ପୁରୁଷଙ୍କ ପାଇଁ ବହୁତ ବିପଦଜନ୍ନକ ଅଟେ ଏହି ୫ଟି ଅଭ୍ୟାସ, ପ୍ରାଇଭେଟ ପାର୍ଟର ଅବସ୍ଥା ହୋଇଯିବ ଖରାପ

ତରବର ଜୀବନରେ ପୁରୁଷ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା କେତେବେଳେ ବନ୍ଦ କରିଦିଅନ୍ତିଯେ, ଏହା ନିଜେ ମଧ୍ୟ ଜାଣିପାରି ନାହାନ୍ତି। ପୁରୁଷଙ୍କର କିଛି ଅଭ୍ଯାସ ତାଙ୍କର ଯୌନ ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦପୂର୍ଣ ଅଟେ। ଯାହାଦ୍ୱାରା ତାଙ୍କର ପ୍ରାଇଭେଟ ପାର୍ଟର ସ୍ୱାସ୍ଥ୍ୟ ବିଗିଡିବାକୁ ଲାଗେ। ପୁରୁଷଙ୍କୁ ନିଜର ଏହି ଖରାପ ଅଭ୍ଯାସ ତୁରନ୍ତ ବଦଳିବା ଉଚିତ, ଯାହାଦ୍ୱାରା ସେ ନିଜର ଯୌନାଙ୍ଗର ସ୍ୱାସ୍ଥ୍ୟ ସୁଧାରି ଭଲ ଯୌନ ଜୀବନର ଆନନ୍ଦ ନେଇପାରିବେ।

ପ୍ରାଇଭେଟ ପାର୍ଟର ସ୍ୱାସ୍ଥ୍ୟ କିପରି ବିଗଡ଼ିଥାଏ?:-

ଏହି ଆର୍ଟିକଲରେ କୁହାଯାଇଛିଯେ ପୁରୁଷଙ୍କର କିଛି ଖରାପ ଅଭ୍ଯାସ ତାଙ୍କର ଯୌନାଙ୍ଗର ସ୍ୱାସ୍ଥ୍ୟ ବିଗାଡିଦିଏ। ଏହି କାରଣରୁ ଟଙ୍କାର ଶୁକ୍ରାଣୁର ସଂଖ୍ୟା ଓ ଗୁଣବତ୍ତା ଖରାପ ହେବାକୁ ଲାଗେ। ଯେଉଁ କାରଣରୁ ତାଙ୍କ ମଧ୍ୟରେ ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖାଯାଏ। କିନ୍ତୁ ପୁରୁଷଙ୍କର ଏହି ଖରାପ ଅଭ୍ଯାସକୁ ପରିବର୍ତ୍ତନ କରିଦିଅନ୍ତି, ତେବେ ନିଜର ଯୌନ ଜୀବନରେ ଉନ୍ନତି ଆଣିପାରିବେ।

ପୁରୁଷଙ୍କ ପାଇଁ ବିପଦପୂର୍ଣ ଅଭ୍ଯାସ:-

୧। ପୁରୁଷଙ୍କର ଅଣ୍ଡକୋଷ ଶୁକ୍ରାଣୁ ପାଇଁ ଏକ ଭଲ ତାପମାତ୍ରାରେ ରଖିବାର କାର୍ଯ୍ୟ କରିଥାଏ। କିନ୍ତୁ, କୋଳରେ ଲାପଟପ ରଖି ବ୍ୟବହାର କରିବାରେ ଆପଣଙ୍କ ଯୌନାଙ୍ଗ ଓ ଅଣ୍ଡକୋଷ ଉପରେ ଅତିରିକ୍ତ ଗରମର ପ୍ରଭାବ ପଡିବାକୁ ଲାଗେ। ଯାହାଦ୍ୱାରା ଶୁକ୍ରାଣୁ ଉପରେ ବହୁତ ଖରାପ ପ୍ରଭାବ ପଡେ।

୨। ଲାପଟପ ପରି ଅଧିକ ଗରମ ତାପମାତ୍ରା ଆପଣଙ୍କର ଶୁକ୍ରାଣୁର ଗୁଣବତ୍ତାକୁ ଖରାପ କରିପାରେ।

୩। ଯଦି ଆପଣ ସପ୍ଟ ଡ୍ରିଂକ କିମ୍ବା କାର୍ବୋନେଟେଡ ଡ୍ରିଂକ ପିଅନ୍ତି। ତେବେ ଏହି ଅଭ୍ଯାସ ମଧ୍ୟ ଆପଣଙ୍କର ଶୁକ୍ରାଣୁରେ କ୍ଷତି ପହଞ୍ଚାଇଥାଏ। ପୁରୁଷଙ୍କର ଏହି ଅଭ୍ଯାସ ତାଙ୍କର ବ୍ଲଡ଼ ସୁଗାର ବଢାଇଡିଏ। ଓ ମଧୁମେହ ଆପଣଙ୍କର ଯୌନାଙ୍ଗ ପର୍ଯ୍ଯନ୍ତ ଆସୁଥିବା ରକ୍ତ ପ୍ରବାହକୁ ବାଧିତ କରିପାରେ। ଯାହାଦ୍ୱାରା ନପୁଂସକତା ଓ ଶୁକ୍ରାଣୁ କ୍ଵାଲିଟି ଖରାପ ହେବାର ବିପଦ ରହିଥାଏ।

୪। ଅତ୍ୟଧିକ ଅଶାନ୍ତି ନେବା ଆପଣଙ୍କ ଶରୀରରେ ଅନେକ ହର୍ମୋନାଲ ଓ ଶାରୀରିକ ପରିବର୍ତ୍ତନ କରିଥାଏ, ଯାହା ଆପଣଙ୍କ ଶୂକ୍ରାଣୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

୫। ପୁରୁଷର ଟାଇଟ ଅଣ୍ଡରୱେୟର ପିନ୍ଧିବାର ଅଭ୍ଯାସ ତାଙ୍କର ଯୌନାଙ୍ଗ ଓ ଶୂକ୍ରାଣୁର ସ୍ୱାସ୍ଥ୍ୟ ବିଗାଡିପାରେ। ଏଥିରେ ଯୌନାଙ୍ଗର ରକ୍ତ ପ୍ରବାହରେ ବାଧା ଆସିପାରେ, ଯାହାଦ୍ୱାରା ଅଣ୍ଡକୋଷର ତାପମାତ୍ରା ବଢିପାରେ।

ଏଠାରେ ଦେଇଥିବା ସୂଚନା କୌଣସି ଚିକିତ୍ସିୟଙ୍କ ପରାମର୍ଶର ବିକଳ୍ପ ନାହିଁ, ଏହା କେବଳ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *