ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲା: ପତ୍ନୀ ବିଦ୍ୟାଭାରତୀଙ୍କ ଚାଞ୍ଚଲ୍ୟକର ବ-ୟା-ନ୍‌! କହିଲେ ସ୍ବାମୀଙ୍କର ଥିଲା ଅନ୍ୟ ଝିଅ ସହ ସମ୍ପର୍କ

ACF ସୌମ୍ୟରଞ୍ଜନ ମହାପାତ୍ର ମୃ-ତ୍ୟୁ ମା-ମ-ଲାରେ ନୂଆ ମୋଡ ଆସିଛି। ଗତକାଲି ସୌମ୍ୟ ଙ୍କ ବାପା, ମାଆ, ମାମୁଁ ଙ୍କର ବ-ୟା-ନ ଆସିଲା ପରେ ଆଜି ଆସିଛି ସ-ନ୍ଦେହ ଘେରରେ ଥିବା ସୌମ୍ୟ ଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବ-ୟା-ନ। ସ୍ବାମୀଙ୍କ ପରକୀୟା ପ୍ରୀ-ତି ନେଇ ଅ-ଭିଯୋ-ଗ କରିଛନ୍ତି। ସୌମ୍ୟ ଝିଅଙ୍କୁ I LOVE YOU ମେସେଜ ପଠାଇଥିଲେ।

କାହିଁକି ମୋ ଶାଶୁ ଘର ଲୋକ ମୋ ବିଷୟରେ ମି-ଥ୍ୟା ଅ-ଭିଯୋ-ଗ କରିଛନ୍ତି, ସେ ସମ୍ପର୍କରେ ମୁଁ ଜାଣିନାହିଁ। କିନ୍ତୁ, ମୋ ଶାଶୁ ସବୁବେଳେ ମୋତେ କୁହନ୍ତି ଯେ,ମୁଁ ଯେମିତି ବୋହୂ ଟିଏ ଖୋଜୁଥିଲି ମୋତେ ସେମିତି ବୋହୂ ଟିଏ ମିଳିଛି। କିନ୍ତୁ, ଏବେ ସେମାନଙ୍କର କଥା ବଦଳି ଯାଇଛି ବୋଲି ବିଦ୍ୟାଭାରତୀ କହିଛନ୍ତି। ସୌମ୍ୟ ଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା ବୋଲି ଗଣମାଧ୍ୟମ ଆଗରେ ପ୍ର-ତିକ୍ରି-ୟା ଦେଇଛନ୍ତି। ବିବାହର ୩ ମାସ ପର୍ଯ୍ୟନ୍ତ ସବୁ ଠିକଠାକ ଥିଲା। କିନ୍ତୁ,ଯେତେବେଳେ ଭୁବନେଶ୍ୱର ଆସିଲୁ ତାପରେ ସବୁକିଛି ବଦଳି ଯାଇଥିଲା। ଆଉ ସେବେଠାରୁ ଆମ ଦୁହିଁଙ୍କ ମଧ୍ୟରେ ଝ-ଗ-ଡ଼ା ହେବା ଆରମ୍ଭ ହୋଇଥିଲା।

ଭୁବନେଶ୍ବରରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ ଆସୁଥିଲା। ଆଉ କଲଟି ଗୋଟେ ଝିଅର ବୋଲି ବିଦ୍ୟା ଅଭି-ଯୋଗ କରିଛନ୍ତି। ଆହୁରି ବିଦ୍ୟା କହିଛନ୍ତି ଯେ, “କଲରେ ଝିଅ ସୌମ୍ୟ ଙ୍କୁ କହୁଥିଲା ଯେ, କଣ ସୌମ୍ୟ ଏତେ ଦିନ ହେଲାଣି କଲ କି ମେସେଜ କରୁନ,କଣ ଭୁଲି ଗଲଣି ନା କଣ”। ସୌମ୍ୟ ଙ୍କର ଅଲଗା ଝିଅ ସହିତ ସମ୍ପର୍କ ରହିଥିଲା ବୋଲି ବିଦ୍ୟା ଅଭି-ଯୋଗ କରିଛନ୍ତି

ଆଉ ସେ ସେହି ଝିଅକୁ I LOVE YOU ମେସେଜ କରିଥିଲେ,ଆଉ ତାହା ମୁଁ ଦେଖି ଦେଇଥିଲି। ଫଳରେ ସୌମ୍ୟ ମୋତେ ତାଙ୍କ ଫୋନ ପାଖରୁ ଦୁରେଇ ରଖନ୍ତି। ମୋତେ ତାଙ୍କ ମୋବାଇଲର ପା-ସୱା-ର୍ଡ ମଧ୍ୟ ଦିଅନ୍ତି ନି ବୋଲି ଅଭି-ଯୋଗ କରିଛନ୍ତି ବିଦ୍ୟା। ଫୋନରେ ଘଣ୍ଟା ଘଣ୍ଟା ସେହି ଝିଅ ସହିତ କଥା ହୁଅନ୍ତି ବୋଲି ବିଦ୍ୟା କହିଛନ୍ତି। ମୁଁ ତାଙ୍କ ଫୋନରେ ତାଙ୍କ କଣ୍ଟାକ୍ଟ ଲିଷ୍ଟ ପାଖରୁ ଆରମ୍ଭ କରି ଫେସବୁକ କି ୱାଟ୍ସଆପ ମେସେଜ ଯାହା ଦେଖିଲେ ସୌମ୍ୟ ତାକୁ କା-ଟି ଦିଅନ୍ତି ବୋଲି କହିଛନ୍ତି ବିଦ୍ୟା। ସେପଟେ ସେ ଆହୁରି କହିଛନ୍ତି ଯେ, ସୌମ୍ୟ ହସ୍ପିଟାଲରେ ଥିବା ସମୟରେ ମୋତେ ସେ I LOVE YOU ମଧ୍ୟ କହିଛନ୍ତି।

ଆଉ ବ୍ୟାଚଲର ପାର୍ଟି କଥାକୁ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ। ବିଦ୍ୟା କହିଛନ୍ତି ଯେ, ସେଇଟା ବ୍ୟାଚଲର ପାର୍ଟି ନଥିଲା ଆମ ବାହାଘର ପାର୍ଟି ଥିଲା। କରୋନା ସମୟରେ ବାହାଘର ଭୋଜି ଦିଆଯାଇନଥିଲା, ସେଥିପାଇଁ ଏହି ଭୋଜି ଦିଆଯାଇଥିଲା। ମୁଁ ମୋ ସାଙ୍ଗ ମାନଙ୍କୁ ଡାକି ଏହି ଭୋଜି ଦେଇଥିଲି। ମୋ ଶାଶୁ ଘର ଲୋକେ ମୋ ବିଷୟରେ ଯାହାବି ଅଭି-ଯୋଗ କରିଛନ୍ତି ସେ ସବୁ ମି-ଥ୍ୟା। ସେହି ସବୁ କଥାରେ କୌଣସି ସତ୍ୟତା ନାହିଁ ବୋଲି ବିଦ୍ୟାଭାରତୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *