ହିଟଲର – ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ମୋଦୀ-ଟ୍ରମ୍ଫଙ୍କ ପର୍ଯ୍ଯନ୍ତ, ଏମିତି ଥିଲା ଦୁନିଆର ଏହି ପ୍ରସିଦ୍ଧ ନେତାଙ୍କ ଯବାନୀ ସମୟର ଫୋଟୋ, ଦେଖନ୍ତୁ ଫୋଟ

ଆଜି ଏହି ଲେଖାରେ ଆମେ ଆପଣଙ୍କୁ ପାଇଁ କିଛି ଏମିତି ନେଇ ଆସିଛୁ ଯାହାକୁ ପଢିବା ଓ ଦେଖିବା ପରେ ଆପଣଙ୍କର ଦିନ ଭଲ ହୋଇଯିବ। ଦୁନିଆର ଅନେକ ପ୍ରସିଦ୍ଧ ନେତାଙ୍କର ଫୋଟକୁ ଆପଣ ଏକ ସାଥିରେ ଖବରରେ ଦେଖିବାକୁ ପାଇବେ। ବର୍ତ୍ତମାନ ଆପଣ କହିବେକି ଏଥିରେ ବଡ ଓ ଖାସ କଣ ଅଟେ। ତେବେ ଟିକେ ତୁହାଣ୍ଟୁ ଆପଣଙ୍କୁ ଜଣାଇଦେଉଛୁକି, ହିଟଲର-ମହାତ୍ମା ଗାନ୍ଧୀଙ୍କ ଠାରୁ ନେଇ ଡୋନାଲ୍ଡ ଟ୍ରମ୍ଫ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ଯନ୍ତ ଅନେକ ନେତାଙ୍କର ଏମିତି ଫୋଟ ଆମେ ଆପଣଙ୍କ ପାଇଁ ଆଣିଛୁ ଯେମିତି ଆପଣ ବୋଧରେ ପୂର୍ବରୁ କେବେ ଦେଖିନଥିବେ। ଆମେ ଆପଣଙ୍କୁ କିଛି ଏମିତି ନେତାଙ୍କ ଯବାନୀ ଦିନ ସମୟର ଓ ଏମିତି ଫୋଟ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯେତେବେଳେ ତାଙ୍କୁ କିଛି ଜଣା ନଥିଲା। ତେବେ ଚାଲନ୍ତୁ ଆରମ୍ଭ କରିବା ଏକ ରୋଚକ ଓ ଜିଜ୍ଞାସା ପୂର୍ଣ ଯାତ୍ରା…

ମହାତ୍ମା ଗାନ୍ଧୀ…:-

ଭାରତକୁ ଇଂରେଜମାନଙ୍କ ନିକଟରୁ ସ୍ଵାଧୀନତା ଦେବାରେ ମହାତ୍ମା ଗାନ୍ଧୀଙ୍କର ଅହମ ଯୋଗଦାନ ରହିଛି। ଅଧିକାଂଶ ଲୋକ ମହାତ୍ମା ଗାନ୍ଧୀଙ୍କୁ ଧଳା ଧୋତିରେ ଦେଖିଛନ୍ତି, ଏହି ଫୋଟ ମହାତ୍ମା ଗାନ୍ଧୀଙ୍କର ଯବାନୀ ସମୟର। ଯେଉଁଥିରେ ସେ ସୁଟ ବୁଟରେ ନଜର ଆସୁଛନ୍ତି।ଏହି ଫୋଟ ସେହି ସମୟର ଯେତେବେଳେ ଗାନ୍ଧୀଜି ଛାତ୍ର ଥିଲେ।

ନରେନ୍ଦ୍ର ମୋଦୀ…:-

ନରେନ୍ଦ୍ର ମୋଦୀଙ୍କୁ ଆଜିକା ସମୟରେ କିଏ ବା ଜାଣିନାହିଁ। ସାରା ଦୁନିଆରେ ଆଜି ତାଙ୍କ ନାମ ଓ ତାଙ୍କର ଗଣନା ବିଶ୍ଵର ସବୁଠାରୁ ଲୋକପ୍ରିୟ ଏବଂ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନୀ ସମୟରେ ବର୍ତ୍ତମାନ ପରି ନିଜର ପରିଚିତ ଅନ୍ଦାଜରେ ଭାଷଣ ଦେଉଥିଲେ। ଏହି ଫୋଟରେ ସେ ମଞ୍ଚରେ ଲୋକମାନଙ୍କୁ ସମ୍ବୋଧିତ କରୁଛନ୍ତି।

ହିଲେରୀ କ୍ଲିଣ୍ଟନ…:-

ହିଲେରୀ କ୍ଲିଣ୍ଟନ ଏହି ଫୋଟ ୧୯୬୯ ମସିହାର ଅଟେ। ହିଲେରୀ କ୍ଲିଣ୍ଟନ ଆମେରିକାର ୪୨ତମ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ପତ୍ନୀ ଓ ସଂଯୁକ୍ତ ରାଜ୍ୟ ଆମେରିକାର ପୂର୍ବ ରାଜ୍ୟ ସଚିବ ଅଟନ୍ତି।

ହସନ ରୁହାନୀ…:-

ଏହି ଫୋଟରେ ଯେଉଁ ବ୍ୟକ୍ତି ଆପଣଙ୍କୁ ଦେଖାଯାଉଛନ୍ତି ସେ ଇରାନୀ ରାଷ୍ଟ୍ରପତି ହସନ ରୁହାନୀ। ଏହା ତାଙ୍କର ୭୦ ଦଶକର ଫୋଟ ଅଟେ ଯେତେବେଳେ ସେ ସେନାରେ କାମ କରୁଥିଲେ।

ବେଞ୍ଜାମିନ ନେତନ୍ୟାହୁ…:-

ଏହି ଫୋଟ ଇଜ୍ରାଏଲର ପୂର୍ବ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କର ଅଟେ। ୧୯୭୨ ମସିହା ସହ ଫୋଟ ସମ୍ବନ୍ଧିତ ଅଟେ।

ସଦ୍ଦାମ ହୁସେନ…:-

ଏହି ଫୋଟ ଇରାକର ପୂର୍ବ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କର ଅଟେ।

ଶିଞ୍ଜୋ ଆବେ…:-

ବର୍ତ୍ତମାନ ଏକ ନଜର ପକାଇବା ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଫେମିଲି ଫୋଟ ଉପରେ। ୧୯୫୬ ମସିହାର ଫୋଟ ଅଟେ।

ଦଲାଇ ଲାମା…:-

ଯବାନୀ ଦିନରେ ଦଲାଇ ଲାମା କିଛି ଏମିତି ଦେଖାଯାଉଥିଲେ।

କିମ-ଜୋଙ୍ଗ-ଇଲ…:-

ନିଜର ପିତା କିମ ଇଲ-ସୁଙ୍ଗ ଓ ମା କିମ ଜୋଙ୍ଗ-ସୁକଙ୍କ ସହିତ ଉତ୍ତର କୋରିୟାର ପୂର୍ବ ତାନାଶାହ କିମ ଜୋଙ୍ଗ-ଇଲ। ୧୯୪୫ ମସିହାର ଫୋଟ ଅଟେ।

ଜର୍ଜ ବୁଶ…:-

ଆମେରିକାର ୪୩ତମ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ଯବାନୀ ଦିନର ଫୋଟ।

ଏଡୋଲ୍ଫ ହିଟଲର…:-

ଯବାନୀ ଦିନର ତାନାଶାହ ଏଡୋଲ୍ଫ ହିଟଲର କିଛି ଏମିତି ଦେଖାଯାଉଥିଲେ।

ନେଲ୍ସନ ମଣ୍ଡେଲା…:-

ଦକ୍ଷିଣ ଆଫ୍ରିକାର ପୂର୍ବ ରାଷ୍ଟ୍ରପତି ନେଲ୍ସନ ମଣ୍ଡେଲା।

ଡୋନାଲ୍ଡ ଟ୍ରମ୍ଫ…:-

ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନ୍ୟୁୟର୍କର ସୈନ୍ୟ ଏକାଡେମୀ ସମୟରେ।

ବରାକ ଓବାମା…:-

ଆମେରିକାର ୪୪ତମ ରାଷ୍ଟ୍ରପତି ବରାକ ଓବାମାକୁ ଆପଣ ସିଗାରେଟ ଟାଣୁଥିବାର ଦେଖିପାରୁଥିବେ।

ବ୍ଳାଦିମିର ପୁତିନ…:-

ବ୍ଳାଦିମିର ପୁତିନ ରୁସର ରାଷ୍ଟ୍ରପତି ଅଛନ୍ତି ଓ ତାଙ୍କର ଏହି ଫୋଟ ଯବାନୀ ଦିନରେ ଅଟେ।

କ୍ଵିନ ଏଲିଜାବେଥ ଦ୍ଵିତୀୟ,,,:-

ଇଂଲଣ୍ଡର ରାଜକୁମାରୀ ଏଲିଜାବେଥଙ୍କ ଏହି ଫୋଟ ୧୯୪୫ ମସିହାର ଅଟେ ଯେତେବେଳେ ସେ ୧୮ ବର୍ଷର ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *