ନେଉଳ ଆଉ ସାପ ଲ-ଢେ-ଇ : ଦୁଇ ଜଣାଶୁଣା ଶତ୍ରୁଙ୍କ ମଧ୍ୟରେ ଜୋରଦାର ଲ-ଢେ-ଇ,ଲୋକମାନେ ଦେଖି ହୋଇଗଲେ ଚକିତ,ଦେଖନ୍ତୁ ଭିଡ଼ିଓ

ସାପ ଓ ନେଉଳ ମଧ୍ୟରେ ଶତ୍ରୁତା ଆପଣ ଶୁଣିଥିବେ ଓ ତାଙ୍କ ମଧ୍ୟରେ ଲ-ଢେ-ଇ ବହୁବାର ଭିଡିଓରେ ଦେଖିଥିବେ|ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦୁଇ ଜଣାଶୁଣା ଶତ୍ରୁଙ୍କ ମଧ୍ୟରେ ଲ-ଢେ-ଇ ଦେଖିବାକୁ ମିଳିଛି|ଲୋକମାନେ ଏହି ଲ-ଢେ-ଇ-କୁ ଏକ ଲୟରେ ଦେଖୁଛନ୍ତି|

ପ୍ରକୃତରେ ଆଇଏଫ୍ଏସ୍ ଅଫିସର ସୁଶାନ୍ତା ନନ୍ଦା ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ଟୁଇଟ୍ କରିଛନ୍ତି, ଯେଉଁଥିରେ ଗୋଟିଏ ସାପ ଓ ନେଉଳର ଲଢାଇ ଦେଖିବାକୁ ମିଳିଛି|ଯାହାକୁ ଯଦି ଆପଣ ମଧ୍ୟ ଦେଖିବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଓ ଭାବିବେ କି ଶେଷରେ ବିଜୟ କାହାର ହେବ|କହିରଖେ ଯେ ୪୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି ଯେ କିଛି ପଥର ପାଖରେ ବା ଗଛ ତଳରେ ବସିବା ପାଇଁ ତିଆରି ହୋଇଥିବା ଜାଗାରେ ପ୍ରଥମେ ଗୋଟିଏ ସାପ ଓ ନେଉଳ ଲଢୁଥିଲେ|ଯାହାପରେ ସାପ ନେଉଳ ଠାରୁ ବଞ୍ଚିକି ତଳେ ମାଟିରେ ପଡେ ଓ ପୁଣି ନେଉଳ ତା ଉପରେ ଆ-କ୍ର-ମ-ଣ କରିଥାଏ|ଭିଡିଓରେ ସଫାସଫା ଦେଖାଯାଏ ଯେ ସାପ ନେଉଳର ଆକ୍ରମଣରୁ ବଞ୍ଚିବା ପାଇଁ ବାରମ୍ବାର ଚେଷ୍ଟା କରିଥାଏ ବାରମ୍ବାର ଫଣାରେ ଆ-କ୍ର-ମ-ଣ କରି ବଞ୍ଚିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ନେଉଳ ତା ପିଛା ଛାଡୁନଥାଏ|ଏହାପରେ ସାପ ଘୋଷାଡି ଘୋଷାଡି ହୋଇ ଏକ ନଦୀ ତଟରେ ପହଞ୍ଚି ଯାଏ,ଓ ନେଉଳ ତା ପିଛା କରି ସେଠାକୁ ମଧ୍ୟ ଯାଇଥାଏ|ଭିଡିଓ ଏଇଠି ଶେଷ ହୋଇଯାଏ କିନ୍ତୁ ଦର୍ଶକଙ୍କ ମନରେ ଉଠୁଥିବା ପ୍ରଶ୍ନ ଶେଷ ହୁଏ ନାହିଁ|ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଶେଷରେ କିଏ ଜିତିଲା?

ଆପଣଙ୍କୁ କହିରଖେ ଯେ ଏହି ଭିଡିଓକୁ ହଜାର ହଜାର ଲୋକ ଦେଖି ସାରିଲେଣି|ଜଣେ ୟୁଜର ପଚାରିଛନ୍ତି ଶେଷରେ କିଏ ଜିତିଲା|ତ ଜଣେ ୟୁଜର ଲେଖିଛନ୍ତି ନେଉଳ ଜିତିଥିବ|ଜଣେ ୟୁଜର ଲେଖିଛନ୍ତି ନେଉଳ ଉପରେ ସାପ ବିଷ ବିଶେଷ ଭାବରେ କୋବ୍ରାର ପ୍ରଭାବ ପଡେ ନାହିଁ ଏଥିପାଇଁ ସାପ ସହ ଲଢ଼ିବାକୁ ସକ୍ଷମ ହୋଇଥାଏ|

ଆପଣ ତ ଜାଣନ୍ତି ସାପ ଓ ନେଉଳ ମଧ୍ୟରେ ପାରମ୍ପରିକ ଶ-ତ୍ରୁ-ତା ରହିଛି|ଯେଉଁଥିରେ ସବୁବେଳେ ଦୁହେଁ ଲହୁଲୁହାଣ ହୋଇଯାଆନ୍ତି ଓ ଅଧିକାଂଶ ବେଳେ ନେଉଳ ଜିତିଥାଏ|ଆପଣଙ୍କୁ କହିରଖେ ଯେ ନେଉଳର ଡିଆଁ ଓ ଗଜବ ଫୁର୍ତ୍ତି ଫଳରେ ସେ ସାପଠାରୁ ବଞ୍ଚିଯାଏ|ଏହାସହ ନେଉଳ ଶରୀରରେ ସାପ ସହ ଲଢ଼ିବାକୁ ଏଣ୍ଟିଡୋଟ ଥାଏ ଫଳରେ ସେ ବାହାଦୂରୀ ସହ ସାପର ସାମନା କରିପାରେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *