ଦେଖନ୍ତୁ ଭିଡ଼ିଓ : ବ୍ୟକ୍ତି ଜଣଙ୍କର ଟ୍ୟାଲେଣ୍ଟ ଦେଖି ବଡ଼ ବଡ଼ ଲୋକ ମଧ୍ୟ ହଇରାଣ,ଭିଡ଼ିଓ ଦେଖି ଆପଣ ମଧ୍ୟ କହିବେ “ବାଃ ମୋ ଦେଶର ପୁଅ”

ଏହି ଦୁନିଆରେ ଟ୍ୟାଲେଣ୍ଟର କୌଣସି ଅଭାବ ନାହିଁ। କେତେଥର ଏହାକୁ ଦେଖାଇବାର ମୌକା ମଧ୍ୟ ଆସିଥାଏ। କେତେଥର ପରିସ୍ଥିତି ଏହାକୁ ଆଗକୁ ଆସିବାକୁ ନାହିଁ। କିନ୍ତୁ ସୋସିଆଲ ମିଡ଼ିଆ କାରଣରୁ ଜିନିଷ ବହୁତ ସହଜରେ ଲୋକଙ୍କ ପାଖରେ ପହଞ୍ଚି ଯାଉଛି। ଏହାମଧ୍ୟରେ ଏକ ଭିଡ଼ିଓ ସାମ୍ନାକୁ ଆସୁଛି। ଯାହାକୁ ଦେଖି ବଡ଼ ବଡ଼ ଲୋକଙ୍କର ମଧ୍ୟ ହୋସ ଉଡ଼ିଯିବ। ଯେକେହିବି ଦେଖୁଛି ଏହାର ପ୍ରଶଂସା କରୁଛି।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସାମ୍ନାକୁ ଆସୁଛି ଯେଉଁଥିରେ ବ୍ୟକ୍ତିଟି ହାଇ ଜମ୍ପ କରୁଥିବାର ନଜର ଆସୁଛି। ବ୍ୟକ୍ତି ଜଣକର ଅନ୍ଦାଜ ଦେଖି ଲୋକମାନେ ନିଜ ଆଖି ଉପରେ ବିଶ୍ୱାସ କରି ପାରୁନାହାନ୍ତି। ଭିଡ଼ିଓରେ ଆପଣ ଦେଖିପାରିବେ କେଉଁଭଳି ଭାବରେ ବ୍ୟକ୍ତି ଜଣକ ଖଟ ଯୋଗାଡ଼ କରି ଏହା ଉପରେ ଡିଆଁ ମାରୁଛି। ସବୁଠାରୁ ବଡ଼ କଥା ଏହାକି ଯେ, ବ୍ୟକ୍ତିଟି ଏଥିରେ ସଫଳତା ଲାଭ ମଧ୍ୟ କରୁଛି।

ଆସନ୍ତୁ ଦେଖିବା ସେହି ଭିଡ଼ିଓ:-

ଭିଡ଼ିଓ ଦେଖି ଆପଣ ହଇରାଣ ହୋଇ ଯାଉଥିବେ କିନ୍ତୁ ଆପଣଙ୍କ ମନ କହିବ, “ବାଃ ମୋ ଦେଶର ପୁଅ”। ଲୋକମାନେ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି। ଏହାସହ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି। କେତେକ ଲୋକ ମଧ୍ୟ ଏହାକୁ ଆଗକୁ ଶେୟର କରୁଛନ୍ତି। ଫେସବୁକ ରେ ଏହି ଭିଡ଼ିଓକୁ Nitesh Kumar ଶେୟର କରିଥିଲେ। ସେ ଭିଡ଼ିଓ ଶେୟର କରି ଲେଖିଥିଲେ, ହୀରା ଭାରତରେ ମଧ୍ୟ ରହିଛି, ଏହାକୁ ଖୋଜିବାର କେବଳ ବାକି ରହିଛି। ଏହି ଭିଡ଼ିଓକୁ ଏବେପର୍ଯ୍ୟନ୍ତ 27 ହଜାର ରୁ ଅଧିକବାର ଦେଖାଯାଇଛି। ଏକ ହଜାର ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି। ଏଥିରେ ଲୋକମାନେ ନିଜର ଶାନନ୍ଦର ରିଆକ୍ସନ ମଧ୍ୟ ଦେଉଛନ୍ତି ଯେପରିକି ଜଣେ ୟୁଜର୍ସ ଲେଖିଥିଲେ,’ ଏହା ହେଉଛି ଭାରତ, ସାବାସ। ଆଉଜଣେ ଲେଖିଥିଲେ, ଶାନଦାର ଦେଶୀ ଯୋଗାଡ଼।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *