ପୁଅ ସହିତ ବୋହୂର ସ-ମ୍ପ-ର୍କ ନଥିଲା ; ବର୍ଷେ ପାଇଁ ହୋଇଥିଲା ଏଗ୍ରିମେଣ୍ଟ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ପଛରେ କଣ ରହିଛି ର-ହସ୍ୟ ? ଏହି ସ-ମ୍ପ-ର୍କରେ ସୌମ୍ୟରଞ୍ଜନ ଙ୍କ
ମାଆ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସୌମ୍ୟ ଙ୍କ ମା କହିଛନ୍ତି ଯେ, ଉଭୟ ଅ-ଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସତ। କିନ୍ତୁ, ଉଭୟଙ୍କ ମଧ୍ୟରେ କୌଣସି ସ-ମ୍ପ-ର୍କ ନଥିଲା। ବର୍ଷେ ପର୍ଯ୍ୟନ୍ତ କୌଣସି ସମ୍ପର୍କ ନରଖିବାକୁ ଏଗ୍ରିମେଣ୍ଟ ହୋଇଥିଲା।

ଆହୁରି ସୌମ୍ୟ ଙ୍କ ମା କହିଛନ୍ତି ଯେ, ବୋହୂ ମୋ ପୁଅକୁ ନୁହେଁ DFO ଙ୍କୁ ଭଲ ପାଉଥିଲେ। ମୋ ପୁଅ ମ-ରିବା ପୂର୍ବରୁ କା-ରସା-ଦି କରି ସବୁ ଜିନିଷ ହାତେଇ ନେଇଛି। ମୋ ପୁଅ ମରିଲେ ସବୁ ଜିନିଷ ବୋହୂ ନାମରେ ହେବ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଛି। ଯଦି ମୋ ପୁଅକୁ ବୋହୂ ହ-ତ୍ୟା କରିନି ତାହେଲେ ଏହି ଏଗ୍ରିମେଣ୍ଟ କଣ ପାଇଁ ହୋଇଥିଲା। ଆଉ ମୋ ପୁଅର ଯେତେବେଳେ ଟ୍ରାନ୍ସଫର ହୋଇ ଯାଇଥିବାର ବୋହୂ ଜାଣିଲା ଘରୁ ସବୁ ଜିନିଷ ବୋହୂ ନେଇଯାଇଥିଲା।

Google

ଉଭୟଙ୍କ ବିବାହ ୬ ମାସ ପୂର୍ବରୁ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି ସ୍ବାମୀ ସ୍ତ୍ରୀର ସମ୍ପର୍କ ନଥିଲା। ଆହୁରି ମଧ୍ୟ ସୋମ୍ୟଙ୍କ ମା କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ଝ-ଗ-ଡ଼ା ଲାଗି ରହେ। ଦିନେ ରାତିରେ ପୁଅ ବୋହୂଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ପା-ଟିତୁ-ଣ୍ଡ ହୋଇଥିଲା। ଆଉ ବୋହୂ ରା-ଗି ଶଙ୍ଖା,ଚୁଡ଼ି ଭା-ଙ୍ଗିବା ସହିତ ମଥାରୁ ସିନ୍ଦୁର ପୋଛି ରାତିରେ କେଉଁଆଡେ ଚାଲିଯାଇଥିଲା। ଆଉ ପୁଅ ବହୁ ଖୋ-ଜାଖୋ-ଜି ପରେ ବୋହୂକୁ DFO ଙ୍କ ବାସଭବନରେ ଦେଖିବାକୁ ପାଇଥିଲା। ଏଥିପାଇଁ ମୋ ପୁଅ ମୃ-ତ୍ୟୁ ପଛରେ DFO ଙ୍କ ହାତ ଅଛି ବୋଲି ମୁଁ ସ-ନ୍ଦେହ କରୁଛି।

ଅନ୍ୟପାର୍ଶ୍ବରେ ସୌମ୍ୟ ଙ୍କ ମୃ-ତ୍ୟୁ ର ରହସ୍ୟ ଜାଣିବା ପାଇଁ ଆଜି ବାଲେଶ୍ଵର ଜିଲ୍ଳା ଖଇରାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋ-ଲି-ସ। ପାରଳାଖେମୁଣ୍ଡି ଥା-ନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋ-ଲି-ସ ର ୬ ଜଣିଆ ତ-ଦ-ନ୍ତ ଟିମ ଖଇରା ଥା-ନାରେ ପହଞ୍ଚିଛି। ସେଠାରେ, ସୋମ୍ୟଙ୍କ ବାସଭବନକୁ ଯାଇ ସୋମ୍ୟଙ୍କ ମା,ମାଇଁ ଏବଂ ସମ୍ପର୍କୀୟ ମାନଙ୍କର ପ୍ର-ତିକ୍ରି-ୟା ନେବ।

ଆଉ ପରେ ପୋ-ଲି-ସ ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ସ୍ଥିତ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ତାଙ୍କୁ ଅଧିକ ପଚ-ରାଉ-ଚରା କରିବ ବୋଲି ଥା-ନା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଭାରତୀଙ୍କୁ ଅଧିକ ପଚରା ଉଚରା କରିବା ପରେ ସବୁ ସତ ବାହାରିବ ବୋଲି ପୋ-ଲି-ସ ଆଶା ରଖିଛି।

ଆଉ ଅନ୍ୟପାର୍ଶ୍ୱରେ ଗଜପତି ଜିଲ୍ଳାର ଏସପି ତପନ କୁମାର ପଟ୍ଟନାୟକ ଶନିବାର ଦିନ ବିଳମ୍ବିତ ରାତିରେ ସୌମ୍ୟରଞ୍ଜନଙ୍କର ସରକାରୀ ବାସଭବନକୁ ଯାଇ ଡେମୋ ମଧ୍ୟ କରିଛନ୍ତି। ଅତିଶୀଘ୍ର ଦୋ-ଷୀ ଧରା ପଡିବ ବୋଲି ଏସପି ସୂଚନା ଦେଇଛନ୍ତି।

ସୌମ୍ୟଙ୍କ ମୃ-ତ୍ୟୁ ଉପରୁ ପରଦା ଖୋଲିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଥିବା ସମୟରେ ଆଜି ଆଉ ଏକ ତ-ଦ-ନ୍ତ ଦଳ ପାରଳାଖେମୁଣ୍ଡି ଡିଏଫଓଙ୍କ କାର୍ଯ୍ୟାଳୟକୁ ଯିବ। ସୌମ୍ୟଙ୍କ ବିବାହ ପୂର୍ବରୁ ଏବଂ ପରେ ଡ୍ୟୁଟି କିପରି ପକାଯାଇଥିଲା ଓ କେଉଁଆଡେ ପଠାଯାଉଥିଲା। ସେ ସମ୍ପର୍କରେ ଅଧିକ ଯାଞ୍ଚ କରାଯିବ।

Google

ସୂଚନା ଅନୁସାରେ, ଶୁକ୍ରବାର ଦିନ ସାଇଣ୍ଟିଫିକ ଦଳ ସୌମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚି ତ-ଦ-ନ୍ତ କରିଥିଲେ। ଆଉ ତ-ଦ-ନ୍ତ ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମଧ୍ୟ ମିଳିଥିଲା। ସରକାରୀ ବାସ ଭବନରୁ ସୌମ୍ୟଙ୍କ ଲାପଟପ,ମୋବାଇଲ, ନୋଟପ୍ୟାଡ (୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜ-ବ-ତ କରିଥିଲା ସାଇଣ୍ଟିଫିକ ଦଳ। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟ ନିଜେ ଲେଖିଥିବାର ସ-ନ୍ଦେ-ହ କରାଯାଉଛି। ସେଥିରେ ଲେଖାଯାଇଥିଲା ଯେ, ମୁଁ ୧୫ ତାରିଖ ପରେ ଚା-ପମୁ-କ୍ତ ହୋଇଯିବି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସେ କାହା ପାଖରୁ ଚା-ପମୁ-କ୍ତ ହେବାକୁ ଚାହୁଁଥିଲେ।

ହାତଲେଖା ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତି ଯେ, ସୌମ୍ୟ ଟ୍ରାନ୍ସଫର ପାଇଁ ଆବେଦନ କରିଥିଲେ। ଆଉ ଟ୍ରାନ୍ସଫର ମଧ୍ୟ ହୋଇଥିଲେ। ବୋଧହୁଏ ସୌମ୍ୟ ଏହି ସମ୍ପର୍କରେ ଜାଣିବା ପରେ ଏଭଳି ଲେଖି ଥାଇପାରନ୍ତି। ଆଉ ଛା-ନଭି-ନ ସମୟରେ ସାଇଣ୍ଟିଫିକ ଦଳକୁ ଦୁଇଟି ଚୁ-କ୍ତିନା-ମା କାଗଜ ମିଳିଥିଲା। ସେଥିମଧ୍ୟରୁ ଗୋଟିଏ କାଗଜରେ ସୌମ୍ୟଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖାଯାଇଥିଲା। ତେବେ, ମୃ-ତ୍ୟୁ ପୂର୍ବରୁ ସୌମ୍ୟ କାହିଁକି ଏମିତି ଲେଖିଥିଲେ, ସେହି ଉପରେ ଅଧିକ ତ-ଦ-ନ୍ତ କରିବାକୁ ସୋମ୍ୟଙ୍କ ଭାଇ ଦା-ବି କରିଛନ୍ତି।

ଗତ ୧୨ ତାରିଖରେ ସୌମ୍ୟଙ୍କ ଶରୀରରେ ନି-ଆଁ ଲାଗିଯାଇଥିଲା। ଆଉ ଏ ନେଇ ତାଙ୍କ ଧର୍ମପତ୍ନୀ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଆଉ ପରେ ତାଙ୍କୁ ଗୁ-ରୁତ-ର ଅବସ୍ଥାରେ ଉ-ଦ୍ଧାର କରି ପାରଳାଖେମୁଣ୍ଡି ସ୍ତିତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁ-ରୁତ-ର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ୧୩ ତାରିଖ ଦିନ କଟକର ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଆଉ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *