୨୦୨୧-୨୨ ଶିକ୍ଷା ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ୟୁଜିସିର ଗାଇଡଲାଇନ; ଅକ୍ଟୋବର ୧ରୁ ଆରମ୍ଭ ହେବ ପାଠପଢ଼ା

ଦେଶରେ କରୋନା ମହାମାରୀ ଭ-ୟାଭ-ୟ ସମୟରେ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ୟୁଜିସିର ଗାଇଡଲାଇନ ଆସିଲା। ଅକ୍ଟୋବର ୧ ତାରିଖରୁ ହେବ ପାଠପଢ଼ା। ଆଉ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ୟୁଜି ଓ ପିଜିର ପ୍ରଥମ ବର୍ଷ ଆଡ଼ମିଶନ ସ-ମା-ପ୍ତ କରିବାକୁ ନି-ର୍ଦ୍ଦେଶ ଦିଆଯାଇଛି। ଆଡ଼ମିଶନ ଉଭୟ ଅନଲାଇନ ଓ ଅଫଲାଇନ ଦ୍ଵାରା ହେବ।

Google

ସେହିପରି ଭାବରେ ଜୁଲାଇ ମାସ ୩୧ ତାରିଖ ଯୁକ୍ତ ୨ର ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷାଫଳ ବାହାରିବା ପରେ ଆଡ଼ମିଶନ ହେବ ବୋଲି ଗାଇଡଲାଇନରେ ସ୍ପ-ଷ୍ଟ କରାଯାଇଛି। ୟୁଜି ଓ ପିଜିର ପାଠପଢ଼ା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ଏବଂ ୨୦୨୨ ମସିହା ଜୁଲାଇ ୩୧ ତାରିଖରେ ସେମିଷ୍ଟର ବ୍ରେ-କ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *