ଦେଖନ୍ତୁ ଭିଡିଓ : ରାସ୍ତାରେ ଚିରା ଡ୍ରେସ ପିନ୍ଧି ଯାଉଥିଲେ ଯୁବତୀ, ସାହାଯ୍ୟ ମାଗିବାରୁ ଯୁବକ ଦେଇ ଦେଲେ ନିଜର ଡ୍ରେସ୍

ପ୍ରାୟତଃ ଆମେ ଦେଖିଛନ୍ତି ଯେ ଯେତେବେଳେ କୌଣସି ବ୍ୟକ୍ତି ସାହାଯ୍ୟ ମାଗିବାପାଇଁ ହାତ ବଢାଏ, ସେତେବେଳେ ଅଧିକାଂଶ ଲୋକ ପଛକୁ ହଟିଯାନ୍ତି | ସେହିପରି ଏମିତି କିଛି ଲୋକ ମଧ୍ୟ ଥାନ୍ତି, ଯେଉଁମାନେ ସମସ୍ୟାରେ ପଡିଥିବା ଲୋକମାନଙ୍କ ସହିତ ଠିଆ ହୁଅନ୍ତି | ତେବେ ଏପରି କରିବାପାଇଁ ବହୁତ ବଡ଼ ହୃଦୟ ରହିଥିବା ଦରକାର | ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ସାହାଯ୍ୟ ପାଇଁ ଜଣେ ଯୁବକଙ୍କ ସାମ୍ନାକୁ ଆସିଲେ |

ଚିରା ଡ୍ରେସ ପିନ୍ଧି ବୁଲୁଥିଲେ ଯୁବତୀ :-

ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଭିଡିଓରେ ଦେଖାଯାଇପାରେ ଯେ ରାସ୍ତା ଉପରେ ଜଣେ ଯୁବତୀ ଚିରା ଡ୍ରେସ ପିନ୍ଧି ଯାଉଛନ୍ତି ଏବଂ ଠିକ ସେତିକିବେଳେ ଜଣେ ଯୁବକ ସେଠାରେ ଦେଖାଯାଉଛନ୍ତି | ସେହି ସମୟରେ ଯୁବତୀ ତାଙ୍କୁ ସାହାଯ୍ୟ କରିବା ପାଇଁ କୁହନ୍ତି ଯେ ତାଙ୍କ ଡ୍ରେସ ଚିରିଯାଇଛି, କଣ ସେ ତାଙ୍କୁ ସାହାଯ୍ୟ କରିପାରିବେ ? ଠିକ ସେତିକିବେଳେ ଯୁବକ ଜଣକ କିଛି ବି ଚିନ୍ତା ନ କରି ନିଜର ସାର୍ଟ ଖୋଲିଲେ ଏବଂ ସେହି ଯୁବକଙ୍କୁ ଦେଇଦେଲେ |

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by BGM_143_ADDICTZ //10k+😍 (@bgm_143_addictz)

ଯୁବକ ତୁରନ୍ତ ସାହାଯ୍ୟ କରିବାକୁ ହାତ ବଢ଼ାଇଦେଲେ :-

ତେବେ ଏହି ଯୁବତୀ ନିଜ ଭିଡିଓ ପାଇଁ ସୋସିଆଲ ଏକ୍ସପେରିମେଣ୍ଟ କରୁଥିଲେ | ଯୁବତୀ ସାହାଯ୍ୟ ପାଇଁ ଯୁବକ ଜଣଙ୍କୁ କହିଲେ ଏବଂ ସେ କିଛି ବି ଚିନ୍ତା ନ କରି ନିଜ ସାର୍ଟ ଦେଇଦେଲେ | ଏହା ଉପରେ ଲୋକମାନେ ଯୁବକଙ୍କୁ ବହୁତ ପ୍ରଶଂସା କରୁଛନ୍ତି | କେବଳ ଏତିକି ନୁହେଁ, ବିଜିଏମ ଏଡିକ୍ଟ ଦ୍ୱାରା ସେୟାର କରାଯାଇଥିବା ଏହି ଇନ୍ସଟାଗ୍ରାମ ଭିଡିଓକୁ ୬୪ ଲକ୍ଷରୁ ଅଧିକଥର ଦେଖାଗଲାଣି | ଏହାସହିତ ଏହି ଭିଡିଓକୁ ବହୁତ ଲାଇକ ମଧ୍ୟ କରାଯାଉଛି ଏବଂ କମେଣ୍ଟ ସେକ୍ସନରେ ଅନେକ ରିଆକ୍ସନ ଦିଆଯାଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *