ଓ ଭାଇ ! ଦେଖନ୍ତୁ କେଉଁଠାରେ ସାଇକେଲ ଚଳାଉଛନ୍ତି ଲୋକମାନେ,ଭିଡିଓର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ,ହସିହସି ଗଡ଼ିଯିବେ

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଧୁମ ମଚାଉଛି|ଏହି ଭିଡିଓକୁ ଦେଖିଲେ ହସ ଆସିବ ଓ ଆଶ୍ଚର୍ଯ୍ୟ ଲାଗିବ|କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଭିଡିଓରେ କିଛି ଲୋକ ଯାହା କଲେ ତାକୁ କରିବାକୁ ଗଜବ ଇଛା ଆବଶ୍ୟକ|କାରଣ ଏମିତି ସମସ୍ତେ କରିପାରିବେ ନାହିଁ|ଏବେ ଆପଣ ଭାବୁଥିବେ ଏମିତି କ’ଣ ଖାସ ଅଟେ?ତ ଆପଣଙ୍କୁ କହିରଖେ ଯେ ଭିଡିଓ ଦେଖିକି ତାର ଅନୁମାନ ଆପଣ କରିପାରିବେ|

ଏହି ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ଆଶ୍ଚର୍ଯ୍ୟଜନକ କାମ କରିଥାନ୍ତି|ବେଳେବେଳେ ଲୋକମାନେ ନିଜର ଜୀବନ ମଧ୍ୟ ବାଜି ଲଗାଇ ଦେଇଥାନ୍ତି|ସୋସିଆଲ ମିଡିଆରେ ଏହିଭଳି ଭିଡିଓ ବହୁଳ ରହିଛି|ଏହି ଭିଡିଓରେ ମଧ୍ୟ ଆପଣଙ୍କୁ ଏମିତି କିଛି ଦେଖିବାକୁ ମିଳିବ|କିନ୍ତୁ ଏହି ଭିଡିଓ ଦେଖିବା ପୂର୍ବରୁ ଆପଣ ନିଜକୁ ମଜବୁତ କରିନିଅନ୍ତୁ|କାରଣ ଯେଉଁଭଳି ଭାବେ ଲୋକ ନଦୀରେ ନିର୍ମିତ ଚଚେରୀ ପୁଲରେ ସାଇକେଲ ଚଳାଉଛନ୍ତି ଓ କିଛି ଲୋକ ସିଧା ପାଣିରେ ଖସି ପଡ଼ୁଛନ୍ତି, ଏମିତି କରିବା ସହଜ ନୁହେଁ|କାରଣ ଏଥିରେ ଵଡ ରିସ୍କ ହୋଇପାରେ|

ଭିଡିଓ ଦେଖିକି ଆପଣ ମାମଲା ବୁଝି ପାରିଥିବେ|ହସ ସହ ଆଶ୍ଚର୍ଯ୍ୟ ହୋଇଥିବେ|ସୋସିଆଲ ମିଡିଆରେ ଏହି ଭିଡିଓ ବ୍ୟାପି ଯାଇଛି|ଫେସବୁକରେ ଏହି ଭିଡିଓକୁ ଦ ଲଜିକାଲି ସେୟାର କରିଛନ୍ତି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪ ମିଲିୟନରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି,୨୨ ହଜାରରୁ ଉର୍ଦ୍ଧ୍ଵ ଲୋକମାନେ ଏହି ଭିଡିଓକୁ ପସନ୍ଦ କରିଛନ୍ତି|ୟୁଜର୍ସ ଭିଡିଓରେ ମଜାଦାର କମେଣ୍ଟ ଦେଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *