ଦେଖନ୍ତୁ ଭିଡିଓ : ଓଃ ଭାଉଜଙ୍କ କି ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ ଭାଉଜଙ୍କ ଏନର୍ଜି ଲେଭଲ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ | ଏଥିମଧ୍ୟରୁ କିଛି ଭିଡିଓ ମଜାଳିଆ ହୋଇଥାଏ ତ ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ମଧ୍ୟ ହୋଇଥାଏ | ଏଥିରେ ପଶୁମାନଙ୍କ ଠାରୁ ମଣିଷମାନଙ୍କ ପର୍ଯ୍ୟନ୍ତ ଭିଡିଓ ସାମିଲ ରହିଥାଏ | ଏହି ପରିପ୍ରେକ୍ଷୀରେ ଗୋଟିଏ ଡ୍ୟାନ୍ସ ଭିଡିଓ ସେୟାର କରାଯାଇଛି, ଯାହା ଲୋକମାନଙ୍କ ମଧ୍ୟରେ ଖୁବ ଭାଇରଲ ହେଉଛି | କେବଳ ଏତିକି ନୁହେଁ, ଲୋକମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି | କିଛି ଲୋକ ତ ଏହି ଭିଡିଓ ଉପରେ ଖୁବ ମଜା ଉଠାଉଛନ୍ତି |

ଡ୍ୟାନ୍ସର ପାଗଳାମି କଣ ହୋଇଥାଏ, ଆପଣ ଏହି ଭିଡିଓକୁ ଦେଖି ଅନୁମାନ କରିପାରିବେ | ଆଜି ପର୍ଯ୍ୟନ୍ତ ଆପଣ ଡ୍ୟାନ୍ସର ଅନେକ ଲେଭଲ ଦେଖିଥିବେ | କିନ୍ତୁ ଏହି ଭିଡିଓକୁ ଦେଖିବାପରେ ଆପଣ ନିଶ୍ଚିତ ଭାବେ କହିବେ ଯେ ଏହି ଡ୍ୟାନ୍ସର ଲେଭଲ ବହୁତ ଅଲଗା ଅଟେ | କାରଣ ଜଣେ ଭାଉଜ ଯେତେ ଏନର୍ଜି ସହିତ ଡ୍ୟାନ୍ସ କଲେ, ତାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ | ଭିଡିଓରେ ଆପଣ ଦେଖିପାରିବେ ଯେ ଭୋଜପୁରୀ ଗୀତ ‘ପାଗଲ ବନଇବେ କା ରେ ପତରକି’ ଗୀତ ଚାଲିଛି | ଏହି ଗୀତରେ ଭାଉଜ ଏବଂ ଜଣେ ଯୁବକ ଜବରଦସ୍ତ ଭାବରେ ଡ୍ୟାନ୍ସ କରୁଛନ୍ତି | ଏମାନଙ୍କୁ ଦେଖି ଏପରି ଲାଗୁଛି ଯେପରି ଏମାନଙ୍କ ଭିତରେ ଡ୍ୟାନ୍ସର ପାଗଳାମି ଅଜବ ପ୍ରକାରର ଅଟେ |

ଦେଖନ୍ତୁ ଭିଡିଓ :-

ଭିଡିଓ ଦେଖି ଆପଣ ମଧ୍ୟ ବୁଝି ଯାଇଥିବେ ଯେ ଭାଉଜଙ୍କର ଏନର୍ଜି ଲେଭଲ କେତେ ? ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଫେସବୁକରେ ଏହି ଭିଡିଓକୁ Nitesh Mishra ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ଧମାକାଦାର ଡ୍ୟାନ୍ସ’ | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୯ ହଜାରରୁ ଅଧିକ ଲୋକ ଦେଖିଲେଣି | କେବଳ ଏତିକି ନୁହେଁ, ଏହି ଭିଡିଓରେ ୟୁଜର୍ସ ବହୁତ ମଜାଳିଆ ରିଆକ୍ସନ ମଧ୍ୟ ଦେଉଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କେତେ ଭଲ ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.