ବର୍ଷାରେ ଟି-ସାର୍ଟ ଭିତରେ ଛତା ଲୁଚାଇ ଦୌଡୁଥିଲେ ବ୍ୟକ୍ତି, ପୁଣି ଦୋକାନରେ ପହଞ୍ଚି କଲେ କିଛି ଏମିତି, ଲୋକ କହିଲେ-ୱାହ, କି ବୁଦ୍ଧି ମ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବହୁତ ମଜାଳିଆ ଭିଡିଓ ଭାଇରାଲ ହେଉଥାଏ। ଅନେକଥର କିଛି ଭିଡିଓ ଏମିତି ହୋଇଥାଏ ଯାହାକୁ ଦେଖିଲେ ଆପଣଙ୍କର ମୁଣ୍ଡ ବୁଲାଇଦେବ, କିନ୍ତୁ ଆପଣ ବୁଝିପାରିବେ ନାହିଁ ବାସ୍ତବରେ ହେଲା କଣ। ଏମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଅଛି, ଯେଉଁଥିରେ ଜଣେ ବ୍ୟକ୍ତି ଜୋର ବର୍ଷାରେ ନିଜର ଟି-ସାର୍ଟ ଭିତରେ ନିଜର ଛତା ଲୁଚାଇ ଦୌଉଥିଲେ। ଏହି ଭିଡିଓ ଦେଖିବାକୁ ବହୁତ ମଜାଳିଆ।

ଦେଖନ୍ତୁ ଭିଡିଓ:-

ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇପିଏସ ଅଧିକାରୀ ରୁପିନ ଶର୍ମା ଟୁଇଟରରେ ସେୟାର କରିଛନ୍ତି। ଭିଡିଓ ସହିତ ସେ ମଜାଳିଆ କ୍ୟାପସନ ମଧ୍ୟ ଦେଇଛନ୍ତି। ଭିଡ଼ିଓରେ ଆପଣ ଦେଖିପାରିବେକି ଜଣେ ବ୍ୟକ୍ତି ଜୋର ବର୍ଷାରେ ସଡ଼କ ମଝିରେ ଦୌଡୁଛନ୍ତି ଓ ଏକ ଦୋକାନ ବାହାରେ ଛିଡା ହୋଇ ଟି-ସାର୍ଟ ଭିତରୁ ଛତା ବାହାର କରି ତାକୁ ସଫା କରୁଛନ୍ତି। ଲୋକ ଏହି ଭିଡିଓର ବହୁତ ମଜା ନେଉଛନ୍ତି।

ଏହି ଭିଡିଓ ବହୁତ ତୀବ୍ର ଭାବରେ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓକୁ ୧ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ଲୋକ ଭିଡ଼ିଓରେ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଲେକି, ଛତାକୁ ଓଦା ହେବାରେ ରୋକିଦେଲେ। ଦ୍ଵିତୀୟ ୟୁଜର ଲେଖିଲେ, ବୁଦ୍ଧିମାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *