ଲେଡି ବାହୁବଳୀ ! ପିଠି ଉପରେ ସିଲିଣ୍ଡର ରଖି ଏବଂ ପିଲାକୁ ବସାଇ ଯୁବତୀ କଲେ ଏମିତି ଏକ୍ସରସାଇଜ, ଭିଡିଓ ଦେଖି ଚକିତ ହେଲେ ଲାକମାନେ,ଦେଖନ୍ତୁ ଭିଡ଼ିଓ

ଫିଟ ରହିବାପାଇଁ ଆଜିକାଲି ପୁରୁଷ ହେଉ କିମ୍ବା ମହିଳା ସମସ୍ତେ ଜିମ ଯାଉଛନ୍ତି | ଅନେକ ଲୋକ ଘରେ ମଧ୍ୟ ୱାର୍କଆଉଟ କିମ୍ବା ଯୋଗ କରିଥାନ୍ତି | କିନ୍ତୁ, ଏହି ଝିଅ ଯାହା କଲେ ତାକୁ ଦେଖି ଲୋକମାନଙ୍କ ଆଖି ଝଲସି ଗଲା | ବର୍ତ୍ତମାନ ଆପଣ ଭାବୁଥିବେ ଯେ ପ୍ରକୃତରେ ସେ ଏମିତି କଣ କଲେ ? ସୋସିଆଲ ମିଡିଆରେ ଆଜିକାଲି ଜଣେ ଫିଟନେସ ଫ୍ରୀକ ଯୁବତୀଙ୍କ ଭିଡିଓ ଭାଇରଲ ହେଉଛି, ଯିଏକି ବେଳେବେଳେ ସିଲିଣ୍ଡର ଉଠାଇ ୱାର୍କଆଉଟ କରୁଛନ୍ତି ତ ଆଉ କେତେବେଳେ ଟ୍ରାକ୍ଟର ଟାଣୁଛନ୍ତି |

ସୋସିଆଲ ମିଡିଆରେ ‘ଲେଡି ବାହୁବଳୀ’ ଙ୍କ ନାମରେ ପ୍ରସିଦ୍ଧ ଏହି ଯୁବତୀଙ୍କ ଭିଡିଓକୁ ଦେଖି ଆପଣଙ୍କ ଆଖି ଝଲସି ଉଠିବ | ଏହି ଯୁବତୀ ଏତେ କଠିନ ଏକ୍ସରସାଇଜ କରୁଛନ୍ତି, ଯାହାକୁ ସମସ୍ତେ କରିବା ସମ୍ଭବ ନୁହେଁ | ଭାଇରଲ ହେଉଥିବା ଭିଡିଓରେ ଝିଅଟି ଭାରି ରକମର ଗ୍ୟାସ ସିଲିଣ୍ଡର ନିଜ ପିଠି ଉପରେ ରଖି ଏକ୍ସରସାଇଜ କରୁଛନ୍ତି | ତାଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଏହା ଯେ ଏକ୍ସରସାଇଜ କରିବା ସମୟରେ ସେ ସିଲିଣ୍ଡର ସହିତ ଗୋଟିଏ ପିଲାକୁ ମଧ୍ୟ ନିଜ ପିଠି ଉପରେ ଠିଆ କରିଛନ୍ତି | ଏତେ କଠିନ ଏକ୍ସରସାଇଜ ସେ ସହଜରେ କରୁଛନ୍ତି, ତାଙ୍କୁ କିଛି ଅସୁବିଧା ହେଉନାହିଁ |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Shaili Chikara-Wonder Woman (@shaili_chikara)

ଏହି ଭିଡିଓକୁ ଦେଖି ଆପଣ ମଧ୍ୟ ଚିନ୍ତାରେ ପଡିଯାଇଥିବେ ନା ? ଯିଏ ବି ଏହି ଭିଡିଓ ଦେଖିଲା, ସେ ଆଶ୍ଚର୍ଯ୍ୟ ହୋଇଗଲା | ଇନ୍ସଟାଗ୍ରାମରେ ଏହି ଭିଡିଓକୁ shaili_chikara ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରଲ ହେଉଛି | ଲୋକମାନେ ଏହାକୁ କେବଳ ପରସ୍ପର ସହିତ ସେୟାର କରୁନାହାନ୍ତି ବରଂ ଏହି ଭିଡିଓରେ ଲାଇକ ଏବଂ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *