ସୁହାଗରାତିରେ ସ୍ୱାମୀ ସାଜିଲା ରାକ୍ଷସ, ନିଜ ପତ୍ନୀର ପିରିୟଡ଼ ଚାଲିଥିବା ସମୟରେ ବାଡେଇଲା ଓ କଲା ବ-ଳା-ତ୍କା-ର

ମିଶ୍ର ର ଜଣେ ମହିଳା ନିଜ ସହିତ ଘଟିଥିବା ଖରାପ ଅନୁଭବକୁ ସୋସିଆଲ ମିଡ଼ିଆରେ ଶେୟର କରିଛନ୍ତି। ଏହି ପୋଷ୍ଟରେ ଜଣେ ମହିଳାଙ୍କ କହିବାହେଲା,ତାଙ୍କର ପତି ବହୁତ ସମ୍ବେଦନଶୀଳ ଓ ଜଣେ ଭଲ ବ୍ୟକ୍ତି ଥିଲେ କିନ୍ତୁ ସେ ଗର୍ଭବତୀ ହେବାପରେ ପତିଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ବଦଳିଗଲା। ଏହାଦ୍ୱାରା ତାଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଗଲା।

ସେ ନିଜର ପୋଷ୍ଟରେ ଲେଖିଥିଲେ, ସେ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ। ସେ କହିଥିଲେ, ଏବେ ତାଙ୍କର ବିବାହକୁ ଏକବର୍ଷ ହେଲାଣି ଓ ସେ ପ୍ରେଗନାଣ୍ଟ ହୋଇସାରିଲେଣି। ଏହିସମୟରେ ତାଙ୍କର ପତି ଙ୍କ ସହ ତାଙ୍କର କୌଣସି ଝ-ଗ-ଡ଼ା ହୋଇଯାଇଥିଲା। ଏହାପର ଠାରୁ ତାଙ୍କ ପତି ତାଙ୍କ ସହ ଖରାପ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ।

ଏହି ମହିଳା ଜଣକ କହିଥିଲେ, ସେ ମୋ ସହିତ ଜବରଦସ୍ତ ସ-ମ୍ବ-ନ୍ଧ ବନାଇବାକୁ ଚେଷ୍ଟା କରିଥିଲେ ଓ ମୋ ସହ ରେ-ପ ମଧ୍ୟ କରିଥିଲେ। ମୁଁ ଏହାପରେ ତାଙ୍କଠାରୁ ଛାଡ଼ପତ୍ର ନେଇଗଲି ତଥାପି ଏବେବି ମୁଁ ମୋ ଛୁଆକୁ ହରାଇବାର ଦୁଃଖ ରହିଛି।

ଏହାବ୍ୟତୀତ ସୁହାଗରାତି ସମୟରେ ମୋତେ ପିରିୟଡ଼ ଥିଲା ଓ ମୁଁ ତାଙ୍କୁ ଏହିସମୟରେ ସ-ମ୍ବ-ନ୍ଧ ବନାଇବାକୁ ମନା କରିଥିଲି, ସେ ଭାବିଲା କି, ମୁଁ ଇଣ୍ଟିମେଟ ହେବାକୁ ବାରଣ କରୁଛି ସେଥିପାଇଁ ସେ ମୋତେ ପି-ଟି-ଥି-ଲା ଓ ରେ-ପ କରିଥିଲା।

ନାଶନାଲ କାଉନ୍ସିଲ ଫର ୱମେନର ଏକ ରିପୋର୍ଟ ଅନୁସାରେ, ପ୍ରତିବର୍ଷ ପ୍ରାୟ 6500 କେସ ଏହିପରି କେବଳ ମିଶ୍ର ରୁ ହିଁ ଆସୁଛି। ଯାହାଦ୍ୱାରା ମହିଳାଙ୍କ ଦ୍ୱାରା ସ୍ୱମୀଙ୍କ ବି-ରୁ-ଦ୍ଧ-ରେ ମ୍ୟାରିଟାଲ ରେ-ପ, ହାରାସମେଣ୍ଟ ଭଳି ଘଟଣା ସାମ୍ନାକୁ ଆସୁଛି।

ୱମେନ ସେଣ୍ଟର ଫର ଗାଇଡାନ୍ସର ଜଣେ ଓକିଲ ଓ ଏକଜିକ୍ୟୁଟିଭ ଡ଼ାଇରେକ୍ଟର ବିବିସି ସହିତ କଥାବାର୍ତ୍ତା ସହିତ କହିଥିଲେ, ମିଶ୍ର ରେ ଏକ କଲଚର ବହୁତ ସାମାନ୍ୟ ଅଟେ ଯେଉଁଠାରେ ପତି 24 ଘଣ୍ଟା ନିଜ ସ୍ତ୍ରୀ ସହିତ ସ-ମ୍ବ-ନ୍ଧ ବନାଇବାକୁ ତତ୍ପର ରହିଥାଏ। ଏଥିପାଇଁ ଏହିଭଳି ଘଟଣା ସାମ୍ନାକୁ ଆସିଥାଏ।

ଏଥିପାଇଁ ମିଶ୍ରର ଇସ୍ଲାମିକ ଉପଦେଶକାରୀଙ୍କ ପାଖରେ ସମ୍ପୂର୍ଣ୍ଣ ଅଧିକାର ରହିଛି କି, ସେମାନେ ଏହା ବିରୁଦ୍ଧରେ ସମ୍ପୂର୍ଣ୍ଣ ଅଧିକାର ସହିତ ଅ-ଭି-ଯୋ-ଗ ଆଣିପାରିବେ ଓ ଦ-ଣ୍ଡ ମଧ୍ୟ ଦେଇପାରିବେ।

ଏହାବ୍ୟତୀତ ବିଗତ ଦୁଇବର୍ଷରେ ୱମେନ ସେଣ୍ଟର ଫର ଗାଇଡ଼ଲାଇନ 200 ରୁ ଅଧିକ ମ୍ୟାରିଟାଲ ରେ-ପ ବିଗତ ଦୁଇବର୍ଷ ଆଗରୁ ଦାରଜ କରିଛନ୍ତି। WHO ମୁତାବିକ, ମିଶ୍ରରେ ଏହି ମ୍ୟାରିଟାଲ ରେ-ପ-କୁ ଅ-ପ-ରା-ଧ ବୋଲି ମାନା ଯାଏନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *