ଦେଖନ୍ତୁ ଭିଡିଓ : ଚାକୁ ନେଇ ମଦାରୀ ଉପରେ ଆ-କ୍ର-ମ-ଣ କଲା ମାଙ୍କଡ,ପୁଣି ଏମିତି ଟ୍ରିକରେ କଲା ଆତ୍ମସମର୍ପଣ

ମାଙ୍କଡର ଦୁଷ୍ଟାମୀ ସମ୍ପର୍କରେ ସମସ୍ତେ ଜାଣନ୍ତି|ମଣିଷର ନକଲ କରିବା ପାଇଁ ସେ ବିଲକୁଲ ସମୟ ନିଅନ୍ତି ନାହିଁ|ଏତିକି କେବଳ ନାହିଁ,ବହୁବାର ତାଙ୍କର ଏମିତି ହୋଇଥାଏ ଯାହା ମଣିଷ କେବେ ଭାବିନଥାଏ|ଯଦିଓ ମଦାରୀ ଓ ମାଙ୍କଡ ମଧ୍ୟରେ ଏମିତି ହୋଇଥାଏ|ଯେମିତି ଦୁଇଜଣ ବାଲ୍ୟବନ୍ଧୁ|ଯେମିତି ମଦାରୀ କହେ ସେମିତି ମାଙ୍କଡ କରେ|କିନ୍ତୁ ବେଳେବେଳେ ମାଙ୍କଡ ମଦାରୀର ନିୟନ୍ତ୍ରଣ ବାହାରକୁ ଚାଲିଯାଏ|

ମାଙ୍କଡକୁ ନିୟନ୍ତ୍ରଣରେ ରଖିବା ପାଇଁ ମଦାରୀ ପାଖରେ ବହୁତ ଏମିତି ଟ୍ରିକ୍ ଥାଏ,ଯାହାକୁ କୈାଣସି ସମୟରେ ଆପଣାଇ ପାରେ|ସୋସିଆଲ ମିଡିଆରେ ଏକ ଭିଡିଓ ଜମେଇ କରି ଭାଇରାଲ ହେଉଛି|ଯେଉଁଥିରେ ଗୋଟିଏ ମଦାରୀ ନିଜର ମାଙ୍କଡ ସହ ଥାଏ, ସେମାନଙ୍କ ମଧ୍ୟରୁ ଗୋଟିଏ ମାଙ୍କଡ ଅଚାନକ ମଦାରୀ ଠାରୁ ଧାରୁଆ ବଡ ଚା-କୁ ଛଡାଇ ନେଇଥାଏ ଓ ପୁଣି ମଦାରୀ ଉପରେ ଆ-କ୍ର-ମ-ଣ କରିବାକୁ ଚେଷ୍ଟା କରେ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by love&fun mixxupp (@mixx_upp)

ଥରେ ଦୁଇଥର ଚେଷ୍ଟା କରିବା ପରେ ଯେମିତି ମାଙ୍କଡ ହ-ମ-ଲା କରିବାକୁ ଆଗକୁ ବଢେ,ମଦାରୀ ନିଜ ବ୍ୟାଗରୁ ଗୋଟିଏ ଛୋଟ ବନ୍ଧୁକ ବାହାର କରେ|ବନ୍ଧୁକ ଦେଖିବା ପରେ ତାର ହୋସ ଉଡିଯାଏ|ମାଙ୍କଡ ଆତ୍ମସମର୍ପଣ କରେ ଓ ମାଲିକ ହାତରେ ଚାକୁ ଦେଇଥାଏ|ଏହାପରେ ଯେତେବେଳେ ମଦାରୀ ମାଙ୍କଡ ହାତରେ ଆଉଥରେ ଚା-କୁ ଦିଏ,ତ ସେ ପୁଣି ଫୋପାଡି ଦିଏ|ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *