ସାଧାରଣ ଜ୍ଞାନ : ସଂସଦରେ କଣ ପାଇଁ ଫ୍ୟାନ ଗୁଡାକ ଓଲଟା ଲାଗିଥାଏ ? କାରଣ ଜାଣିଲେ ତାଯୁବ୍ ହୋଇଯିବେ

ଯେତେବେଳେ ସଂସଦ ବନାଗଲା ସେତେବେଳେ ଏହାର ବୁଲନ୍ଦ ଉଚ୍ଚା ବନାଯାଇଥିଲା|ସେ ସମୟରେ ଛାତ ବହୁତ ଉଚ୍ଚ ଥିବା କାରଣରୁ ସିଲିଂ ଫ୍ଯାନ ଲଗାଇବା ବହୁତ କଷ୍ଟ ହେଉଥିଲା|ଲମ୍ବା ଦଣ୍ଡା ସାହାଯ୍ୟରେ ଫ୍ୟାନ ଲଗାଇବାକୁ ଚେଷ୍ଟା କରାଗଲା କିନ୍ତୁ ହେଲା ନାହିଁ|ପୁଣି ସେଣ୍ଟ୍ରାଲ ହଲର ଛାତର ଉଚ୍ଚତାକୁ ଧ୍ୟାନରେ ରଖି ଅଲଗା ଅଲଗା ଖମ୍ବ ଲଗାଗଲା ଓ ସେଥିରେ ଓଲଟା ପଙ୍ଖା ଲଗାଗଲା|ଏମିତି କରିବା ଫଳରେ ସଂସଦରେ କୋଣ ଅନୁକୋଣରେ ପବନ ବ୍ୟାପିଲା|ପରେ ଏଥିରେ ଏସି ଲଗାଇଲେ କିନ୍ତୁ ଓଲଟା ପଙ୍ଖା ଐତିହାସିକ ଭାବେ ରହିଲା|

ସଂସଦ ଭବନର ପ୍ରଥମ ମହଲାରେ କେତୋଟି ଖମ୍ବ ରହିଛି?

ସଂସଦ ଭବନର ପ୍ରଥମ ମହଲାରେ ୧୪୪ଟି ଖମ୍ବ ରହିଛି|ଏଥିରେ ପ୍ରତ୍ୟେକ ଖମ୍ବର ଉଚ୍ଚତା ୨୫ ଫୁଟ ଅଟେ|ଏହାର ଡିଜାଇନ ବିଦେଶୀ ବାସ୍ତୁକାର ବନାଇଥିଲେ|ଯଦିଓ ଏହି ଭବନ ଭାରତୀୟ ଶ୍ରମିକମାନେ ସ୍ୱଦେଶୀ ସାମଗ୍ରୀରେ ବନାଇଥିଲେ|

କେଉଁ ଦେଶର ଗୋଟିଏ ଦୁଇଟି ନୁହେଁ ୭ଟି ନାମ ରହିଛି?

ଭାରତକୁ କେତେବେଳେ ସୁନାର ଚିଡିଆ କୁହାଯାଉଥିଲା, କିନ୍ତୁ ଏଭରି ଭାବରେ ବହୁତ ନାଁ ରହିଛି କିନ୍ତୁ ଅଧିକାରିକ ଭାବେ ନୁହେଁ|ଭାରତକୁ ଏହି ମୁଖ୍ୟ ୭ ନାମରେ ଜଣାଯାଏ:ଭାରତ,ଇଣ୍ଡିଆ,ହିନ୍ଦୁସ୍ତାନ,ଆର୍ଯାବର୍ତ୍ୟ,ଜମ୍ବୁଦୀପ,ଭାରତ ଖଣ୍ଡ,ହିନ୍ଦ

କେଉଁ ପଶୁର ଦୁଗ୍ଧ ଗୋଲାପୀ ରଙ୍ଗର ହୋଇଥାଏ?

ଦରିଆ ଘୋଡା ମାନେ ହିପୋପୋଟାମସର ଦୁଗ୍ଧର ରଙ୍ଗ ଗୋଲାପୀ ଅଟେ|

ଭାରତର କେଉଁ ରାଜ୍ୟର ଯୁବତୀମାନେ ଅଧିକ ଲମ୍ବା ହୋଇଥାନ୍ତି?

ଏକ ରିସର୍ଚ୍ଚ ଅନୁସାରେ ଜାମ୍ମୁକାଶ୍ମୀରର ଯୁବତୀମାନେ ଅଧିକ ଲମ୍ବା ହୋଇଥାନ୍ତି|ଏଠାରେ ମହିଳାମାନେ ୧୫୪ ସେମିରୁ ଉର୍ଦ୍ଧ୍ବ ହୋଇଥାନ୍ତି|ଦ୍ୱିତୀୟ ସ୍ଥାନରେ ହରିୟଣା ଓ ତୃତୀୟରେ ପଞ୍ଜାବ ଓ ରାଜସ୍ଥାନର ଯୁବତୀ ଲମ୍ବା ହୋଇଥାନ୍ତି|

ଭାରତର ଇଂରାଜୀ ନାମ ଇଣ୍ଡିଆ କିପରି ପଡିଲା?
ଭାରତର ଇଂରାଜୀ ନାମ ଇଣ୍ଡିଆ ଇଣ୍ଡସ ନଦୀରୁ ହୋଇଛି,ଯାହାର ଆଖପାଖରେ ଘାଟିରେ ଆରମ୍ଭ ସଭ୍ୟତା ବସବାସ କରୁଥିଲେ|ଆର୍ଯ୍ୟପୂଜକ ମାନେ ଏହି ନଦୀକୁ ସିନ୍ଧୁ ନାମ ଦେଇଥିଲେ|

ସମୁଦ୍ରର ପାଣି ଲୁଣିଆ କାହିଁକି?

ସମୁଦ୍ରରେ ଆସି ଅନେକ ନଦୀ ମିଶିଥାଏ ଯେଉଁଥିରେ ଲବଣ ଅଂଶ ରହିଥାଏ|ଯାହା ଫଳରେ ସମୁଦ୍ରରେ ନଦୀର ଲବଣ ଅଂଶ ସଦାବେଳେ ଜମିରହିବା ଫଳରେ ଏହାର ଜଳ ଲୁଣିଆ|

ଭାରତରେ କେଉଁ କେଉଁ ଧର୍ମର ଜନ୍ମ ହୋଇଥିଲା?

ଭାରତରେ ୪ଟି‌ ଧର୍ମର ଜନ୍ମ ହୋଇଥିଲା|ତାର ନାଁ ହିନ୍ଦୁ,ବୈଧ,ଜୈନ୍ ଓ ଶିଖ୍|ଏହି ଧର୍ମର ପାଳନ ଦୁନିଆରେ ପାଖାପାଖି ୨୫% ଲୋକ କରନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.