PUBG Mobile ଦେଉଛି ଫ୍ରିରେ OnePlus 9 ସ୍ମାର୍ଟଫୋନ ଜିତିବାର ସୁବର୍ଣ୍ଣ ସୁଯୋଗ,ବାସ କେବଳ ଏହି କାମ କରିବାକୁ ପଡିବ

ପକେଟରେ ଭଲ ଫିଚର ଥିବା ଭଲ ଫୋନ ରଖିବାକୁ ସମସ୍ତଙ୍କୁ ଭଲ ଲାଗେ | କିନ୍ତୁ ସମସ୍ତଙ୍କର ଏହି ଇଛା ପୁରା ହୋଇପାରେ ନାହିଁ |

ଆଜି ଆମେ ଆପଣଙ୍କୁ ଏପରି କିଛି କହିବାକୁ ଯାଉଛୁ, ଯାହାକୁ ପଢି ଆପଣ ପ୍ରାୟ ୫୦ ହଜାର ଟଙ୍କାର OnePlus 9 Series ର ସ୍ମାର୍ଟଫୋନ ଫ୍ରିରେ ପାଇପାରିବେ |

Krafton ପ୍ରସ୍ତୁତ କରିଛି ପବଜି ଗେମ :-

କୁହାଯାଉଛି ଯେ Krafton ପବଜି ମୋବାଇଲ ଗେମ ଡେଭଲପ କରିଛି | ବର୍ତ୍ତମାନ Krafton ପବଜି ମୋବାଇଲ ୱାର୍ଲଡ ଇଂଭିଟେସନଲ ପାଇଁ ଚାଇନା ସ୍ମାର୍ଟଫୋନ ନିର୍ମାତା OnePlus 9 ସହିତ ସେୟାର କରିଛି | ଏହି ସେୟାର ଅନୁଯାୟୀ Krafton OnePlus 9 ସିରିଜର ତିନୋଟି ଫୋନ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି |

Krafton ନିଜର ଏହି ଅଫରର ଘୋଷଣା ଟ୍ୱିଟ କରି କରିଛି | ନିଜ ଟ୍ୱିଟରେ Krafton କହିଛି, ” OnePlus ,PUBG ମୋବାଇଲ ୱାର୍ଲଡ ଇଂଭିଟେସନଲ ପାଇଁ ଅଫିସିଆଲ ସ୍ମାର୍ଟଫୋନ ପାର୍ଟନର, ଆପଣଙ୍କୁ OnePlus 9 ସିରିଜ ଜିତିବାର ସୁଯୋଗ ଦେଉଛି |”

କମ୍ପାନୀ କହିଛି ଫୋନ ଜିତିବାର ପଦ୍ଧତି :-

କମ୍ପାନୀ OnePlus 9 Series ର ସ୍ମାର୍ଟଫୋନ ଜିତିବାର ପଦ୍ଧତି ମଧ୍ୟ କହିଛି | କମ୍ପାନୀ କହିଛି, “PUBG ମୋବାଇଲ ଚାହୁଁଛି ଯେ ଆପଣ #OnePlusPUBGM ରେ କମେଣ୍ଟ କରନ୍ତୁ ଏବଂ ଭାଗ ନେବାପାଇଁ @EsportsPUBGM ଏବଂ @OnePlus କୁ ଫୋଲୋ କରନ୍ତୁ |”

କମ୍ପାନୀ ଆଗକୁ କହିଛି ଯେ ସେ ସବୁ ସୋସିଆଲ ପ୍ଲାଟଫର୍ମରେ କରାଯାଇଥିବା କମେଣ୍ଟରୁ ୩ଜଣ ବିଜେତାଙ୍କୁ ବାଛିବ | ଯେଉଁ ଲୋକଙ୍କ ନାମ ଲିଷ୍ଟରେ ଆସିଯିବ | ସେମାନଙ୍କୁ ଏହି ଚମତ୍କାର ଫୋନକୁ ଗିଫ୍ଟ ଆକାରରେ ଘରକୁ ପଠାଇ ଦିଆଯିବ |

୬୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ମୂଲ୍ୟ :-

ସୂଚନା ଅନୁଯାୟୀ OnePlus 9 Series ତିନି ପ୍ରକାରର ସ୍ମାର୍ଟଫୋନ ରହିଥାଏ | ଏଥିରେ OnePlus 9R, the OnePlus 9 ଏବଂ OnePlus 9 Pro ରହିଛି |

ଯଦି ଏହି ଫୋନଗୁଡିକର ଦାମ ବିଷୟରେ କହିବା, ତେବେ ଏହା ୩୯,୯୯୯ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ୬୪,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ | ଏହି ଫୋନରେ ୮ ଜିବି ରାମ, ୧୨୮ ଜିବି ଷ୍ଟୋରେଜ ମଡେଲ ଏବଂ 5G କନେକ୍ଟିଭିଟିର ସୁବିଧା ମିଳିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.