ପେଟ୍ରୋଲ ପମ୍ପରେ ପହଞ୍ଚିଲା ମାଙ୍କଡ,ଆଉ ତା ପରେ ଯାହା କଲା ..ଆପଣ ପ୍ରଥମେ ଭିଡ଼ିଓ ଦେଖନ୍ତୁ

ସୋସିଆଲ ମିଡିଆରେ ଭଳି ଭଳିକି ମଜାଦାର ଜିନିଷ ଦେଖିବାକୁ ମିଳିଥାଏ|ଏଥିରେ ବହୁବାର ଜିନିଷ ହସାଇବା ଭଳି ହୋଇଥାଏ, କିଛି ଜିନିଷ ଆଶ୍ଚର୍ଯ୍ୟକର ହୋଇଥାଏ|କିଛି ମାମଲାରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ|ଏହିଭଳି ଭାବରେ ଏମିତି ଏକ ଭିଡିଓ ସେୟାର କରାଯାଇଛି ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ|ଏହା ସହ ମାଙ୍କଡର ବୁଝିବା ଶକ୍ତି ଦେଖିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ|

ସାଧାରଣତଃ ମାଙ୍କଡର କାର୍ଯ୍ୟ ଲୋକଙ୍କୁ ହଇରାଣ କରିଥାଏ|କିନ୍ତୁ ବେଳେବେଳେ ତାର ଅନ୍ଦାଜ ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇଥାଏ|ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କୁ ଏମିତି କିଛି ଲାଗିବ|ସାଧାରଣତଃ ପେଟ୍ରୋଲ ପମ୍ପରେ ଲୋକମାନେ ନିଜର ଗାଡ଼ିରେ ତେଲ ଭରିଥାନ୍ତି|ସେତେବେଳେ ଏକ ମାଙ୍କଡ ପହଞ୍ଚିଯାଏ ଓ ଆରାମରେ ବାଇକର ଟାଙ୍କିରେ ବସିଯାଏ|ଏହାପରେ ସେ ଯାହା କଲା ତାକୁ ଦେଖିକି ଲୋକମାନେ ହସିହସି ଗଡିଯିବେ|ତ ପ୍ରଥମେ ଆପଣ ଭିଡିଓକୁ ଦେଖନ୍ତୁ:

ଭିଡିଓ ଦେଖିକି ନିଶ୍ଚିତ ଆପଣ ହସି ହସି ଗଡିଯାଇଥିବେ|ଲୋକଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି|ଫେସବୁକରେ ଏହି ଭିଡିଓକୁ ଦେବେନ୍ଦ୍ର ବର୍ମା ନାମକ ୟୁଜର ସେୟାର କରିଛନ୍ତି|ଏହି ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ଓ କିଛି ୟୁଜର ଜମେଇକି ମଜା ନେଉଛନ୍ତି|ଆପଣଙ୍କୁ ଭିଡିଓ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *