୬ ହଜାର ଫୁଟ ଉଚ୍ଚରେ ଝୁଲାରେ ଝୁଲୁଥିଲେ ଦୁଇଜଣ ମହିଳା, ଅଚାନକ ଜଞ୍ଜିର ଭାଙ୍ଗିଯିବା କାରଣରୁ ଯାହା ହେଲା…. ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଅଛି, ଯାହାକୁ ଦେଖିବା ପରେ ଲୋକଙ୍କର ମୋନ ଟାଙ୍କୁରି ଯାଉଛି। କାରଣ ଏହି ଭିଡିଓରେ ଦୁଇଟି ଝୁଲାରେ ଝୁଳୁଥିବା ସମୟରେ ଦୁଇ ମହିଳାଙ୍କ ସହିତ ଯାହା ହେଲା ବୋଧେ ତାହା ସେ କେବେ ତାଙ୍କ ଜୀବନରେ ଭୁଲି ପାରିବେ ନାହିଁ। ଏଇ ଭିଡିଓକୁ ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ସେୟାର କରାଯାଉଛି। ଓ ଏହି ଭିଡିଓକୁ ଦେଖିବା ପରେ ତାଙ୍କର ଭାଗ୍ୟ ଭଲ ବୋଲି କହୁଛନ୍ତି।

କୁହାଯାଉଛିକି ଏହି ଭାଇରାଲ ଭିଡିଓ ରୁସର ଦାଗିସ୍ଥାନର ଅଟେ। ରିପୋର୍ଟ ଅନୁସାରେ, ୬ ହଜାର ଫୁଟ ଉଚ୍ଚ ବିଶିଷ୍ଟ ସୁଲାକ କୋନ୍ୟନରେ ଦୁଇଜଣ ମହିଳା ଝୁଲା ଝୁଲୁଥିଲେ। ସେଠାରେ ବହୁତ ଲୋକ ମଧ୍ୟ ଉପସ୍ଥିତ ଥିଲେ। ଦୁଇଜଣ ମହିଳା ବହୁତ ଭଲ ଭାବରେ ଝୁଲା ଝୁଲୁଥିଲେ। କିନ୍ତୁ, ଅଚାନକ ଝୁଲାର ଜଞ୍ଜିର ଭାଙ୍ଗିଗଲା। ଯେଉଁ କାରଣରୁ ଦୁଅଜଣ ମହିଳା ଚଟାଣର ଧାର ଆଡକୁ ବଢିବାକୁ ଲାଗିଲେ। କିନ୍ତୁ ଠିକ ସମୟରେ ଲୋକମାନେ ତାଙ୍କୁ ଧରିନେଲେ। ନହେଲେ ମହିଳା ସିଧାସଳଖ ତଳେ ପଡିଥାନ୍ତେ ଓ ଏକ ବଡ ଘଟଣା ଘଟିଯାଇଥାନ୍ତା। ତେବେ ପ୍ରଥମେ ଭିଡିଓକୁ ଦେଖନ୍ତୁ…

ହୃଦୟ ଥରାଇବା ଭଳି ଭିଡିଓ:-

କୁହାଯାଉଛିକି ଏହି ଦୁର୍ଘଟଣାରେ ମହିଳାଙ୍କୁ କେବଳ ଆଘାତ ଆସିଛି। କିନ୍ତୁ ଏହି ଘଟଣା ଯୋଗୁଁ ହାହାକାର ଖେଳି ଯାଇଛି। ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଲୋକ ଏହି ଆଶ୍ଚର୍ଯ୍ୟକର ଭିଡିଓକୁ ସେୟାର କରୁଛନ୍ତି। ଯିଏବି ଏହି ଭିଡିଓକୁ ଦେଖିଲେ ସେ ଗୋଟିଏ ମୂହୁର୍ତ୍ତ ପାଇଁ ଆଶ୍ଚର୍ଯ୍ୟ ରହିଗଲେ। ସ୍ଥାନୀୟ ପୋ-ଲି-ସ ଏହି ଘଟଣାର ଯାଞ୍ଚ କରୁଅଛି, କିପରି ସେହି ଜଞ୍ଜିରଟି ଖସିଲ? ରିପୋର୍ଟରେ କୁହାଯାଇଛିକି ଝିଅଜଣକ ଡରିଯାଇଥିଲେ ତାଙ୍କୁ ଆଘାତ ଲାଗିଗଲା। କିନ୍ତୁ ସେମାନଙ୍କ ମଧ୍ୟରୁ କାହାରିକୁ ଗମ୍ଭୀର ଆଘାତ ଆସିନାହିଁ। ଏହି କଳ୍ପନା କରି ଡର ଲାଗୁଛି, ଯଦି ଝୁଲାଟା ଆଉ ଟିକେ ଉଚ୍ଚରେ ରହିଥାନ୍ତା ତେବେ କଣ ହୋଇଥାନ୍ତା? ବର୍ତ୍ତମାନ ଏହିପରି ଝୁଲାକୁ ହଟାଇବା ପାଇଁ ଦାବି କରାଯାଉଛି। ଏହି ମାମଲା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *