ସିସିଟିଭି ଫୁଟେଜରେ ଧରା ପଡିଲା ସ୍ୱାମୀ ଓ ସ୍ତ୍ରୀଙ୍କ ବର୍ବର କା-ଣ୍ଡ ,ପ୍ରଥମେ ବୃଦ୍ଧାଙ୍କୁ ମା-ରି-ଲେ ଆଉ କାଟିକି ୩ ଟି ବ୍ୟାଗରେ ଭର୍ତି କଲେ ଆଉ ତା ପରେ…ଜାଣନ୍ତୁ ପୁରା ଘ-ଟ-ଣା

ଦିଲ୍ଲୀରେ ଅତି ଭୟାନକ ଅ-ପ-ରା-ଧ ସାମ୍ନାକୁ ଆସିଛି। ଦ୍ଵାରିକା ଅଂଚଳରେ ରହୁଥିବା ପତି ଓ ପତ୍ନୀ ପଡୋଶୀ ଘରେ ରହୁଥିବା ବୃଦ୍ଧା ମହିଳାଙ୍କୁ ହ-ତ୍ୟା କରିଛନ୍ତି। ଶ-ବ-କୁ ଲେଚେଇବା ପାଇଁ ତିନୋଟି ବ୍ୟାଗ ଆଣିଲେ। ଶରୀରକୁ କାଟି କାଟି ତିନୋଟି ଵ୍ୟାଗରେ ଭର୍ତି କଲେ ଓ ବ୍ୟାଗ ଗୁଡିକୁ ନେଇ ନଦୀରେ ଭସେଇ ଦେଲେ। ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜ ଆଧାରରେ ଏହି ରହସ୍ୟ ଉପରୁ ପରଦା ଉଠିଛି। ପୋ-ଲି-ସ ଦୁହେଁ ପତି ଓ ପତ୍ନୀ କୁ ଗି-ର-ଫ କରିଛି।

ଦିଲ୍ଲୀର ଦ୍ଵାରିକା ଅଞ୍ଚଳରେ ଘରେ ଏକୁଟିଆ ରହୁଥିବା ବୃଦ୍ଧା ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପଡ଼ୋଶୀରେ ରହୁଥିବା ଦମ୍ପତି ଅନୀଲ ଆର୍ଯ୍ୟ ଓ କାମିନୀ ବା ତନୁ ଘଟାଇଛନ୍ତି। ଏହି ହତ୍ୟା ବିଷୟରେ କେହି ମଧ୍ୟ ଜାଣି ପାରିଲେ ନାହିଁ, ତେଣୁ ଦମ୍ପତି ଶ-ବ-କୁ କାଟି କାଟି ତିନୋଟି ବ୍ୟାଗରେ ଭର୍ତି କଲେ ଓ ନଦୀରେ ଭସାଇ ଦେଲେ। ଏହା ପରେ ଆ-ରୋ-ପୀ ଘରେ ତାଲା ଲଗେଇକି ଫେରାର ହୋଇଗଲେ।

କୁହାଯାଉଛି ଯେ ଆ-ରୋ-ପୀ ପତି ଅନୀଲ ଆର୍ଯ୍ୟ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ କାମ କରନ୍ତି। ଅନୀଲ ୭୫ ବର୍ଷୀୟ ବୃଦ୍ଧା ମହିଳା କବିତାଙ୍କ ଠାରୁ ଦେଢ଼ ଲକ୍ଷ୍ୟ ଟଙ୍କା ଉଧାର ନେଇଥିଲେ। ବୃଦ୍ଧା ମହିଳା ଜଣକ ନିଜର ପଇସା ମଗୁଥିଲେ ଯାହାଫଳରେ ଅନୀଲ ନିଜର ପତ୍ନୀଙ୍କ ସହ ମିଶି ଏହି ଜଘନ୍ୟ ହ-ତ୍ୟା-କା-ଣ୍ଡ ଘଟାଇ ଥିଲେ। ୩୦ ଜୁନରେ ଯେତେବେଳେ ମହିଳା ଜଣକ ଏକୁଟିଆ ଥିଲେ ସେହି ସମୟରେ ଦମ୍ପତି ଗୋଟେ ଦଉଡି ସାହାଯ୍ୟରେ ମହିଳା ଜଣକ ବେକ ଚିପି ହ-ତ୍ୟା କରିଥିଲେ।

ଏହା ପରେ ମହିଳାଙ୍କ ଶ-ବ-କୁ ଲୁଚେଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ। ସେମାନେ ପରିବା କଟା ହେଉଥିବା ଛୁ-ରୀ-ରେ ଶ-ବ-କୁ ଟିକି ଟିକି କରି କାଟି ଖଣ୍ଡରେ ପରିଣତ କଲେ ଓ ପରେ ସେହି ଖଣ୍ଡ ଗୁଡିକୁ ଏକ ବ୍ୟାଗରେ ଭର୍ତି କଲେ ଏବଂ ଏହି ବ୍ୟାଗକୁ ନେଇ ନଜାଫଗାଡ଼ ନାଳରେ ପକେଇ ଦେଇଥିଲେ। ଏହାପରେ ସେ ଦୁଇ ଜଣ ଘର ଛାଡ଼ି ପଳେଇ ଥିଲେ।

ତିନି ଜୁଲାଇ ରେ ମୋହନ ଗାର୍ଡେନ ପୋ-ଲି-ସ ଷ୍ଟେସନରେ ବୃଦ୍ଧା ମହିଳା ନି-ଖୋ-ଜ ଥିବାର ଅ-ଭି-ଯୋ-ଗ କରାଯାଇଥିଲା। ଯେତେବେଳେ ପୋ-ଲି-ସ ଘଟଣା ସ୍ଥଳରେ ପହଞ୍ଚି ଏହାର ଯାଞ୍ଚ କରିଥିଲେ , ସେ ଜାଣିବାକୁ ପାଇଥିଲେ ଯେ ପଡୋଶୀ ଘରେ ରହୁଥିବା ଦମ୍ପତି ଘର ଛାଡ଼ି ପଳେଇ ଯାଇଛନ୍ତି।

ପୋ-ଲି-ସ ଯେତେବେଳେ ବୃଦ୍ଧା ମହିଳାଙ୍କ ଘର ବାହାରେ ଲାଗିଥିବା ସିସିଟିଭି ର ଯାଞ୍ଚ କରିଥିଲେ ସେମାନେ ଦେଖିବାକୁ ପାଇଥିଲେ ଯେ ଆ-ରୋ-ପୀ ଅନୀଲ ଗୋଟେ ଓଜନିଆ ବ୍ୟାଗ ଧରି ଯାଉଛନ୍ତି। ଏହାପରେ ପୋ-ଲି-ସ ଜାଣି ପାରିଥିଲା ଯେ ଘଟଣାରେ କିଛି ଗଡବଡ଼ ଅଛି ଏବଂ ସେମାନେ ପତି ଓ ପତ୍ନୀଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ।

ଦୁଇ ଜଣଙ୍କ ଲୋକେସନ ଉତ୍ତରାଖଣ୍ଡ ର ରାଣୀ ଖେତରେ ମିଳିଥିଲା। ପୋ-ଲି-ସ ଯେତେବେଳେ ରାଣୀ ଖେତରେ ପହଁଚିଲେ ସେତେବେଳକୁ ପତି ଓ ପତ୍ନୀ ସେଠାରୁ ଫେରାର ହୋଇଯାଇଥିଲେ। ପୋ-ଲି-ସ ମୋବାଇଲ ଲୋକେସନ ଆଧାରରେ ଦମ୍ପତିଙ୍କୁ ଉତ୍ତରପ୍ରଦେଶର ବରେଲି ଠାରେ ଗି-ର-ଫ କରିଥିଲେ। ପତି ଓ ପତ୍ନୀ ସେମାନେ ଏହି ଅ-ପ-ରା-ଧ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *