ଖତରନାକ କୋବ୍ରାକୁ ଧରି ଚୁମା ଦେଉଥିଲା ଏହି ବ୍ୟକ୍ତି ଜଣକ, ଅଚାନକ ଜିଭରେ କାମୁଡ଼ିଦେଲା ସାପ ଆଉ ତା ପରେ ବ୍ୟକ୍ତିଙ୍କର ମୃତ୍ୟୁ

ଆତ୍ମବିଶ୍ୱାସ ଏକ ଭଲ କଥା ଅଟେ, କିନ୍ତୁ ଅତ୍ୟଧିକ ଆତ୍ମବିଶ୍ୱାସ ସବୁବେଳେ ଖରାପ ହୋଇଥାଏ | ଏହାର ଫଳାଫଳ କେବେ ବି ଭଲ ବାହାରେ ନାହିଁ | ନର୍ଥ ଫିଲିପାଇନ୍ସରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଏହି ଅତ୍ୟଧିକ ଆତ୍ମବିଶ୍ୱାସ ମହଙ୍ଗା ପଡିଗଲା | ସେ ଜଙ୍ଗଲରୁ ଗୋଟିଏ କୋବ୍ରା ଧରିଲେ ଏବଂ ତାକୁ କିସ କରିବାକୁ ଚେଷ୍ଟା କରିବାକୁ ଲାଗିଲେ | ଏହି ସମୟରେ ସାପ ତାଙ୍କୁ ଜିଭରେ କାମୁଡ଼ି ଦେଲା | ସାପର ବିଷ ଯୋଗୁଁ ତୁରନ୍ତ ସେହି ବ୍ୟକ୍ତିର ମୃ-ତ୍ୟୁ ହୋଇଗଲା | ସେ ସାପଟିକୁ ଜଙ୍ଗଲରୁ ଧରିଥିଲେ ଏବଂ ସ୍ଥାନୀୟ ଲୋକଙ୍କୁ ନିଜର ଷ୍ଟାଇଲ ଦେଖାଉଥିଲେ | ସେତେବେଳେ ହିଁ ଏହି ଦୁ-ର୍ଘ-ଟ-ଣା ଘଟିଗଲା |

ଏହି ମାମଲାଟି ଜୁଲାଇ ୯ ତାରିଖର ବୋଲି କୁହାଯାଉଛି | ବର୍ନାର୍ଡୋ ନିଜକୁ ସାପ ବିଷରୁ ଇମ୍ୟୁନ ବୋଲି କହୁଥିଲେ | ସେ ଦାବି କରୁଥିଲେ ଯେ ତାଙ୍କ ଶରୀରରେ ସାପ ବିଷର କୌଣସି ପ୍ରଭାବ ପଡେନାହିଁ | ଏହି ଦାବି କରି ସେ ଖାଲି ହାତରେ ହିଁ ଖତରନାକ ସାପକୁ ଧରିନିଅନ୍ତି | ଜୁଲାଇ ୯ ରେ ବର୍ନାର୍ଡୋ ପଙ୍ଗସିନାନରେ ଏକ କୋବ୍ରା ଧରିଲେ | ସେ ସାପ ସହିତ ଷ୍ଟଣ୍ଟ କରିବା ଆରମ୍ଭ କଲେ | କୋବ୍ରାକୁ ଧରି କିସ କରିବା ସମୟରେ ଅଚାନକ କୋବ୍ରା ତାଙ୍କ ଜିଭକୁ କାମୁଡି ଦେଲା | ବର୍ନାର୍ଡୋ ସେଠାରେ ହିଁ ପଡିଗଲେ | ଏହା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃ-ତ୍ୟୁ ହୋଇଗଲା |

ନୀଳ ପଡିଗଲା ଶରୀର :-

ବର୍ନାର୍ଡୋ ସବୁବେଳେ ଦାବି କରୁଥିଲେ ଯେ ତାଙ୍କ ଉପରେ ସାପର ବିଷ କୌଣସି ପ୍ରଭାବ ପକାଇ ପାରେ ନାହିଁ | କିନ୍ତୁ ଏହି ଦୁ-ର୍ଘ-ଟ-ଣା ପାରେ ଏହି କଥା ଭୁଲ ବୋଲି ପ୍ରମାଣିତ ହୋଇଗଲା | ତେବେ ପ୍ରମାଣିତ ହେବାପରେ ବର୍ନାର୍ଡୋଙ୍କର ମୃ-ତ୍ୟୁ ହୋଇଗଲା | ସାପ କାମୁଡିବା ପାରେ ବର୍ନାର୍ଡୋଙ୍କ ପୁରା ଶରୀର ନୀଳ ପଡିଯାଇଥିଲା | ତାଙ୍କ ଭଉଣୀ କହିଥିଲେ ଯେ ତାଙ୍କ ପାଖରେ ଡାକ୍ତଙ୍କ ପାଖକୁ ଯିବାପାଇଁ ମଧ୍ୟ ସମୟ ବଞ୍ଚିଲା ନାହିଁ | କୋବ୍ରା କାମୁଡିବା ପାରେ ତୁରନ୍ତ ତାଙ୍କ ଶରୀର ନୀଳ ପଡିଗଲା ଏବଂ ସେ ମୃ-ତ୍ୟୁ-ବ-ର-ଣ କଲେ |

ଲୋକମାନେ କୋବ୍ରାକୁ ମା-ରି-ଲେ :-

ଏହି ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା | ଯେଉଁ ସାପକୁ ବର୍ନାର୍ଡୋ ଧରିଥିଲେ, ତାକୁ ଦୁନିଆର ସବୁଠାରୁ ଖତରନାକ କୋବ୍ରା କୁହାଯାଏ | ସେ କାମୁଡିବା ଦ୍ୱାରା ମଣିଷର ରେସ୍ପିରେଟରୀ ସିଷ୍ଟମ ଉପରେ ପ୍ରଭାବ ପଡିଥାଏ ଏବଂ ଏହି ସାପର ଗୋଟିଏ ବୁନ୍ଦା ବିଷ ହିଁ ଜୀବନ ନେବାପାଇଁ ଯଥେଷ୍ଟ | ଘଟଣା ପରେ ସମସ୍ତେ ମିଶି କୋବ୍ରାକୁ ଧରି ମା-ରି-ଦେ-ଲେ | ଏହାସହିତ ପରିବାର ଲୋକେ ବର୍ତ୍ତମାନ ବର୍ନାର୍ଡୋଙ୍କ ଶରୀରକୁ ଷ୍ଟୋର କରି ନେଇଛନ୍ତି | ତାଙ୍କୁ ଆସନ୍ତା ସପ୍ତାହରେ ଅନ୍ତିମ ସଂସ୍କାର ପାଇଁ ନିଆଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *