ସାବଧାନ : ବ୍ଲଡ଼ ସୁଗାର ବଢିଲେ ମୁହଁରେ ଦେଖାଯାଇଥାଏ ଏହି ୩ଟି ସଂକେତ,ଏହାର ପ୍ରାଥମିକତା ଉପରେ ଦିଅନ୍ତୁ ଧ୍ୟାନ ନହେଲେ ପରେ ହୋଇପାରେ ….

ଡାଇବେଟିସ ଲକ୍ଷଣ: ରକ୍ତ ରେ ଯେତେବେଳେ ଗ୍ଲୁକୋଜ ମାନେ ସୁଗାର ର ମାତ୍ରା ବଢିଯାଏ ସେତେବେଳେ ଡାଇବେଟିସ ହୋଇଯାଇଥାଏ। ଡ଼କ୍ଟରଙ୍କ ମାନିବା ହେଉଛି ଯଦି ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଯାଏ ତାହେଲେ ଓରାଲ ରିଲେଟେଡ଼ ସମସ୍ୟା ହେବାକୁ ଲାଗିଥାଏ। ଏଥିରେ ମୁହଁରେ ଯନ୍ତ୍ରଣା, ଇଂଫେକ୍ସନ ଓ ଅନ୍ୟ ସମସ୍ୟା ମଧ୍ୟ ହୋଇପାରେ। ଆସନ୍ତୁ ଏହାକୁ ବିସ୍ତାରିତ ଭାବରେ ଜାଣିବା।

ଶୁଖିଲା ପାଟି:-

ଡାଇବେଟିସ ର ସାଧାରଣ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ହେଉଛି ପାଟି ଶୁଖିଲା ପଡ଼ିଯିବା। ଏଥିରେ ବ୍ୟକ୍ତିର ମୁହଁରେ ଥିବା ସଲାଇଭା ଲାଳର ମାତ୍ରା କମ ହୋଇଯାଇଥାଏ। ଏଥିରେ ପାଟିରେ ଜଳୀୟ ଅଂଶର ଅଭାବ, ଯନ୍ତ୍ରଣା ଲାଗିବା, ଛାଲ ଛାଡ଼ିବା, ଓରାଲ କ୍ୟାଭିଟୀ ଓ ଖାଦ୍ୟ ଚୋବାଇବା ଖାଦ୍ୟକୁ ଗିଳିବାରେ ସମସ୍ୟା ହୋଇପାରେ। ଟାଇପ 1 ଓ ଟାଇପ 2 ଡାଇବେଟିସ ରୋଗୀଙ୍କ ଠାରେ ପ୍ରାରମ୍ଭିକ ସମସ୍ୟା ମୁହଁ ଶୁଖିଲା ହୋଇଯିବା, ଏଥିପାଇଁ ଲୋକଙ୍କୁ ବାରମ୍ବାର ଶୋଷ ହୋଇଥାଏ।

କେମିତି ଏଥିରୁ ମୁକ୍ତି ପାଇବା:-

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମୁହଁର ଶୁଖିଲାପଣ ରୁ ମୁକ୍ତି ପାଇବାପାଇଁ ଘରୋଇ ଚିକିତ୍ସା ସବୁଠୁ ଫଳପ୍ରଦ ଅଟେ। ସେହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ଯେଉଁ ଖାଦ୍ୟରେ ଚିନି, ଆର୍ଟିଫିସିଆଲ ଓ କ୍ୟାଫିନ ମହଜୁଦ ରହିଛି। ଏହାବ୍ୟତୀତ ଭରପୁର ମାତ୍ରାରେ ପାଣି ପିଅନ୍ତୁ। ଖାଦ୍ୟ ଖାଇବାପରେ ଭଲ ଭାବରେ ପାଟି ସଫା କରନ୍ତୁ ଓ ଆଲକହଲ ଯୁକ୍ତ ମାଉଥୱାସ ବ୍ୟବହାର କରନ୍ତୁ।

ସ୍ୱାଦ ଭଲ ନଆସିବା:-

ଶରୀର ରେ ସୁଗାର ଲେଭେଲ ବଢିଯିବାରୁ ପାଟିକୁ ସ୍ୱାଦ ଭଲ ଭାବରେ ଆସିନଥାଏ। ଆମେରିକାନ ଡାଇବେଟିସ ଆସୋସିଏସନ ମୁତାବିକ, ଟାଇପ 1 ଡାଇବେଟିସ ସହ ଗ୍ରସ୍ତ ଥିବା ରୋଗୀଙ୍କୁ ଏହି ଚିନ୍ତା ବହୁତ ଅଧିକ ହୋଇଥାଏ।

ଜାଣନ୍ତୁ ଘରୋଇ ଉପାୟ:-

ପାଟିର ସ୍ଵାଦକୁ ପୂର୍ବଭଳି ବନାଇ ରଖିବାପାଇଁ ଆପଣଙ୍କୁ କିଛି କଥାର ଧ୍ୟାନ ନିତାନ୍ତ ରଖିବା ଆବଶ୍ୟକ। ପ୍ରତିଦିନ ଭରପୁର ମାତ୍ରାରେ ପାଣି ପିଅନ୍ତୁ। ଖାଦ୍ୟରେ ମସଲା ଯୁକ୍ତ ଜିନିଷ ବ୍ୟବହାର କରନ୍ତୁ। ଏଥିରେ ମୁହଁର ମେଟାଲିକ ଟେଷ୍ଟକୁ କମ କରାଯାଇ ପାରିବ।

ମୁହଁରୁ ଦୁର୍ଗନ୍ଧ ଆସିବା:-

ଏକ ଅଧ୍ୟୟନ ମୁତାବିକ, ମୁହଁରୁ ଗନ୍ଧ ବାହାରିବା ଡାଇବେଟିସ 2 ର ଏକ ଲକ୍ଷଣ ଅଟେ। ରିପୋର୍ଟ ଅନୁସାରେ, ମଧୁମେହ ରୋଗୀଙ୍କ ଶରୀରରେ ଗ୍ଲୁକୋଜ ସ୍ତର କେବଳ ରକ୍ତରେ ନୁହେଁ ବରଂ ମୁହଁରେ ମଧ୍ୟ ବଢ଼ିଥାଏ। ଏମିତିରେ ମୁହଁରେ ଥିବା ବ୍ୟାକ୍ଟେରିଆ ଏହି ଗ୍ଲୁକୋଜକୁ ନିଜର ଆହାର ବନାଇଥାନ୍ତି। ଏହି କାରଣ ପାଇଁ ପାଟିରେ ଦୁର୍ଗନ୍ଧ ଆସିଥାଏ।

ଏଥିରୁ ମୁକ୍ତି ପାଇବାର ଉପାୟ:-

ପାଟି ଗନ୍ଧ ହେଉଥିବା ଲୋକଙ୍କୁ ଅତ୍ୟଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ। ଏହାସହ କିଛି କିଛି ବିଳମ୍ବରେ ଖାଦ୍ୟ ଖାଇବାକୁ ରହିବ। ଏମିତିରେ ଆପଣ ଦେଖିଥିବେ ଖାଲି ପେଟରେ ମଧ୍ୟ ମୁହଁରୁ ଗନ୍ଧ ବାହାରିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *