୪ଟି ଆଖି ଓ ୫ଟି ଓଠ ଥିବା ଝିଅର ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ,କିଛି ମିନିଟରେ ହେଲାଭିଡ଼ିଓଭାଇରାଲ,ଆପଣ ମଧ୍ୟ ଭିଡ଼ିଓ ଦେଖନ୍ତୁ

ଆପଣ ଏବେପର୍ଯ୍ୟନ୍ତ ବହୁତ ଅଜବ କଳାକାର ଓ ତାଙ୍କ କଲକାରୀକୁ ଦେଖିଥିବେ। କିନ୍ତୁ ସୋସିଆଲ ମିଡ଼ିଆରେ ଆଜିର ଦିନରେ ଏକ ଭିଡ଼ିଓ ଭାଇରାଲ ହେଇଛି ଯାହାକୁ ଦେଖି ଆପଣ ନିଜ ମୁଣ୍ଡରେ ହାତ ଦେଇଥିବେ। ଭିଡ଼ିଓରେ ଭାଇରାଲ ହେଉଥିବା ଏହି ଝିଅଟି ମୁହଁରେ ଆର୍ଟିଷ୍ଟ ଏହିପରି ଆର୍ଟ କରିଛନ୍ତି ଯେ, ଆପଣ ଦେଖିଲେ ମଧ୍ୟ ଝିଅଟିର ଅସଲ ଆଖି,ନାକ,ଓଠ ଓ ମୁହଁ ଜାଣି ପାରିବେନାହିଁ।

ଭାଇରାଲ ହେଉଥିବା ଏହି ଝିଅଟିର ମୁହଁରେ ଆର୍ଟିଷ୍ଟ ବହୁତ ସାରା ଆଖି, ନାକ, ଓଠ ବନାଇ ଦେଇଛନ୍ତି, ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ଝିଅଟିର ଅସଲ ଆଖି,ନାକ ଓ ଓଠକୁ ଜାଣି ପାରିବେନାହିଁ। ଆର୍ଟିଷ୍ଟ ଏହିପରି ଗଜବ ପେଣ୍ଟିଂ କରିଛନ୍ତି ଯାହାଦ୍ୱାରା ଏହି ଫୋଟୋ ଭିତରେ ପଶିଯିବେ।

ଏହି ଭିଡ଼ିଓକୁ ଟ୍ୱିଟରରେ ଏନବିଏ ପୂର୍ବ ଖେଳାଳି ରେକ୍ସ ଚାପମ୍ୟାନ ଶେୟର କରିଛନ୍ତି। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଲୋକମାନେ ଏହି ଭିଡ଼ିଓରେ ବହୁତ ସାରା କମେଣ୍ଟ କରୁଛନ୍ତି। ଭିଡ଼ିଓକୁ ଏବେପର୍ଯ୍ୟନ୍ତ 4 ଲକ୍ଷରୁ ଅଧିକବାର ଦେଖାଯାଇ ସାରିଛି। ଆର୍ଟିଷ୍ଟଙ୍କ ଏହି କଳାକାରୀ ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା? କଣ ଆପଣଙ୍କୁ ଝିଅଟିର ଆଖି,ନାକ,କାନ ମିଳିଲା କି?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.