ପୁଅ ଘର ପଠେଇଲେ ଅଜବ ପ୍ରକାରର ବିବାହ ନିମନ୍ତ୍ରଣ, ଯିବାପାଇଁ ପ୍ରସ୍ତୁତ ନୁହନ୍ତି ଅତିଥି,ଆପଣ ପଢନ୍ତୁ ନିମନ୍ତ୍ରଣରେ କଣ କଣ ଲେଖା ଅଛି !

ଆଜିକାଲି ସେଲିବ୍ରିଟିଙ୍କର ଜମାନା ଅଟେ|କିନ୍ତୁ କିଛି ଅଲଗା ଓ ଖାସ କରିବା ଚକ୍କରରେ ଲୋକମାନେ ବହୁବାର ଅଜବ କାମ କରିଥାନ୍ତି|ବିବାହର ମାହୋଲରେ ଲୋକମାନେ ଭଲଭାବରେ ଉପଭୋଗ କରିବା ପାଇଁ ଲୋକମାନେ ବହୁତ ଦାୟିତ୍ଵ ବିବାହ ପ୍ଲାନର ଉପରେ ନ୍ୟସ୍ତ କରିଦିଅନ୍ତି|କିଛି ଦିନ ପୂର୍ବେ ଏକ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହୋଇଥିଲା ଯାହାକୁ ଇଭେଣ୍ଟ ମ୍ୟାନେଜର ମେଲ ଜରିଆରେ ଅତିଥିକୁ ପଠେଇଥିଲେ|

ଏହି ଅଜବ ବିବାହ ନିମନ୍ତ୍ରଣରେ ଅତିଥିମାନଙ୍କ ପାଇଁ କିଛି ଖାସ ସର୍ତ୍ତ ବତାଯାଇ ଥିଲା|ଯେଉଁ ଅତିଥି ଏହି ସର୍ତ୍ତାବଳି ପାଳନ କରିବେ ସେ କେବଳ ଏହି ବିବାହର ଅଂଶୀଦାର ହେବେ|ମିଡିଆ ରିପୋର୍ଟ ଅନୁସାରେ ଏକ ୱଡିଙ୍ଗ ପ୍ଲାନର ବିବାହରେ ଆସିବା ପାଇଁ ଅତିଥିକୁ ଏକ ଇ-ମେଲ୍ ପଠେଇଥିଲେ|ମେଲ ଜରିଆରେ ସେ ବିବାହର କିଛି ନିୟମ ବତାଇଥିଲେ|ୱଡିଙ୍ଗ ପ୍ଲାନର ଇ-ମେଲ୍ ଜରିଆରେ ଲେଖିଥିଲେ ଗୁଡ୍ ମର୍ଣିଙ୍ଗ|ମୁଁ ସମସ୍ତ ଅତିଥିକୁ ଗିଣି କରି ଓ ବିବାହ ଦିନ କିଛି ନିୟମ ବିତାଇବାକୁ ଚାହେଁ|

Image

ମେଲରେ ସର୍ବପ୍ରଥମେ ପଚରାଯାଇଥିଲା ଯେ କ’ଣ ଆପଣ ପ୍ଲସ ୱନ ସହ ବିବାହରେ ସାମିଲ ହେବେ?ଏହା ପରେ ବିବାହରେ ସାମିଲ ହେବା ପାଇଁ କିଛି ନିୟମ ବତାଯାଇଥିଲା|

୧:ବିବାହରେ ୧୫-୩୦ ମିନିଟ ପୂର୍ବରୁ ପହଞ୍ଚନ୍ତୁ|

୨: ଦୟାକରି ଧଳା ବା କ୍ରିମ କଲର କପଡା ପିନ୍ଧନ୍ତୁ ନାହିଁ|

୩: ଦୟାକରି ପୂରା ଚେହରା ମେକ୍ଅପ କରନ୍ତୁ ନାହିଁ

୪: ବିବାହ ସମାରୋହ ସମୟରେ ରେକର୍ଡିଙ୍ଗ କରନ୍ତୁ ନାହିଁ

୫: ନିର୍ଦ୍ଦେଶ ନେଦବା ପର୍ଯ୍ୟନ୍ତ ଫେସବୁକରେ ଚେକ୍ ଇନ କରନ୍ତୁ ନାହିଁ

୬:କନ୍ଯା ସହ ବିଲକୁଲ କଥା ହୁଅନ୍ତୁ ନାହିଁ

୭:ସାଢେ ୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଗିଫ୍ଟ ଆଣନ୍ତୁ ନାହିଁ ନହେଲେ ଏଣ୍ଟ୍ରି ମିଳିବନାହିଁ|

ଏହି ସର୍ତ୍ତାବଳି ପଢି ଅତିଥି ବିବାହକୁ ଆସିବାକୁ ଡରୁଥିଲେ|କାହାକୁ ବି ବୁଝାପଡୁନଥିଲା ପ୍ରକୃତରେ ଏହି ନିମନ୍ତ୍ରଣ କେଉଁ ପ୍ରକାରର?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.