କରୁଛି | ସେହିପରି ଏହି ଘଟଣା ପରେ ସ୍ତ୍ରୀ ବର୍ତ୍ତମାନ କେବେ ବି ନିଜ ସ୍ୱାମୀଙ୍କ ପାଖକୁ ଯିବନି ବୋଲି ନିଷ୍ପତ୍ତି ଶୁଣାଇଛି |ଏହି ପୁରା ଘଟଣା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *