ୟାକୁ ହିଁ କୁହନ୍ତି ଅସଲି ହିରୋ : ସମୁଦ୍ରରେ ପଡ଼ିଯାଇଥିବା ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ପାଣିକୁ ଡେଇଁଲେ ଫଟୋଗ୍ରାଫର,ଦେଖନ୍ତୁ ଲାଇଭ ଭିଡିଓ

ମଣିଷ ସହିତ ଅଜାଣତରେ ଏପରି ଅନେକ ଦୁ-ର୍ଘ-ଟ-ଣା ଘଟିଯାଏ, ଯାହା କେହି କେବେ କଳ୍ପନା ମଧ୍ୟ କରିନଥାନ୍ତି | ସେହିପରି କିଛି ଲୋକଙ୍କ ଭାଗ୍ୟ ଭଲ ଥାଏ ବୋଲି ବଞ୍ଚିଯାନ୍ତି ତ ଆଉ କିଛି ଲୋକେ ମୃ-ତ୍ୟୁ-ବ-ର-ଣ କରିଥାନ୍ତି | ଗତ ଦିନରେ ମୁମ୍ବାଇରେ ଗେଟୱେ ଅଫ ଇଣ୍ଡିଆ ପାଖରେ ଏପରି ଏକ ଦୁ-ର୍ଘ-ଟ-ଣା ଘଟିଲା, ଯେଉଁଥିରେ ଜଣେ ମହିଳାଙ୍କ ଜୀବନକୁ ବଡ଼ ବିପଦ ଆସିଯାଇଥିଲା | ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ବାସ୍ତବରେ, ଜଣେ ମହିଳା ଅଚାନକ ୨୦ଫୁଟ ତଳେ ସମୁଦ୍ରରେ ପଡିଗଲେ | ଯାହାପରେ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ସମୁଦ୍ରକୁ ଡିଆଁ ମାରିଲେ |

ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଅନେକ ହେଡଲାଇନରେ ରହିଛି | ସମସ୍ତେ ମହିଳାଙ୍କ ଜୀବନ ବଞ୍ଚାଇଥିବା ଫଟୋଗ୍ରାଫରଙ୍କୁ ବହୁତ ପ୍ରଶଂସା କରୁଛନ୍ତି | ଏହି ଭିଡିଓକୁ ଦେଖିବାପରେ ଜଣେ ୟୁଜର କହିଛନ୍ତି ଯଦି ଫଟୋଗ୍ରାଫର ଠିକ ସମୟରେ ପାଣିକୁ ଡେଇଁ ନଥାନ୍ତା ତେବେ ଏହି ଭିଡିଓ ଆଉ କିଛି ହୋଇଥାନ୍ତା | ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ଫଟୋଗ୍ରାଫର ମହିଳାଙ୍କ ଜୀବନ ବଞ୍ଚାଇ ଲୋକଙ୍କ ହୃଦୟ ଜିତିଛନ୍ତି | ଏହାବ୍ୟତୀତ ଆହୁରି ଅନେକ ଲୋକ ଫଟୋଗ୍ରାଫରଙ୍କ ସାହସକୁ ଖୁବ ପ୍ରଶଂସା କରିଛନ୍ତି |

ଏଠାରେ ଦେଖନ୍ତୁ ଭିଡିଓ :-

ଏକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ ମହିଳାଜଣକ ଲହରୀକୁ ଦେଖିବାପାଇଁ ଯାଇଥିଲେ ଏବଂ ବାଲାନ୍ସ ବିଗିଡି ଯିବାରୁ ସେ ୨୦ ଫୁଟ ତଳକୁ ସମୁଦ୍ରରେ ପଡିଗଲେ | ମହିଳାଜଣକ ଅଚାନକ ପଡିଯିବା ଦ୍ୱାରା ଆଖପାଖ ଲୋକେ ବହୁତ ପାଟି କରିଥିଲେ ଏବଂ ଦେଖୁ ଦେଖୁ ସମସ୍ତଙ୍କର ଚିତ୍କାର ମଧ୍ୟ ଶୁଭାଗଲା | ଘଟଣାସ୍ଥଳରେ ଜଣେ ଟୁରିଷ୍ଟ ଫଟୋଗ୍ରାଫର ଗୁଲାବଚନ୍ଦଦ ଗୋଉଣ୍ଡ ବୁଡି ଯାଇଥିବା ମହିଳାଙ୍କୁ ବଞ୍ଚାଇବା ପାଇଁ ସମୁଦ୍ରକୁ ଡେଇଁ ପଡିଲେ |

ଏହାପରେ ଘ-ଟ-ଣା-ସ୍ଥ-ରେ ଥିବା ଲୋକମାନେ ରସି ଏବଂ ଏକ ଟ୍ୟୁବ ୨୦ ଫୁଟ ତଳକୁ ପାଣିରେ ଫିଙ୍ଗିଲେ, ଯାହା ସାହାଯ୍ୟରେ ମହିଳାଙ୍କୁ ରେସକ୍ୟୁ କରାଗଲା | ଭାଇରଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ସମୁଦ୍ରରେ ପାଣିର ଗତି ବହୁତ ଦ୍ରୁତ ଗତିରେ ରହିଛି | ଯଦି ଠିକ ସମୟରେ ଫଟୋଗ୍ରାଫର ପାଣିକୁ ଡେଇଁ ନଥାନ୍ତା, ତେବେ ବିଶ୍ୱାସ କରନ୍ତୁ ମହିଳାଙ୍କ ଜୀବନ ଚାଲି ଯାଇଥାନ୍ତା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *