ରାଜଧାନୀରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ ; ସେ-କ୍ସ ଚାଟିଂ ପରେ କରୁଛନ୍ତି ବ୍ଲା-କମେ-ଲିଂ, “ଦେଖିଲୁ ତ ୧୦ ହଜାର ଦେ”

ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ।ପ୍ରଥମେ କରୁଛନ୍ତି ସେ-କ୍ସ ଚାର୍ଟ ଆଉ ପରେ ବ୍ଲା-କମେ-ଲିଂ କରି ମାଗୁଛନ୍ତି ୧୦ ହଜାର ଟଙ୍କା। ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାର ଦେଉଛନ୍ତି ଧ-ମକ।ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀରେ ରହୁଥିବା ଜଣେ ବୟସ୍କଙ୍କୁ ଏଭଳି ବ୍ଲା-କମେ-ଲିଂ କରିଛନ୍ତି ଜଣେ ସୁନ୍ଦରୀ। ଡିଜିଟାଲ ସୁନ୍ଦରୀଙ୍କ ସହିତ ଭିଡିଓ ଚାଟିଂ ଏବେ ମ-ହ-ଙ୍ଗା ପଡ଼ିଛି ବୟସ୍କ ବ୍ୟକ୍ତିଙ୍କୁ। ଏକା ସେ ନୁହନ୍ତି ଏହିଭଳି କିଛି ଧନୀ ଶ୍ରେଣୀର ଯୁବକ,ବ୍ୟବସାୟୀ ଓ ରାଜନେତା ମଧ୍ୟ ଏହି ଡିଜିଟାଲ ସୁନ୍ଦରୀଙ୍କ ଜା-ଲରେ ପଡ଼ି ହ-ଇରା-ଣ ହୋଇଛନ୍ତି। କିନ୍ତୁ, ଲୋ-କଲ-ଜ୍ଜା ଭ-ୟରେ ଥା-ନାରେ ଅ-ଭିଯୋ-ଗ କରିପାରୁନାହାନ୍ତି।

କେମିତି ଡିଜିଟାଲ ସୁନ୍ଦରୀ ଲୁ-ଟୁଛନ୍ତି

ବିଳମ୍ବିତ ରାତିରେ ଫେସବୁକରେ ଏହି ସୁନ୍ଦରୀମାନେ ଧନୀ ଶ୍ରେଣୀର ଯୁବତୀଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ୍ ପଠାନ୍ତି। ଯିଏ ଏହି ରିକ୍ୟୁଏଷ୍ଟ ଗ୍ରହଣ କରିଲା ମାତ୍ରେ ସଂଘେସଂଘେ ଏହି ଯୁବତୀ ମେସେଞ୍ଜର ମାଧ୍ୟମରେ କିଛି ସମୟ ପାଇଁ ମିଠା ମିଠା କଥା ହୋଇଥାନ୍ତି। ଆଉ କିଛି ସମୟ କଥାହେବା ପରେ ଯୁବକର ବିଶ୍ୱାସ ଜିତିଲା ପରେ ହ୍ୱାଟସଆପ ନମ୍ବର ମାଗିଥାନ୍ତି। ଆଉ ନମ୍ୱର ମିଳିବା ପରେ ଚାର୍ଟିଂ ଆରମ୍ଭ କରିବା ସହିତ ନିଜର ଅ-ର୍ଦ୍ଧନ-ଗ୍ନ ଫଟୋ ପଠାଇଥାନ୍ତି। ଯଦି ଯୁବକ ଜଣକ କୌଣସି ପ୍ର-ତିକ୍ରି-ୟା ନକରିଲେ ତୁରନ୍ତ ଆରମ୍ଭ କରିଦିଅନ୍ତି ସେ-କ୍ସ ଚାର୍ଟିଂ। ଏହିଥିରେ ଯିଏ ଆଗକୁ ବଢିଲା ତାର ବେଳା ଖରାପ ପଡ଼ିଲା। କିଛି ସମୟ ଚାଟିଂ କରିବା ପରେ ଭିଡିଓ କଲ କରିଥାନ୍ତି। କଲ ରିସିଭ କରିଲା ପରେ ସଂପୃକ୍ତ ଯୁବତୀ ନିଜର ପୋଷାକ ଖୋଲି ଦିଅନ୍ତି ଏବଂ ଅପର ପାର୍ଶ୍ଵରେ ଥିବା ବ୍ୟକ୍ତିଙ୍କୁ ଡ୍ରେସ ଖୋଲିବାକୁ ବାଧ୍ୟ କରନ୍ତି। ଆଉପରେ ଯୁବତୀ ଜଣଙ୍କ ନିଜର ଭିଡିଓ ସ୍କ୍ରିନ ସଟ ରେ-କ-ର୍ଡିଂ କରିନିଅନ୍ତି। ଆଉ ଦୁଇ ମିନିଟ ଏପରି ଭିଡିଓ କଲ କରିଲା ପରେ ହଠାତ ଫୋନ କଟିଯାଏ। ଆଉ କିଛି ସମୟ ପରେ ମେସେଜ ଆସେ ଯେ, ୧୦ ହଜାର ଟଙ୍କା ଦିଅ, ନଚେତ ଏହି ସେ-କ୍ସ ଚାର୍ଟକୁ ସୋସିଆଲ ମିଡିଆରେ ଭା-ଇରା-ଲ କରିଦେବି। ଏଭଳି ବ୍ଲା-କମେ-ଲିଂ କରି ଲକ୍ଷ ଲକ୍ଷ ଟଙ୍କା ଲୁ-ଟୁଛନ୍ତି ଏହି ଡିଜିଟାଲ ସୁନ୍ଦରୀ।

Google

ଆଉ ସଂପୃକ୍ତ ବ୍ୟକ୍ତି ଲୋ-କଲ-ଜ୍ୟା ଭ-ୟରେ ଏହି ଡିଜିଟାଲ ସୁନ୍ଦରୀ ମାନଙ୍କୁ ଟଙ୍କା ଦେଇଥାନ୍ତି। ଏହି ସୁନ୍ଦରୀ ମନେ ଥରେ ଟଙ୍କା ନେବା ପରେ ମଧ୍ୟ ବାରମ୍ବାର ଟଙ୍କା ମାଗିଥାନ୍ତି। କିନ୍ତୁ ଏହି ଠ-କେ-ଇର ଶି-କାର ହୋଇଥିବା ବ୍ୟକ୍ତି ମାନେ ଲୋ-କଲ-ଜ୍ୟା ପାଇଁ ଥା-ନାରେ ଅ-ଭିଯୋ-ଗ କରିବା ପାଇଁ ସାହାସ କରୁନାହାନ୍ତି। ଗତ କିଛି ଦିନ ତଳେ ଏହି ସୁନ୍ଦରୀଙ୍କ ଶି-କାର ହୋଇଥିଲେ ଜଣେ ଅବସରପ୍ରାପ୍ତ ପୋ-ଲି-ସ ଅଫିସର। ସେ ଏହି ସମ୍ପର୍କରେ ଥା-ନାରେ ଅଭି-ଯୋଗ କରିନଥିଲେ। ଏଭଳି ଭାବରେ ରାଜଧାନୀ ଭୁବନେଶ୍ୱରରେ ଡିଜିଟାଲ ସୁନ୍ଦରୀ ମାନେ ଆ-ତ-ଙ୍କ ଖେଳାଇଛନ୍ତି। ଏହି ଡିଜିଟାଲ ସୁନ୍ଦରୀ ମନେ ଧନୀବର୍ଗର ଯୁବକ,ରାଜନେତା ଓ ବ୍ୟବସାୟୀ ମାନଙ୍କୁ ଟା-ଗେ-ର୍ଟରେ ରହୁଛନ୍ତି।ଏହି ଠ-କେ-ଇର ଶି-କାର ହୋଇଥିବା ଲୋକମାନେ ଲୋ-କଲ-ଜ୍ଜା ଭ-ୟରେ ଥା-ନାରେ ଅଭି-ଯୋଗ କରିପାରୁନାହାଁନ୍ତି। ଯାହାଦ୍ବାରା, ପୋ-ଲି-ସ ଏହି ଘ-ଟ-ଣା ଉପରେ କା-ର୍ଯ୍ୟନୁ-ଷ୍ଠାନ ଗ୍ରହଣ କରୁନାହିଁ। ଯାହାଫଳରେ ଏହାର ଫାଇଦା ଉଠାଉଛନ୍ତି ଡିଜିଟାଲ ସୁନ୍ଦରୀ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *