ଦେଖନ୍ତୁ ଭିଡ଼ିଓ :ବର କନ୍ୟା ହେଲିକପ୍ଟରରେ ବାଣ୍ଟିଲେ ବାହାଘର କାର୍ଡ, ଲୋକମାନେ ଦେଲେ ଖତରନାକ୍ ପ୍ରତିକ୍ରିୟା

ଲୋକମାନେ ନିଜର ବିବାହ ସହ ଜଡ଼ିତ ସମସ୍ତ ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି|ଆଜିକାଲି ଥିମ ବିବାହ ବହୁତ ବଢିଗଲାଣି|ଯେଉଁ ଲୋକଙ୍କ ପାଖରେ ଟଙ୍କାର ଅଭାବ ନଥାଏ ସେ ନିଜର ଵିବାହରେ ପାଣିଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି|ସୋସିଆଲ ମିଡିଆରେ ବିବାହର ଏକ ଗଜବ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର କନ୍ୟାର ଅନ୍ଦାଜ ଦେଖିବା ଯୋଗ୍ୟ|

ଭାରତୀୟ ପରିବେଶରେ ବିବାହ ପୂର୍ବରୁ ତାର କୈାଣସି କାର୍ଡ ବାଣ୍ଟିବା କୈାଣସି ଉତ୍ସବରୁ କମ ମାନାଯାଏ ନାହିଁ|ସୋସିଆଲ ମିଡ଼ିଆ ସାଇଟ ଇନଷ୍ଟାଗ୍ରାମରେ ବିବାହ କାର୍ଡ ବାଣ୍ଟିବାର ଏକ ଗଜବ ରିଲ୍ସ ଭାଇରାଲ ହେଉଛି|ଏହାକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ କିଛି ଲୋକ ଏହାକୁ ଟଙ୍କା ବରବାଦ ବୋଲି କହୁଛନ୍ତି|ଏହି ବିବାହ ଭିଡିଓରେ ହେବାକୁ ଥିବା ବରକନ୍ୟା ହେଲିକପ୍ଟରରେ ନିଜର ବିବାହ କାର୍ଡ ବାଣ୍ଟୁଛନ୍ତି|

ଏହି ରିଲ୍ସ ଭିଡିଓକୁ ଦୁଲହନିଆ ଡଟ୍ କମରେ ସେୟାର କରାଯାଇଛି|ଏଥିରେ କନ୍ୟା ଲେହେଙ୍ଗା ଓ ଭରପୁର ଜୁଏଲାରୀରେ ନଜରକୁ ଆସୁଛି|କନ୍ୟାର ହସ ଓ ଚେହରା ଉଜ୍ଜ୍ୱଳ ଦେଖାଯାଉଛି|ତାର ବିବାହର ଖୁସି ଦେଖାଯାଉଛି|ସେ କାନରେ ହେଡଫୋନ ଲଗାଇଥିବା ଦେଖାଯାଉଛି|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Dulhaniyaa.com-Indian Weddings (@dulhaniyaa)

ଏହି ଭାଇରାଲ ଭିଡିଓକୁ ୭ ଲକ୍ଷ ୯୪ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି|ଏଥିରେ ଅଧିକାଂଶ ପ୍ରତିକ୍ରିୟା ନେଗେଟିଭ୍|ଲୋକମାନେ ଏହାକୁ ଜବରଦସ୍ତ ଦେଖେଇ ହେବା ଓ ପଇସା ବରବାଦ ବୋଲି କହୁଛନ୍ତି|କିଛି ୟୂଜର ଜାଣିବାକୁ ଚାହୁଁଛନ୍ତି କେଉଁ ବନ୍ଧୁଙ୍କ ପାଇଁ କାର୍ଡ ରାସ୍ତାରେ ଉଡାଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.