ଦେଖନ୍ତୁ ଭିଡିଓ : ଭୋଜପୁରୀ ଗୀତରେ ଯେଉଁଭଳି ଭାବେ ଭାଉଜ ଅଣ୍ଟା ହଲାଇ ନାଚିଲେ, ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେଉଛି

କହିବାକୁ ଗଲେ ନାଚ ଶିଖିବା ହେଉ ଅବା ନାଚିବା ବହୁତ ଲୋକଙ୍କ ସଉକ ଥାଏ। କିଛି ଲୋକ ନିଜର ଜବରଦସ୍ତ ଦକ୍ଷତା ପାଇଁ ଲୋକଙ୍କ ହୃଦୟରେ ରାଜ କରନ୍ତି। ଜଣେ ଦେଶୀ ଭାଉଜଙ୍କ ସହ କିଛି ସେହିଭଳି ଘଟିଛି। ଯାହାଙ୍କର ଏକ ନାଚ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଇଂଷ୍ଟାଗ୍ରାମରେ ମଧ୍ୟ ପବନ ସିଂହଙ୍କ ଫ୍ୟାନ ନିଜର ଡ୍ୟାନ୍ସ ଭିଡ଼ିଓ ସେୟାର କରିଥାନ୍ତି। କିଛି ଦିନ ହେବ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଜୋରରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଭାଉଜ ଓଢଣୀ ତଳେ ରହି ପବନ ସିଂହଙ୍କ ସୁପର ହିଟ ଗୀତ ‘ପୁଦିନା ଏ ହସିନା’ ଡ଼୍ୟାନ୍ସ କରିଥିଲେ।

ଏହି ମହିଳା ଜଣକ ଶାଢ଼ୀ ପିନ୍ଧି ଯେଉଁ ଭାଙ୍ଗିରେ ନାଚିଲେ ତାହା ବଡ ବଡ ନୃତ୍ୟକାର ମଧ୍ୟ ଫେଲ ହୋଇଯିବେ। ଏହି ମହିଳାଙ୍କ ନାମ ରଜନା ସିଂହ। ଭିଡ଼ିଓର ବ୍ୟାକଗ୍ରାଉଣ୍ଡ ଦେଖିଲେ ଜାଣିପାରିବେ ଯେ ଏହି ଭିଡ଼ିଓଟି ମହିଳା ଜଣକ ଘରେ ସୁଟିଂ କରିଛନ୍ତି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Ranjna Singh Chauhan (@ranjana_6564)

ଭିଡ଼ିଓ ଦେଖିବା ପରେ ନିଶ୍ଚିତ ଭାବେ ଆପଣଙ୍କୁ ମଜା ଆସିଥିବା। ଭାଉଜ ଜଣକ ଯେଉଁଭଳି ଭାଙ୍ଗିରେ ନାଚିଲେ ତାହା ଲୋକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି। ଏହି ଭିଡ଼ିଓକୁ ୧୪ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହି ଭିଡ଼ିଓକୁ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି କି ‘ ଅତି ରୋମାଞ୍ଚକ ଓ ମନମୋହକ ଅଟେ ଲାଗୁଛି ବହୁତ ପରିଶ୍ରମ କରିଛନ୍ତି । ସେହି ଭଳି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ଆପଣ ମର୍ଯ୍ୟାଦା ରେ ରହିକି ଯେଉଁ ଭଳି ଭାବେ ନାଚିଲେ ସତରେ ତାହା ପ୍ରଶଂସା ଯୋଗ୍ୟ। ଅତି ସୁନ୍ଦର ଓ ଅଦ୍ଭୁତ ହୃଦୟରୁ ଧନ୍ୟବାଦ ଯାହା ହୃଦୟକୁ ଛୁଇଁ ଗଲା। ଆପଣ ନିଶ୍ଚିତ ଭାବେ ସଫଳତା ସ୍ପର୍ଶ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *