ଯାହାସବୁ ଭୁଲ ହୋଇଛି କ୍ଷମା କରିଦିଅ…ମୋର ବାହା ହୋଇ ଭୁଲ ହୋଇଗଲା…

ମୋର ବାହା ହୋଇ ଭୁଲ ହୋଇଗଲା… ଭୁଲ ଯାହା ହୋଇଛି ତାହାକୁ କ୍ଷମା କରିଦିଅ… ମୁଁ ଚରିତ୍ରହୀନ ନୁହେଁ, ତୁମେ ଚରିତ୍ରହୀନ… ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କର ସରକାରୀ ଆବାସରୁ ଶୁକ୍ରବାର ଦିନ ମିଳିଛି ଏହି ହାତ ଲେଖା ଚିଠି। ଏକ ଲେଟର ପେଡରେ ସୌମ୍ୟରଞ୍ଜନ ଏହିପରି ଭାବରେ ଲେଖିଛନ୍ତି ବୋଲି ଆଲୋଚନା କରାଯାଉଛି। ତେବେ ଏହିପରି ହାତ ଲେଖା ସୌମ୍ୟରଞ୍ଜନଙ୍କର କି ଆଉ କାହାର ତାହା ସ୍ପଷ୍ଟ ହୋଇନାହିଁ। ଯଦି ହାତ ଲେଖା ସୌମ୍ୟରଞ୍ଜନଙ୍କର ହୋଇଥିବ, ତେବେ ସୌମ୍ଯରଞ୍ଜନ ଏମିତି କାହିଁକି ଲେଖିଥିଲେ?

ଶୁକ୍ରବାର ଦିନ ସାଇଣ୍ଟିଫିକ ଦଳ ସୌମ୍ୟରଞ୍ଜନଙ୍କ ସରକାରୀ ଆବାସରେ ଯା-ଞ୍ଚ କରିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ବହୁତ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଥିଲା। ସାଇଣ୍ଟିଫିକ ଦଳ ସରକାରୀ ବାସ ଭବନରୁ ସୌମ୍ୟରଞ୍ଜନଙ୍କ ଲାପଟପ, ମୋବାଇଲ, ନୋଟପ୍ୟାଡ(୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜ-ବତ କରିଛି। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟରଞ୍ଜନ ଲେଖିଛନ୍ତି ବୋଲି ଆଲୋଚନା ହେଉଛି। ସେଥିରେ ଲେଖାଯାଇଛିକି, ମୁଁ ୧୫ ତାରିଖ ପରେ ଚା-ପମୁ-କ୍ତ ହୋଇଯିବି। ତେବେ ଏଠାରେ ପ୍ରଶ୍ନ ଉଠୁଛୁକି ସେ କାହାଠାରୁ ଚା-ପମୁ-କ୍ତ ହେବାକୁ ଚାହୁଁଥିଲେ।

ଏହି ହାତଲେଖାକୁ ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତିଯେ, ସୌମ୍ୟରଞ୍ଜନ ବଦଳି ପାଇଁ ଆବେଦନ କରିଥିଲେ। ବଦଳି ମଧ୍ୟ ହୋଇଯାଇଥିଲା। ଏହାର ଆଭାସ ପାଇବା ପରେ ବୋଧହୁଏ ସୌମ୍ୟରଞ୍ଜନ ଏହିଭଳି ଲେଖି ଥାଇପାରନ୍ତି। କେବଳ ସେତିକି ନୁହେଁ, ଯାଞ୍ଚ ସମୟରେ ଯେଉଁ ଦୁଇଟି ଚୁ-କ୍ତିନା-ମା କାଗଜ ମିଳିଛି, ସେଥିରେ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବେ ବୋଲି ଲେଖିଛନ୍ତି। ମୃ-ତ୍ୟୁ ପୂର୍ବରୁ ସେ ଏପରି କାହିଁକି ଲେଖିଥିଲେ, ତାହାର ତ-ଦ-ନ୍ତ କରାଯିବା ଆବଶ୍ୟକ ବୋଲି ସୌମ୍ୟରଞ୍ଜନଙ୍କ ଭାଇ ମାନସ କହିଛନ୍ତି।

Google

ଗତ ୧୨ ତାରିଖ ଦିନ ରାତିରେ ସୌମ୍ୟଙ୍କ ଶରୀରରେ ନି-ଆଁ ଲାଗିଯାଇଥିଲା। ତାଙ୍କର ପତ୍ନୀ ବିଦ୍ୟାଭାରତୀ ଏ ସମ୍ବନ୍ଧରେ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କର ଗୁ-ରୁତ-ର ଅବସ୍ଥାରେ ପାରଳାଖେମୁଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁ-ରୁତ-ର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଦିଆଯାଇଥିଲା। ୧୩ ତାରିଖ ଦିନ କଟକର ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ସେଠାରେ ମୃ-ତ୍ୟୁ ହୋଇଯାଇଥିଲା।

ତେବେ ଏଠାରେ ପ୍ରଶ୍ନ ଉଠୁଛୁକି ସୌମ୍ୟରଞ୍ଜନଙ୍କ ଶରୀରରେ କେମିତି ନି-ଆଁ ଲାଗିଲା? ଏ ବିଷୟରେ ତାଙ୍କର ପତ୍ନୀ ଆଦୌ ମୁହଁ ଖୋଲୁନଥିଲେ। ପରେ ଏହି ଘ-ଟ-ଣାରେ ସୌମ୍ୟରଞ୍ଜନଙ୍କର ପତ୍ନୀ, ପାରଳାଖେମୁଣ୍ଡି ଡିଏଫଓ ଓ ରୋଷେୟାଙ୍କ ସଂପୃକ୍ତି ରହିଥିବା ଅଭି-ଯୋଗ କରିଥିଲେ ତାଙ୍କର ବାପା ଅଭିରାମ ମହାପାତ୍ର। ଏପରିକି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ବୋହୂ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଛି ବୋଲି ଅଭି-ଯୋଗ ଥିଲା। ଏହି ସମସ୍ତ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିବାର ସୌମ୍ୟରଞ୍ଜନଙ୍କ ବାପା ନିଜ ଏ-ତ-ଲାରେ ଦର୍ଶାଇଛନ୍ତି। ସୌମ୍ୟରଞ୍ଜନଙ୍କ ବାପାଙ୍କର ଅଭି-ଯୋଗ ଆ-ଧା-ରରେ ପାରଳାଖେମୁଣ୍ଡି ପୋ-ଲି-ସ ଅପ-ରାଧୀକ ଷ-ଡଯ-ନ୍ତ୍ରମୂଳକ ହ-ତ୍ୟା ମା-ମ-ଲା ରୁଜୁ କରି ଘ-ଟ-ଣାର ତ-ଦନ୍ତକୁ ଜା-ରି ରଖିଛନ୍ତି।

ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲାରେ ପୋ-ଲି-ସର ଯା-ଞ୍ଚ ପ୍ରକ୍ରିୟା ଉପରେ ପରିବାର ଲୋକ ସନ୍ଦେହ ପ୍ରକଟ କରୁଛନ୍ତି। କାରଣ ଥା-ନାରେ ଏହି ମା-ମଲା ରୁ-ଜୁ ହେବାର ୪ ଦିନ ବିତି ସାରିଥିଲେ ମଧ୍ୟ ପୋ-ଲିସ ଏ ପର୍ଯ୍ଯନ୍ତ କେବଳ ରୋଷେୟାଙ୍କୁ ପଚରା ଉଚୁରା କରିଛି। କିନ୍ତୁ ଏ ପର୍ଯ୍ୟନ୍ତ ଡିଏଫଓ ଓ ସୌମ୍ୟରଞ୍ଜନଙ୍କର ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରାଯାଇ ନାହିଁ। ତେବେ ଏ ବିଷୟରେ ଗଜପତି ଏସପି‌ ତପନ କୁମାର ପଟ୍ଟନାୟକ କହିଛନ୍ତିଯେ, ଶୁକ୍ରବାର ଦିନ ସାଇଣ୍ଟିଫିକ ଦଳ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ କରିଛନ୍ତି। ବର୍ତ୍ତମାନ ଅ-ଭିଯୋ-ଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କର ବୟାନକୁ ରେ-କର୍ଡ କରାଯାଇଛି। ଅନ୍ୟମାନଙ୍କ ନିକଟରେ ମଧ୍ୟ ପୋ-ଲିସ ପହଞ୍ଚି ତ-ଦନ୍ତ କରିବ। ଏଥିପାଇଁ ଏକ ଦଳ ଗଠନ କରାଯାଇଛି। ଏହି ଦଳ ଡିଏଫଓ ଓ ସୌମ୍ୟରଞ୍ଜନଙ୍କ ସ୍ତ୍ରୀଙ୍କୁ ଜେରା କରିବ। ଘ-ଟ-ଣାର ସବୁଦିଗରୁ ଏହାର ତ-ଦ-ନ୍ତ କରାଯିବ। ପାରଳାଖେମୁଣ୍ଡିର ଏସପି କହିଛନ୍ତିଯେ, ଯିଏ ଦୋ-ଷୀ ବୋଲି ଜଣାପଡିବ ତାଙ୍କ ବି-ରୋ-ଧରେ ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *