ଏମିତି ଚୋ-ରୀ ଆପଣ ଆଗରୁ ଦେଖିନଥିବେ ! ‘ଘର ଜଗୁଥିବା’ କୁକୁରର ଡ୍ରେସ ଚୋ-ରୀ କରି ନେଇଗଲା ଚୋ-ର,ଭିଡିଓ ଦେଖିଲେ ହସି ହସି ଗଡିଯିବେ

ସୋସିଆଲ ମିଡିଆରେ କେତେବେଳେ, କଣ ଭାଇରାଲ ହୋଇଯାଏ ଏହା କେହି ଜାଣିନଥାନ୍ତି? କେତେବେଳେ ପଶୁମାନଙ୍କର ଭିଡିଓ ଭାଇରାଲ ହୋଇଥାଏମ ତୋ କେତେବେଳେ ମଣିଷଙ୍କର… ଏଥିମଧ୍ୟରୁ କିଛି ଭିଡିଓ ହସାଇବା ଭଳି ହୋଇଥାଏ, ତୋ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। କିଛି ଭିଡିଓ ସିଧାସଳଖ ଲୋକଙ୍କର ହୃଦୟ ଜିତିନିଏ। ଏକ ଏମିତି ମଜାଳିଆ ଭିଡିଓ ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ‘ଭାଇରାଲ’ ହେଉଅଛି। ଯେଉଁଥିରେ ଏକ ;ଘର ଜଗୁଥିବା କୁକୁର’ର ଡ୍ରେସ ଚୋରୀ କରି ନିଆଗଲା। ଲୋକଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଅଛି ଓ ୟୁଜର୍ସ ଏହି ଭିଡିଓକୁ ଦେଖି ବହୁତ ମଜା ନେଉଛନ୍ତି।

ଚୋ-ରୀ-ର କାହାଣୀ ବହୁତ ଶୁଣିଥିବେ। ଏତିକି ନୁହେଁ ଭିଡିଓ ମଧ୍ୟ ବହୁତ ଦେଖିଥିବେ। ସୋସିଆଲ ମିଡିଆରେ ବହୁତ ମଜାଳିଆ ମଜାଳିଆ ଭିଡିଓ ମଧ୍ୟ ସେୟାର କରାଯାଏ। କିନ୍ତୁ, ଚୋ-ରୀ-ର ଏକ ଏମିତି ଭିଡିଓ ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ହସାଉଛି ଓ ଆଶ୍ଚର୍ଯ୍ୟ ମଧ୍ୟ କରାଉଛି। କାରଣ ଏକ ଚୋର ଏମିତି କାମାଲ କରିଲେକି ଯାହା ବିଷୟରେ କେବେ କେହି ଚିନ୍ତା କରିନଥିବେ। ଯେମିତି ଆପଣ ଭିଡିଓରେ ଦେଖିପାରୁଥିବେକି ଏକ ଚୋ-ର ଆସେ। ଗେଟ ଭିତରେ କୁକୁର ଛିଡା ହୋଇଥାଏ। କୁକୁର ତାଙ୍କ ପାଖରେ ଯେମିତି ପହଞ୍ଚେ ଚୋର ବହୁତ ଆରାମରେ ତାର କପଡା ବାହାର କରେ ଓ ସେଠାରୁ ଚାଲିଯାଏ। ଏହି ଦୃଶ୍ୟ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଆପଣ ମଧ୍ୟ ଏହି ଭିଡିଓର ଆନନ୍ଦ ଉଠାନ୍ତୁ…

‘ଚୋ-ର କମାଲ କରିଦେଲେ’:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by memes | news | comedy (@ghantaa)

ଭିଡିଓ ଦେଖି ଆପଣ ଚିନ୍ତା କରୁଥିବେ କି ଚୋରୀ ଅଟେ? ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଅଛି। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ‘ghantaa’ ନାମକ ଏକ ଏକାଉଣ୍ଟ ଦ୍ଵାରା ସେୟାର କରାଯାଉଛି। ଖବର ଲେଖାଗଲା ବେଳକୁ ଏହି ଭିଡିଓକୁ ୮୮ ହଜାରରୁ ଅଧିକ ଲୋକ ପସନ୍ଦ କରି ସାରିଛନ୍ତି। ଏହି ଭିଡିଓରେ ୟୁଜର୍ସ ବହୁତ ମଜା ନେଉଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.