ଦେଖନ୍ତୁ ଭିଡିଓ : ପ୍ରେମିକାରୁ ସ୍ତ୍ରୀ ହେବା ପରେ କିଛି ଦେଖିବାକୁ ମିଳିଲା ଏମିତି ଦୃଶ୍ୟ, ଯାହା ଏବେ ପତିଙ୍କ ଅବସ୍ଥା ଖରାପ

ବାହାଘର ପୁର୍ବରୁ ଓ ବାହାଘର ପରେ ପତିର କେଉଁ କେଉଁ ରୂପ ରହିଥାଏ, ଆପଣ ତାହା ଏହି ଛୋଟିଆ ଭିଡ଼ିଓର ଝଲକ ଦେଖିଲେ ବୁଝି ପାରିବେ। ବାହାଘର ପୁର୍ବରୁ ଯେତେବେଳେ କୌଣସି ଯୁବକ ଯୁବତୀଙ୍କୁ ପ୍ରପୋଜ କରିଥାନ୍ତି ଏବଂ ତାଙ୍କ ପାଇଁ ସେ ଦୁନିଆର ସବୁଠୁ ଭଲ ସାଥି ବୋଲି ମାନି ନିଅନ୍ତି। କେବଳ ସେତିକି ନୁହେଁ ପ୍ରପୋଜ କରିବା ପାଇଁ ଯେ କୌଣସି ପରିସ୍ଥିତିରେ ପହଁଚି ଯାଆନ୍ତି। କିନ୍ତୁ ଯେତେବେଳେ ଯୁବତୀ ପ୍ରେମିକାରୁ ସ୍ତ୍ରୀ ହୁଅନ୍ତି ତେବେ କଣ ହୋଇଥାଏ ଏହାର ଏକ ଛୋଟ ଝଲକ ଏହି ଭଡ଼ିଓରେ ଦେଖିବାକୁ ପାଇବେ।

ଯେତେବେଳେ ପତ୍ନୀ ପ୍ରେମିକା ହୋଇଥିଲା:

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ଏକ ଉଦାହରଣ ଭଳି ବ୍ୟବହାର କରାଯାଇଛି। ପ୍ରସିଦ୍ଧ କମେଡିଆନ ଗୌରବ କପୁର (Comedian Gaurav Kapoor) ସେ ନିଜେ ଏହି ଭିଡ଼ିଓରେ ଅଭିନୟ କରିଛନ୍ତି। ଯେତେବେଳେ ଯୁବତୀ ଜଣକ ପ୍ରେମିକା ଥିଲେ ସେ ଯାହା କହୁଥିଲେ ପ୍ରେମିକ ସମ୍ପୂର୍ଣ୍ଣ ଷ୍ଟାଇଲି ରେ କରୁଥିଲେ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Dulhaniyaa.com-Indian Weddings (@dulhaniyaa)

ବାହାଘର ପରେ ପତି ଙ୍କ ଅବସ୍ଥା ଖରାପ ହୋଇଗଲା:

ସେହି ସମୟରେ ସେ ପ୍ରେମିକ ଜଣକ ନିଜର ଡ୍ରେସିଙ୍ଗ ସେନ୍ସ ଉପରେ ଧ୍ୟାନ ଦେଉଥିଲେ। କିନ୍ତୁ ଯେତେବେଳେ ଯୁବତୀ ଜଣକ ପତ୍ନୀ ହୋଇଗଲେ ଓ ଏହି ସମୟରେ ପତ୍ନୀ ଯେତେବେଳେ ପାଣି ରଖିବାକୁ କହିଲେ ପତି ଜଣକ ଦେଶୀ ଭାଙ୍ଗିରେ ପାଣି ରଖିଥିଲେ। କେବଳ ସେତିକି ନୁହେଁ ତାଙ୍କର ସେହି ଦେଶୀ ଷ୍ଟାଇଲି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହି ଭିଡ଼ିଓ ଇଣ୍ଟରନେଟ ରେ ଭାଇରାଲ ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.