କଣ ଆପଣଙ୍କର ମଧ୍ୟ ଦରକାର ଟଙ୍କା ? ତା ହେଲେ ଏଠାରୁ ଗୋଟିଏ ମିନଟରେ ନିଅନ୍ତୁ ୧୦ ଲକ୍ଷ ଟଙ୍କାର ଲୋନ,ଜାଣନ୍ତୁ ଏହାବିଷୟରେ ସବୁକିଛି

ଯଦି ଆପଣଙ୍କୁ ଟଙ୍କାର ବହୁତ ଆବଶ୍ୟକତା ରହିଛି ତାହେଲେ ଆପଣଙ୍କୁ ମଧ୍ୟ ଆଉ କେଉଁଠିକୁ ଯିବାକୁ ପଡ଼ିବ ନାହିଁ। ଏବେ ଆପଣଙ୍କୁ ମାତ୍ର କିଛି ମିନିଟରେ 1 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ। ଆମେ ଏଠାରେ କଥା ହେଉଛୁ ଉଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର। ବ୍ୟାଙ୍କ ଏବେଏବେ ଘୋଷଣା କରିଛି ସେ ଗ୍ରାହକଙ୍କୁ 10 ଲକ୍ଷ ଟଙ୍କା ଲୋନ ମାସିକ କିସ୍ତି ଆଧାରରେ ବହୁତ ସହଜରେ ଦେବ।

ଜାଣନ୍ତୁ କେମିତି ମିଳିବ ଏହି ଲୋନ?:-

ଆପଣଙ୍କୁ ଜଣାଇଦେଉଛୁ କି, ବ୍ୟାଙ୍କ ଏହି ସୁବିଧା ପାଇଁ ଡିଜିଟାଲ ରୂଣଦାତା ଓ ଫିନଟେକ ପ୍ଲାଟଫର୍ମ, ଲୋନଟ୍ୟାପ ସହିତ ଏକ ରଣନୀତିକ ବୁଝାମଣା କରିବ। ଏହି ପଦକ୍ଷେପ ଉଜୀବନ ର ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏପିଆଇ ରୂପରେ ଆସିଛି। ଏହି ପହେଲି ମାଧ୍ୟମରେ 150 ରୁ ଅଧିକ API ଉପଲବ୍ଧ କରାଯିବ, ଯାହାକି ଡିଜିଟାଲି ଆଧାର, ଡିଜିଟାଲ ନେଣଦେଣକାରୀ ଓ ଫିନଟେକକୁ ଭରଣା ଉଦ୍ଧେଶ୍ୟରେ ଦ୍ରୁତ ଓ ସୁରକ୍ଷିତ ଟାଇ-ଅପ ପେଶକଶ କରିବ। ଏହି ପଦକ୍ଷେପ ଲୋନଟ୍ୟାପ ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକଙ୍କ ଏକ ବଡ଼ ଶ୍ରେଣୀକୁ ବିତ୍ତୀୟ ସୁବିଧା ଉଦ୍ଧେଶ୍ୟରେ ଆସିଛି।

10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ:-

ଗ୍ରାହକ କିଛି ମିନିଟରେ ବହୁତ ସହଜରେ କ୍ରେଡିଟ ଉପରେ ସ୍ଵୀକୃତି ପ୍ରାପ୍ତ ଲରିପାରିବେ। ଲୋନଟ୍ୟାପ ଏବେପର୍ଯ୍ୟନ୍ତ ନିଜ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 32,000 ଗ୍ରାହକଙ୍କୁ ସେବା ପ୍ରଦାନ କରିଛି। ଏହି ତଥ୍ୟକୁ ଯୋଡ଼ା ଆଧାରରେ ଉଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲୋନଟ୍ୟାପ ପ୍ଲାଟଫର୍ମରେ ଅଧିକତମ 48 ମାସର କାର୍ଯ୍ୟକାଳ ସହିତ 1 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ରୂଣ ପ୍ରଦାନ କରିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *