ନଦୀ ଉପରେ ବାଇକ ନେବାପାଇଁ ବ୍ୟକ୍ତି ବାହାର କଲେ ଅଜବ ଯୁଗାଡ଼, ଆଉ ତାପରେ ଯାହା ହେଲା,ଭିଡିଓ ଦେଖିଲେ ଆପଣ ହସି ହସି ଗଡ଼ିଯିବେ

ସୋସିଆଲ ମିଡିଆରେ ଯୁଗାଡ଼ର ଅନେକ ମଜାଳିଆ ଭିଡିଓ ସେୟାର କରାଯାଇଥାଏ | କିଛି ଭିଡିଓ ତ ଏପରି ହୋଇଥାଏ, ଯାହାକୁ ଦେଖିବାମାତ୍ରେ ହସ ଲାଗେ | ଯେତେବେଳେ କି ଆଉ କିଛି ଭିଡିଓ ଦେଖି ଲୋକମାନେ ଚିନ୍ତାରେ ପଡିଯାନ୍ତି | ସେହିପରି କିଛି ମାମଲାରେ ତ ଲୋକମାନେ ବିଶ୍ୱାସ ମଧ୍ୟ କରିପାରନ୍ତି ନାହିଁ | ଏମିତି ଏକ ଯୁଗାଡ଼ର ମଜାଳିଆ ଭିଡିଓ ସେୟାର କରାଯାଇଛି, ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ | ତେବେ ଏହି ଭିଡିଓ ସେୟାର ହେବାମାତ୍ରେ ସୋସିଆଲ ମିଡିଆରେ ଭାଇରଲ ହୋଇଗଲା |

ଦେଶ-ଦୁନିଆରେ ଯୁଗାଡ଼ ଟେକ୍ନୋଲୋଜିର ଡିମାଣ୍ଡ ଲଗାତାର ବଢ଼ିବାରେ ଲାଗିଛି | ଆଜିକାଲି ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକମାନେ ବହୁତ ମଜାଳିଆ ମଜାଳିଆ ଜିନିଷ ତିଆରି କରୁଛନ୍ତି | ଏହି ପରିପ୍ରେକ୍ଷୀରେ କିଛି ଲୋକ ନଦୀରେ ବାଇକ କ୍ରସ କରାଇବା ପାଇଁ ଚମତ୍କାର ଯୁଗାଡ଼ କରିଛନ୍ତି | କିନ୍ତୁ ପରିଣାମସ୍ୱରୂପ ଯାହା ହେଲା ତାକୁ ଦେଖି ଯେକୌଣସି ଲୋକକୁ ମଧ୍ୟ ହସ ଲାଗିବ | ଯେପରି ଆପଣ ଏହି ଭିଡିଓରେ ଦେଖିପାରିବେ ଯେ ଏକ ପୋଲରୁ ଅନ୍ୟ ସ୍ଥାନକୁ ଆସିବାପାଇଁ ବ୍ୟକ୍ତିଜଣକ ପ୍ରଥମେ କାଠର ଏକ ପଟା ପକାଇଲେ | ତାପରେ ଜଣେ ବ୍ୟକ୍ତି ବାଇକ ନେଇ ତା ଉପରେ ଚାଲିବା ଆରମ୍ଭ କଲେ | ସେହିପରି ପଛରୁ ଅନ୍ୟ ଜଣେ ବ୍ୟକ୍ତି ସେହି ବାଇକକୁ ଧକ୍କା ଦେଉଛି | କିଛି ସମୟ ପରେ ସାମ୍ନାରୁ ଜଣେ ବ୍ୟକ୍ତି ବାଇକକୁ ଆଗପଟୁ ନେବାକୁ ଚେଷ୍ଟା କରେ, କିନ୍ତୁ ଅଚାନକ ବାଲାନ୍ସ ବିଗିଡିଯାଏ ଏବଂ ବାଇକଟି ସିଧା ନଦୀରେ ପଡ଼ିଯାଏ |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by memes | news | comedy (@ghantaa)

ଭିଡିଓ ଦେଖି ବିଶ୍ୱାସ କରନ୍ତୁ ଆପଣ ମଧ୍ୟ ବହୁତ ହସିଥିବେ | ସୋସିଆଲ ମିଡିଆରେ ଯୁଗାଡ଼ର ଏହି ଭିଡିଓ ଖୁବ ଭାଇରଲ ହେଉଛି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ ghantaa ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓକୁ ପ୍ରାୟ ୭୦ ଲକ୍ଷ ଲୋକ ପସନ୍ଦ କରି ସାରିଲେଣି ଏବଂ ଏହି ମଜାଳିଆ ଭିଡିଓରେ ବହୁତ ପ୍ରକାରର ମଜାଳିଆ କମେଣ୍ଟ କରୁଛନ୍ତି | ଏହି ଭିଡିଓରେ ଆପଣ ମଧ୍ୟ ନିଜର ପ୍ରତିକ୍ରିୟା କମେଣ୍ଟ ସେକ୍ସନରେ ଦେଇପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *