୧୦ ଦିନ ପୂର୍ବରୁ ବାପା କରିଥିଲେ ଆ-ତ୍ମ-ହ-ତ୍ୟା,ଏବେ ମାଆ ଓ ଝିଅ ମଧ୍ୟ ଏକା ସାଙ୍ଗରେ କଲେ ଆ-ତ୍ମ-ହତ୍ୟା, ଜାଣନ୍ତୁ ପୂରା ଘଟଣା

କିଛି ଦିନ ମଧ୍ୟରେ ଏକ ପରିବାରର ତିନିଜଣ ସଦସ୍ୟ ନିଜର ଜୀବନ ଶେଷ କରିଦେଲେ|ହରିୟାଣାର ଗୁରୁଗ୍ରାମରେ ରହୁଥିବା ଏହି ପରିବାର ଏବେ କିଛି ଦିନ ପୂର୍ବେ ଏକ ଫ୍ଲାଟକୁ ସିଫ୍ଟ ହୋଇଥିଲେ|ଦମ୍ପତି ଭଲ କମ୍ପାନୀରେ ଚାକିରୀ କରୁଥିଲେ ଓ ତାଙ୍କର ଦୁଇଜଣ ଝିଅ ଥିଲେ|ଯେଉଁମାନେ ପଢୁଥିଲେ|ଅଚାନକ ଦୁଇ ସପ୍ତାହ ପୂର୍ବରୁ ଘରର ମୁଖିଆ ଆ-ତ୍ମ-ହ-ତ୍ୟା କରିଥିଲେ|ପୋଲିସ ଏହି ମାମଲାର ଯାଞ୍ଚ କରୁଛି ଓ ମହିଳା ଗୋଟିଏ ଝିଅ ସହ ଆ-ତ୍ମ-ହ-ତ୍ୟା କରିଥିଲେ|

ପୋ-ଲି-ସ ଅନୁଯାୟୀ ମହିଳାଙ୍କ ସ୍ବାମୀ ଦୁଇ ସପ୍ତାହ ପୂର୍ବରୁ ଏକ ହୋଟେଲରେ ରୁମ ବୁକ କରିଥିଲେ|ଯେଉଁଠାରେ ସେ ଯାଇ ଆ-ତ୍ମ-ହ-ତ୍ୟା କରିଥିଲେ|ପୋଲିସ ଏହି ଆ-ତ୍ମ-ହ-ତ୍ୟା-ର କାରଣ ସମ୍ପର୍କରେ ଜାଣିବାକୁ ତଦନ୍ତ ଜାରି ରଖିଛି|ପୋ-ଲି-ସ ମହିଳା ଓ ତାଙ୍କ ଝିଅର ବୟାନ ନେଇଥିଲେ|ଏହି ଘଟଣାର ଦୁଇ ସପ୍ତାହ ପରେ ମହିଳା ଜଣେ ଝିଅ ସହ ଆ-ତ୍ମ-ହ-ତ୍ୟା କରିଛନ୍ତି|

ଦୁହିଁଙ୍କ ଶ-ବ ପୋ-ଲି-ସ-କୁ ଘରୁ ମିଳିଛି|ଏହା ଗୁରୁଗ୍ରାମ ସହରର ସେକ୍ଟର ୬୭ ପାଖ କଲୋନୀ ବର୍ଦ୍ଧମାନ ମନ୍ତ୍ରା ସୋସାଇଟିର ଫ୍ଲାଟ ନମ୍ବର ୩୦୧ରେ ରହୁଥିଲେ|ପୋଲିସ ଅନୁଯାୟୀ ପତିପତ୍ନୀ ଭଲ ଟଙ୍କା ପାଉଥିଲେ|ପରିବାରର ମୁଖିଆ ହରି ସେଟ୍ଟୀ ଟ୍ୟାକ୍ସ କନସଲଟାଣ୍ଟ ଭାବରେ କାମ କରୁଥିଲେ|ତାଙ୍କ ପତ୍ନୀ ବୀଣା ଏକ ପ୍ରାଇଭେଟ୍ କମ୍ପାନୀରେ ସେଲ୍ସ ବିଭାଗର ଜବ କରୁଥିଲେ|ଆଉଜଣେ ଝିଅ ଆଇନ ପଢୁଥିଲେ|ଯିଏ ବାହାରେ ରହେ|ପୋଲିସ ତାକୁ ସୁଚନା ଦେଇଛନ୍ତି|

ହରି ସେଟ୍ଟୀ ୬ ମାସ ପାଇଁ ଏହି ଫ୍ଲାଟରେ ନିଜ ପରିବାର ସହ ରହିବାକୁ ଆସିଥିଲେ|୬ ଜୁଲାଇରେ ସେ ଏକ ହୋଟେଲକୁ ଆସିଥିଲେ|ଯଦିଓ କିଛି ସମୟ ପରେ ପରିବାରକୁ ଆ-ତ୍ମ-ହ-ତ୍ୟା ଖବର ମିଳିଲା|ଫଳରେ ପୁରା ପରିବାର ଭାଙ୍ଗିଗଲା|ଏହା ମଧ୍ୟରେ ଏବେ ମା ଝିଅ ନିଜ ଜୀବନ ମଧ୍ୟ ତ୍ୟା-ଗ କରିଥିଲେ|ଏବେ ପୋଲିସ ପରିବାରର ତିନି ସଦସ୍ୟଙ୍କ ମୃ-ତ୍ୟୁ ସମ୍ପର୍କରେ ଜାଣିବାକୁ ତଦନ୍ତ କରୁଛି|ପୋ-ଲି-ସ ଶ-ବ-କୁ କବ୍ଜା କରି ତଦନ୍ତ ଜାରି ରଖିଛି|

ପୋ-ଲି-ସ ଅନୁସାରେ ମହିଳାଙ୍କ ଆୟୁ ୪୬ ବର୍ଷର ହୋଇଥିଲା ଓ ତାଙ୍କ ଝିଅ ୨୪ ବର୍ଷର ଥିଲେ|ଝିଅର ନାଁ ୟାଶିକା ଥିଲା|ୟାଶିକାର ଶ-ବ ବେଡରୁମରୁ ମିଳିଲା|ତା ମାର ଶ-ବ ବାଥରୁମରୁ ମିଳିଲା|ପୋ-ଲି-ସ ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି|ଏବେ ପୋଷ୍ଟମର୍ଟମ ପାଇଁ ଶ-ବ ପଠେଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *